ଫିଫା ବିଶ୍ୱକପ: କ୍ୱାର୍ଟରରେ ଆର୍ଜେଂଟିନା, ନେଦରଲାଣ୍ଡ
ଅଲ ରାୟନ: ଆର୍ଜେଂଟିନା ଓ ନେଦରଲାଣ୍ଡସ ଚଳିତ ଫିଫା ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି-କ୍ୱାର୍ଟରରେ ଆର୍ଜେଂଟିନା ୨-୧ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ୩୫ତମ ମିନିଟରେ ଷ୍ଟାର ଖେଳାଳି ଲିଓନେଲ ମେସି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । ଦ୍ୱିତୀୟାର୍ଦ୍ଧରେ…