ଅନୁବାଦ ଗଳ୍ପ : ଅଟକି ରହିବାର ମୋହ
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୪
ମୂଳ ଇଂରାଜୀ: ଖୁସୱନ୍ତ ସିଂହ
ପ୍ରଥମ ଥର ଲାଗି କେନେଥ୍ ଟାଇସନଙ୍କୁ ମୁଁ ଭେଟିଥିଲି ଜିମଖାନା କ୍ଲବର ଲାଉଞ୍ଜରେ । ମୋର ସ୍ପଷ୍ଟ ମନେଅଛି ସେଦିନ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ । ସେଇଦିନ ଭାରତ ସ୍ୱାଧୀନତା ହାସଲ କରିଥିଲା ।…