Latest Odisha News

BREAKING NEWS

ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ କ’ଣ କ’ଣ ଚୁକ୍ତି ହେଲା?

ଭୁବନେଶ୍ୱର: ଚଳିତ ବର୍ଷ ମେକ୍ ଇନ୍ ଓଡ଼ିଶା (ଏମ୍ ଆଇଓ) କନକ୍ଲେଭ୍-୨୦୨୨ ରାଜ୍ୟର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଶିଳ୍ପ ପାଇଁ ଅନେକ ନିବେଶ ଏବଂ ନିଯୁକ୍ତି ସୃଷ୍ଟି କରିବ । ଏହି ବିଶ୍ଵସ୍ଥରୀୟ ସମାବେଶରେ ବିଶ୍ଵର କୋଣ ଅନୁକୋଣରୁ ନିବେଶକମାନେ ଯୋଗଦେଇଥିଲେ । ଓଡ଼ିଶାରେ ନିବେଶପାଇଁ…

ରାଜ୍ୟରେ ଶିକ୍ଷାରେ ପରିବର୍ତ୍ତନ ସ୍ୱପ୍ନ ହୋଇ ନୁହେଁ ବରଂ ବାସ୍ତବରୂପ ନେଇସାରିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଉ ସ୍ୱପ୍ନ ନୁହେଁ । ବରଂ ଏହା ଏବେ ରାଜ୍ୟରେ ବାସ୍ତବ ରୂପ ନେଇସାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଏହା କହିଛନ୍ତି। ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଉଦବୋଧନ ଦେଇ ନବୀନ ପଟ୍ଟନାୟକ କହିଛନ୍ତି, ସ୍କୁଲ୍ ଶିକ୍ଷା…

କେଶ ପ୍ରତିରୋପଣରେ ସମସ୍ୟା, ମଣିଷର ଯନ୍ତ୍ରଣାଦାୟକ ମୃତ୍ୟୁ

ନୂଆଦିଲ୍ଲୀ: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ଦିଲ୍ଲୀର ଏକ କ୍ଲିନିକରେ ହେୟାର ଟ୍ରାନ୍ସପ୍ଲାଣ୍ଟ ବା ପ୍ରତିରୋପଣରେ ତ୍ରୁଟି ଦେଖାଦେଇଥିଲା । ଡାକ୍ତରଙ୍କ ଅବହେଳା ହେତୁ ଏହି ସମସ୍ୟା ଦେଖାଦେଇଥିଲା । ଏବେ ସେହି 30 ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରିପୋର୍ଟରେ କୁହାଯାଇଛି ଯେ ଅଥର…

“ରାଜ୍ୟପାଳ ପଦ ପାଇଁ ମାନଦଣ୍ଡ ନିର୍ଦ୍ଧାରଣ ହେବା ଆବଶ୍ୟକ”

ମୁମ୍ବାଇ: ଉଦ୍ଧବ ବାଲାସାହେବ ଠାକରେ ମୁଖ୍ୟ ଉଦ୍ଧବ ଠାକରେ ଆଜି କହିଛନ୍ତି ଯେ ରାଜ୍ୟପାଳ ପଦ ଚୟନ ପାଇଁ କିଛି ମାନଦଣ୍ଡ ନିର୍ଦ୍ଧାରଣ ହେବା ଆବଶ୍ୟକ। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଛତ୍ରପତି ଶିବାଜୀ ମହାରାଜ ଏବଂ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେ ଏବଂ ସାବିତ୍ରୀବାଇ ଫୁଲେଙ୍କ…

ମାଲେସିଆ ଏୟାର ଲାଏନ୍ସର ଦାୟିତ୍ୱ ହୀନତା ନେଇ ଦୀପକ ଚହର ଅସନ୍ତୁଷ୍ଟ

ଢ଼ାକା: ମାଲେସିଆ ଏୟାରଲାଇନ୍ସର ଦାୟିତ୍ୱ ହୀନତା ନେଇ ଭାରତୀୟ କ୍ରିକେଟର ଦୀପକ ଚହର ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦୀପକ ଭାରତୀୟ ଟିମ ସହିତ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିଲେ । ସେଠାରୁ ସେ ସିଧାସଳଖ ଢ଼ାକା ଅଭିମୁଖେ ଯାତ୍ରା କରି ବାଂଲାଦେଶ ଗସ୍ତରେ ଯାଇଥିବା ଟିମ ସହିତ ଯୋଗ…

