Latest Odisha News

BREAKING NEWS

ଆତଙ୍କବାଦୀ ଲିଙ୍କରେ ଚାକିରିରୁ ବହିଷ୍କାର ହେଲେ ୫ ସରକାରୀ କର୍ମଚାରୀ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ସଂଗଠନ ସହ ଲିଙ୍କ ମାମଲାରେ  ୫ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି । ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ସମସ୍ତ ପ୍ରକାର ସହଯୋଗ କରୁଥିବା ପ୍ରମାଣ ମିଳିବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ସମ୍ବିଧାନର ଧାରା ୩୧୧ (୨)…

ପୂର୍ବ ଘୋଷଣା ପରି ଯୁବପିଢିଙ୍କୁ ସରକାର ନିରାଶ ନ କରନ୍ତୁ -ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର : ନିଜେ ନେଇଥିବା ଐତିହାସିକ ଭୁଲକୁ ରାଜ୍ୟ ସରକାର ସ୍ୱୀକାର କରି କିଞ୍ଚିତ ସମାଧାନ କରିବାର ଘୋଷଣା ସ୍ୱାଗତଯୋଗ୍ୟ । ମାତ୍ର ରାଜ୍ୟ ସରକାର ପୂର୍ବ ଘୋଷଣା ପରି ଯୁବପିଢିଙ୍କୁ ନିରାଶ କରିବେ ନାହିଁ ବୋଲି ଆଶାପ୍ରକଟ କରିଛନ୍ତି ବିଧାନସଭାର ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଜୟ…

ମୁଖ୍ୟମନ୍ତ୍ରୀଙ୍କ ୭୬ ତମ ଜନ୍ମଦିନ, ନବୀନ ନିବାସ ନଆସିବା ପାଇଁ କଲେ ଅନୁରୋଧ

ଭୁବନେଶ୍ବର: ଏବର୍ଷ ମଧ୍ୟ ଜନ୍ମଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ପାଇଁ ମଧ୍ୟ ଗତବର୍ଷ ଜନ୍ମଦିନ ପାଳନ କରିନଥିଲେ ମୁଖ୍ୟମନ୍ତ୍ରୀ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ…

ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବରେ ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବକୁ ବାଜିଛି ମୋହର । ପ୍ରଥମ ପ୍ରୋଜେକ୍ଟରେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ ରେ ଓଡ଼ଙ୍ଗା ବ୍ଲକ୍ ଏବଂ ରଣପୁର ବ୍ଲକ ର ଲକ୍ଷାଧିକ ଲୋକ ଉପକୃତ ହେବେ । ନୟାଗଡ଼ ଜିଲ୍ଲାରେ ଏହି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦ୍ବାରା ଲୋକଙ୍କ ଘରକୁ…

ନେତା ନିରାଶ;ଜିଲାପାଳ ହେଲେ ବିଡିଏ ଅଧ୍ୟକ୍ଷ

ବ୍ରହ୍ମପୁର:ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଅଧ୍ୟକ୍ଷ ଭାବେ ଗଞ୍ଜାମ ଜିଲାପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ତରଫରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ସମସ୍ତ ନିର୍ଦେଶକୁ ବାତିଲ୍‌ କରି ନୂତନ ନିର୍ଦେଶ ପ୍ରକାରେ…

ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ କିଏ ଗଢ଼ିବ ସରକାର ? ଆସିଲା ଓପିନିୟନ ପୋଲ୍

ନୂଆଦିଲ୍ଲୀ: ପୁଣିଥରେ ବିଜେପି ଗୁଜୁରାଟରେ କ୍ଷମତାକୁ ଫେରୁଛି । ଏନେଇ ଟାଇମସ୍ ନାଓ ନବଭାରତ ଟାଇମସ ର ଓପିନିୟନ ପୋଲରେ କୁହାଯାଇଛି ।  ରାଜ୍ୟରେ ନିର୍ବାଚନ ପୂର୍ବରୁ କରାଯାଇଥିବା ଓପିନିୟନ ପୋଲରେ  ଟାଇମ୍ସ ନାଓ ନବଭାରତର ସର୍ଭେ ଅନୁଯାୟୀ, ରାଜ୍ୟରେ ବିଜେପି ବହୁମତ ହାସଲ କରୁଥିବା ତଥ୍ୟ…

ପୁଣି ବିବାଦରେ ଏମକେସିଜି;ତିନି ଶିଶୁଙ୍କୁ ଗୋଟିଏ ଅକ୍ସିଜେନ ସିଲିଣ୍ଡର

ବ୍ରହ୍ମପୁର:ଏମକେସିଜି ମେଡ଼ିକାଲ କଲେଜ ଏବଂ ହସପିଟାଲ ପୁଣି ଥରେ ବିବାଦ ଭିତରକୁ ଆସିଛି। ତିନି ଜଣ ଶିଶୁଙ୍କୁ ଗୋଟିଏ ଅକ୍ସିଜେନ ସିଲିଣ୍ଡରରୁ ଅକ୍ସିଜେନ୍‌ ଦେବାକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି। ଶନିବାର ଏହି ଘଟଣାର ଫଟୋ ଭାଇରାଲ ହେବା ପରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ତୀବ୍ର ସମାଲୋଚନା…

ବାଇଡେନ୍ କହିଲେ ପାକିସ୍ତାନ ବିପଦପୂର୍ଣ୍ଣ ଦେଶ, ଚିହିକି ଉଠିଲା ପାକିସ୍ତାନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଦେଶ ବୋଲି କହିଛନ୍ତି। ଏହାପରେ ପଡୋଶୀ ପାକିସ୍ତାନ ଏପରି ବୟାନ ପାଇଁ ଆଶ୍ଚର୍ଯ୍ୟ ପ୍ରକାଶ କରିଛି। ଆତଙ୍କବାଦ ପ୍ରସଙ୍ଗରେ ସାରା ବିଶ୍ୱରେ ପାକିସ୍ତାନର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇସାରିଛି।…

ବିଶ୍ବ କ୍ଷୁଧା ସୂଚକାଙ୍କ ରିପୋର୍ଟ, ଭାରତ କହିଲା ଭାବମୂର୍ତ୍ତି ଖରାପ କରିବାକୁ ପ୍ରୟାସ

ନୂଆଦିଲ୍ଲୀ: ଭୋକରେ ଭାରତ! ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ତଳକୁ ଖସିଲା ଭାରତର ସ୍ଥାନ । ଏଭଳି ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତ ନିଜର ଆଭିମୁଖ୍ୟ ରଖିଛି। କେନ୍ଦ୍ର ସରକାର ପାକିସ୍ତାନର ଉଦାହରଣ ଦେଇ କହିଛନ୍ତି କିଛି ଅନ୍ତର୍ଜାତୀୟ ସଂସ୍ଥା ଭାରତକୁ ବଦନାମ କରିବାକୁ ଏପରି…

ଗାଙ୍ଗୁଲି ଲଢ଼ିବେ ସିଏବି ନିର୍ବାଚନ: ରିପୋର୍ଟ

କୋଲକାତା: ନାଟକୀୟ ଢ଼ଙ୍ଗରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସଭାପତି ପଦରୁ ହଟିବା ପରେ ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ପରେ ଗାଙ୍ଗୁଲି ଆଗକୁ କିଛି ବଡ କରିବା ନେଇ ସୂଚନା ଦେଇଥିଲେ । ତେବେ ଏକ ରିପୋର୍ଟ ମୁତାବକ ଗାଙ୍ଗୁଲି କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲର ସଭାପତି…