Latest Odisha News

BREAKING NEWS

କ୍ୟାଡବରି ଚକୋଲେଟକୁ ନେଇ ଚାଲିଛି ବୟକଟ୍‌ ଟ୍ରେଣ୍ଡ

ନୂଆଦିଲ୍ଲୀ : ପୁଣି ବିବାଦ ଘେରରେ କ୍ୟାଡବରି ଚକୋଲେଟ । ସୋସିଆଲ ମିଡିଆରେ କ୍ୟାଡବରି ଚକୋଲେଟକୁ ନେଇ ଆରମ୍ଭ ହୋଇଛି ବୟକଟ୍‌ ଟ୍ରେଣ୍ଡ । ଆଇକନିକ ବ୍ରାଣ୍ଡ କ୍ୟାଡବରି ଚକୋଲେଟ ଦୀପାବଳୀର ବିଜ୍ଞାପନକୁ ନେଇ ସମାଲୋଚନାର ଶିକାର ହୋଇଥିଲା । ଟ୍ବିଟରରେ ସମସ୍ତେ ଏହି ଚକୋଲେଟକୁ ନେଇ…

ହଂସିକା ମୋଟୱାନୀଙ୍କ ମିଷ୍ଟ୍ରୀ ମ୍ୟାନ କିଏ ? ଡିସେମ୍ବରରେ ହେଉଛନ୍ତି ବିବାହ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶିଶୁ ଅଭିନେତା ଭାବରେ କ୍ୟାରିଅର୍ ଆରମ୍ଭ କରିଥିବା ବଲିଉଡ ଅଭିନେତ୍ରୀ ହଂସିକା ମୋଟୱାନି ଆଜିକାଲି ତାଙ୍କ ବିବାହ ବିଷୟ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ପୂର୍ବରୁ ଖବର ଆସିଥିଲା ​​ଯେ ହାନସିକା ବିବାହ କରିବାକୁ ଯାଉଛନ୍ତି। ଏବେ ଅଭିନେତ୍ରୀଙ୍କ ବିବାହରେ ଆଉ…

ଘଣ୍ଟ ଘୋଡ଼ାଇବାକୁ ଫସଲ ବୀମାକୁ ନେଇ ବିଜେଡି ପ୍ରତିବାଦ କରୁଥିବା କହିଲା ବିଜେପି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ କାଦୁଅ ଫିଙ୍ଗା ବୟାନବାଜି ଜାରି ରହିଛି । ପୁଣି ଥରେ ବିଜେପି, ଶାସକ ବିଜେଡିକୁ ଶାଣିତ ଆକ୍ରମଣ କରିଛି । ଧାମନଗରରେ ବିଜେଡିର ଟଙ୍କା ବଣ୍ଟାରୁ ମୁହଁ ଲୁଚାଇବା, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମନ୍ତ୍ରୀ…

ଡାକ୍ତରଖାନାରେ ଭର୍ତି ହେଲେ ଶରଦ ପାୱାର

ମୁମ୍ବାଇ: ଏନସିପି ମୁଖ୍ୟ ତଥା ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ମୁମ୍ବାଇର ବ୍ରିଚ କାଣ୍ଡି ହସପିଟାଲରେ ତାଙ୍କୁ ଚିକିତ୍ସା କରାଯାଉଛି । ଦୀର୍ଘ ଦିନ ଧରି ପାୱାର ଅସୁସ୍ଥ ରହିଛନ୍ତି । ତେବେ ତାଙ୍କ…

୨ ବର୍ଷ ଧରି ତଳଗାଁ ପଶୁ ସହାୟକ କେନ୍ଦ୍ରରେ ଝୁଲୁଛି ତାଲା

ବୌଦ୍ଧ : ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ପଶୁ ସହାୟକ କେନ୍ଦ୍ର। ପଶୁ ଚିକିତ୍ସା ନିମନ୍ତେ ନୟାଗଡ଼ ଜିଲ୍ଲାର ପ୍ରାଣୀ ଚିକିତ୍ସାକେନ୍ଦ୍ର ପାଲଟିଛି ସାହାଭରସା । ଏହି ଦୃଶ୍ୟଟି ହେଉଛି ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତର। ଏଠାରେ ବସବାସ କରୁଥିବା ଜନସାଧାରଣଙ୍କ ମୁଖ୍ୟ ବୃତ୍ତି…