ମହାନ ଫୁଟବଲ ଖେଳାଳି ପେଲେ ଗୁରୁତର

ଦୋହା: କତାରରେ ଚାଲିଥିବା ଫୁଟବଲ ବିଶ୍ୱକପ ଅବସରରେ ଏକ ଚିନ୍ତାଜନକ ଖବର ପ୍ରଶଂସକଙ୍କୁ ନିରାଶ କରିଛି । ବ୍ରାଜିଲର ମହାନ ଫୁଟବଲ ଖେଳାଳି ୮୨ ବର୍ଷୀୟ ପେଲେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କର ଅଧିକାଂଶ ଅଙ୍ଗ କାର୍ଯ୍ୟ କରୁ ନାହିଁ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ନିୟମିତ…

ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇ ନିଲମ୍ବିତ ହେଲେ ଶିକ୍ଷକ

ଇନ୍ଦୋର: ମହଙ୍ଗା ପଡ଼ିଲା ରାହୁଲ ଗାନ୍ଧୀ ନେତୃତ୍ୱାଧୀନ ଭାରତ ଯୋଡୋ ଯାତ୍ରାରେ ସାମିଲ ହେବା। ନିଲମ୍ବିତ ହେଲେ ଶିକ୍ଷକ। ମଧ୍ୟପ୍ରଦେଶ ସରକାର ଏହି ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି। ସରକାରୀ ଚାକିରିଆ ହୋଇ ରାଜନୈତିକ ରାଲିରେ ସାମିଲ ହୋଇଥିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ରାହୁଲଙ୍କ ଛୁଟି ମଂଜୁର, ଜୋର ଧରିଲା ବିବାହ ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେଏଲ ରାହୁଲଙ୍କ ଛୁଟି ମଂଜୁର କରିଛି ବିସିସିଆଇ । କିଛି ଦିନ ତଳେ ସେ ଏଥିପାଇଁ ଆବେଦନ କରିଥିଲେ । ଛୁଟି ମଂଜୁର ହେବା ପରେ ରାହୁଲଙ୍କ ବାହାଘର ହେବା ନେଇ ଚର୍ଚ୍ଚା ଜୋର ଧରିଛି । ରାହୁଲ ଏବଂ ଆଥିୟା ସେଟ୍ଟୀ ଦୀର୍ଘ ଦିନ ହେବ ପରସ୍ପରକୁ ଭଲ ପାଇ ଆସୁଛନ୍ତି ।…

ୟୋନା ଆପ୍ ଅପଡେଟ ବାହାନାରେ ୫ ଲକ୍ଷ ଟଙ୍କା ଠକେଇ

ବ୍ରହ୍ମପୁର: ୟୋନୋ ଆପ୍‌ ଅପଡେଟ କରିବା ବାହାନାରେ ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କ ଠାରୁ ସାଇବର ଠକମାନେ ୫ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ଭାବିନୀପୁରର ଦେବରାଜ ନଗରରେ ରହୁଥିବା ପିତାମ୍ବର ପ୍ରଧାନ(୭୪)। ଘଟଣାକୁ ନେଇ ପିତାମ୍ବର ବ୍ରହ୍ମପୁର ସାଇବର…

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା: ଗଞ୍ଜାମରୁ ୩୮୬୦ ସାମିଲ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅନୁସାରେ ପ୍ରାପ୍ତ ସମୁଦାୟ ୩୮୬୦ ଜଣ ଗଞ୍ଜାମ ଜିଲାର କଳାକାର ଭତ୍ତା ପାଇବା ସକାଶେ ତାଲିକା ପ୍ରସ୍ତୁତ ହୋଇସାରିଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଛତ୍ରପୁରସ୍ଥିତ ଜିଲା ମୁଖ୍ୟାଳୟରେ ଏକ ବୈଠକ ଶୁକ୍ରବାର…