ସିସିଆଇ ଗୁଗୁଲ ଉପରେ ଲଗାଇଲା 1338 କୋଟି ଟଙ୍କାର ଜରିମାନା
ନୂଆଦିଲ୍ଲୀ: ସିସିଆଇ ଗୁଗୁଲ ଉପରେ ଲଗାଇଲା 1338 କୋଟି ଟଙ୍କାର ଜରିମାନା । ଆଣ୍ଡ୍ରଏଡ ଫୋନ ମାଧ୍ୟମରେ ବେଆଇନ ଭାବେ ଅନେକ ଅନୁଚିତ କାର୍ଯ୍ୟ ଚାଲୁ ରଖିଥିବାରୁ ସିସିଆଇ ଏଭଳି ଜରିମାନା ଲଗାଇଛି । ଇଣ୍ଟରନେଟ ମାଧ୍ୟମରେ ଅନୁଚିତ କାର୍ଯ୍ୟର ଗତିବିଧି ଉପରେ ମଧ୍ୟ ସିସିଆଇ ( କମ୍ପିଟିସନ କମିସନ…