[ଦେଖନ୍ତୁ ଭିଡିଓ] ମଦ ନ ଦେଲେ ହୋଇ ପାରିବନି ବାହାଘର

କାମାକ୍ଷାନଗର: ମଦ, ହାଣ୍ଡିଆ ନ ଦେଲେ ହୋଇ ପାରିବନି ବାହାଘର । ଘରେ ପଶି ପାରିବନି ମଙ୍ଗୁଳା କନ୍ୟା । ସାଇଭାଇଙ୍କ ଏଭଳି ରୋକଠୋକ୍ କଥା ଦୁଇ ପ୍ରେମପକ୍ଷୀଙ୍କ ମିଳନକୁ ଅଟକାଇଥିବା ବେଳେ ଦୋ ଛକିରେ ପରିବାର । ସାନ୍ତାଳୀ ସମାଜର ରୀତିନୀତି ଓ ଗାଁ ମୁଖିଆଙ୍କ ନିଷ୍ପତ୍ତି ପାଇଁ ବାହା ହୋଇ…

କୋହଲିଙ୍କ ରୁମ ଭିତରେ ପ୍ରବେଶ କରିଥିବା ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ମେଲବୋର୍ଣ୍ଣ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରହୁଥିବା ହୋଟେଲ ରୁମ ଭିତରର ଭିଡିଓ ଏବେ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗିଛି । ଏଥିରେ କୋହଲି ଅସନ୍ତୋଷ ବ୍ୟକ୍ତ କରବା ସହ ହୋଟେଲର ଅଧିକାରୀଙ୍କୁ ଦାୟୀ କରିଥିଲେ । ଏହା ପରେ ସୋମବାର ହୋଟେଲ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ସୋନାଲି ଚକ୍ରବର୍ତ୍ତୀଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀ କଲେ ଶୋକ ପ୍ରକାଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ସୋନାଲି ଚକ୍ରବର୍ତ୍ତୀଙ୍କର ଦେହାନ୍ତ ହୋଇଛି। ସୋନାଲି ଚକ୍ରବର୍ତ୍ତୀ ସୋମବାର ଦକ୍ଷିଣ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ବୟସ ୫୯ ବର୍ଷ ଥିଲା। ଡାକ୍ତରଖାନା ସୂତ୍ର ଅନୁଯାୟୀ, ସେ ଲିଭର…

୩ ବର୍ଷ ପରେ ଭାରତ ଫେରୁଛନ୍ତି ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ : ପୁଣି ଚର୍ଚ୍ଚାରେ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କା ସବୁବେଳେ ନିଜର ପ୍ରୋଫେସନାଲ୍‌ ଲାଇଫ୍‌ ହେଉ କି ପର୍ସନାଲ ଲାଇଫ୍ ଆଜିଯାଏଁ ଚର୍ଚ୍ଚାରେ ରହିଆସିଛନ୍ତି । ଏନେଇ ଏକ ଖବର ପ୍ରକାଶ କରି ପୁଣି ଫ୍ୟାନ୍ସଙ୍କୁ ଉତ୍ସାହିତ କରିଛନ୍ତି। ସ୍ଵାମୀ ନିକ୍‌ ଏବଂ ଝିଅ…

ମାନସିକ ସ୍ୱାସ୍ଥ୍ୟବସ୍ଥାକୁ ଠିକ୍ ରଖେ ଡ୍ରାଏ ଫ୍ରୁଟ୍ସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଅନେକ ଲୋକ ଅନେକ ଚାପରେ ରୁହନ୍ତି। ଏହି କାରଣରୁ ସେମାନଙ୍କର କାର୍ଯ୍ୟର କ୍ଷମତା ମଧ୍ୟ ହ୍ରାସ ହୁଏ। ଏପରି ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆପଣ ଖାଦ୍ୟରେ ଅନେକ ପ୍ରକାରର ସୁସ୍ଥ ଖାଦ୍ୟ ମଧ୍ୟ…