ଅନୁବାଦ ଗଳ୍ପ : ଖାନୱାଁ
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୦
ମୂଳ ସିନ୍ଧୀ: କାଲା ପ୍ରକାଶ
‘ଆରେ ଏଇ, ଏଇ ଦେଖ, ଟ୍ରେନ୍ ଗଡ଼ିବାକୁ ଆରମ୍ଭ କଲାଣି’ । ଆଣ ବର୍ଷର ଅବୋଧ ଶିଶୁ ହରିଶ ଟ୍ରେନ୍ର ଝର୍କା ବାହାରକୁ ମୁଣ୍ଡ କାଢ଼ି ଖୁସିରେ କୁରୁଳି ଉଠି ଚିତ୍କାର ଛାଡ଼ିଲା । ଟ୍ରେନ୍ଟି ବମ୍ବେ…