Latest Odisha News

BREAKING NEWS

ବ୍ରହ୍ମପୁର ଏମକେସିଜିରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ୱାର୍ଡ଼ ଟି ସୁପର୍ ସ୍ପେସିଆଲିଟି କୋଠାରେ ରହିଛି। ୱାର୍ଡ଼ ରୁ ଧୂଆଁ ବାହାରୁଥିବା ନେଇ କେତେକ ରୋଗୀ ଓ ସମ୍ପର୍କୀୟ ଦେଖିଥିଲେ।…

ନିୟମଗିରି ସୁରକ୍ଷା ସମିତିରେ ଫାଟ ! ପୋଷ୍ଟରକୁ ନେଇ ବଢ଼ୁଛି ଚର୍ଚ୍ଚା

ରାୟଗଡ଼ା: ନିୟମଗିରି ସୁରକ୍ଷା ସମିତିରେ ଫାଟ ! ଆଦିବାସୀଙ୍କ ହକ୍ ପାଇଁ ଲଢ଼ିବାକୁ ଗଠିତ ନିୟମଗିରି ସୁରକ୍ଷା ସମିତିରେ କିଛି ଠିକ୍ ଚାଲିନି । ଆମେ ଏ କଥା କହୁନାହୁଁ । ନିୟମଗିରି ଅଞ୍ଚଳରେ ଲାଗିଥିବା ପୋଷ୍ଟର ହିଁ ଏହା ବୟାନ କରୁଛି । ଯଦିଓ ଏଭଳି ପୋଷ୍ଟର କିଏ ଲଗାଇଛି ତାହା ସ୍ପଷ୍ଟ ହୋଇ…

ପାକିସ୍ତାନୀଙ୍କ ପ୍ରେମ ଟିକେ ଅଲଗା, ୭୦ ବର୍ଷୀୟା ବୃଦ୍ଧାଙ୍କୁ ବିବାହ କଲେ ୩୭ ବର୍ଷର ଯୁବକ

ଲାହୋର: ପ୍ରେମ ଅନ୍ଧ । ଆଉ ପାକିସ୍ତାନରେ ତ ପୂରା ଦୃଷ୍ଟିହୀନ । ଏହାର କାରଣ ହେଲା ପାକିସ୍ତାନୀଙ୍କ ପ୍ରେମ ଟିକେ ଅଲଗା । ଏହି ଲେଖିବାର ତାତ୍ପର୍ଯ୍ୟ ହେଲା ଏଠାରେ ଜଣେ ୭୦ ବର୍ଷୀୟା ବୃଦ୍ଧା ୩୭ ବର୍ଷର ଯୁବକଙ୍କୁ ବିବାହ କରିଛନ୍ତି । ଇଫତିକାର ଛୋଟ ପିଲା ଥିବା ବେଳୁ କିଶ୍ୱର ବିବି ତାଙ୍କୁ…

ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ନେଇ ସତର୍କ କଲା UGC

ଭୁବନେଶ୍ୱର: ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । ଏନେଇ ୟୁନିଭରସିଟି ଗ୍ରାଣ୍ଟ କମିଶନ (UGC) ସତର୍କ କରାଇଛନ୍ତି । ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ଥିବା ଜଣାପଡ଼ିଛି । ଗୋଟିଏ ରାଉରକେଲା ଓ ଗୋଟିଏ ନକଲି ବିଶ୍ୱବିଦ୍ୟାଳୟ ବାରିପଦାରେ ରହିଛି । ରାଉରକେଲାରେ ନବଭାରତ ଶିକ୍ଷା…

ବକେୟା ବିଦ୍ୟୁତ ବିଲ୍ ଆଳରେ ସାଇବର ଲୁଟ୍; ପୋଲିସରେ ଅଭିଯୋଗ କରିବାକୁ କହିଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ରାଜ୍ୟରେ ଏବେ ସାଇବର ଠକଙ୍କ ଜାଲରେ ସାଧାରଣ ଲୋକଙ୍କ ସହ ରାଜ୍ୟ ସରକାରଙ୍କ ବଡ଼ ବାବୁ ବି ଫସିବାରେ ଲାଗିଛନ୍ତି । ସରଳ ମାଧ୍ୟମ ବନିଛି ବିଦ୍ୟୁତ୍ ବିଲ୍ ବା କନେକ୍ସନ ସମ୍ବନ୍ଧୀୟ ନାଟକ । ବିଦ୍ୟୁତ୍ ସଂଯୋଗ କଟିଯିବ! ବକେୟା ବିଲ୍ ଦେବାକୁ କହି ଫୋନକୁ ବିଭିନ୍ନ ପ୍ରକାରେ…

କଂଗ୍ରେସରୁ ଇସ୍ତଫା ଦେଲେ ଗୁଲାମ ନବୀ ଆଜାଦ୍

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ପଦ ଚୟନକୁ ଦଳ ଭିତରେ ଛକାପଞ୍ଝା ଲାଗି ରହିଥିବା ବେଳେ ଦଳରୁ ଇସ୍ତଫା ଦେଇଛନ୍ତି ଗୁଲାମ ନବି ଆଜାଦ୍ । ଖବର ସରବରାହ ସଂସ୍ଥା ANI ସୂଚନା ଅନୁସାରେ, ଗୁଲାମ ନବି ଆଜାଦ ଦଳର ସମସ୍ତ ପଦ ସହ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସ ଅଧ୍ୟକ୍ଷା…

ରାଜ୍ୟରେ ଆବଶ୍ୟକ ଜଳ ଅମଳ ପ୍ରକଳ୍ପ; ଭୂତଳ ଜଳ ରିଚାର୍ଜ ପାଇଁ ୪୯.୨୩ କୋଟିର ଯୋଜନା

ଭୁବନେଶ୍ୱର : ଭୂତଳ ଜଳ ସ୍ତର ରିଚାର୍ଜ ପାଇଁ ରାଜ୍ୟ ସରକାର ଏକ ନୂତନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥିରେ ଆଗାମୀ ୫ବର୍ଷ ମଧ୍ୟରେ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ନୂତନ ଯୋଜନାରେ କୃତ୍ରିମ ରିଚାର୍ଜ ଯୋଗୁଁ ଭୂତଳ ଜଳ ସ୍ତର ବୃଦ୍ଧି ସହିତ ଜଳର ଗୁଣାତ୍ମକ ମାନ ମଧ୍ୟ ବୃଦ୍ଧି…

ରାଜ୍ୟରେ କୋଭିଡରେ ଆଉ ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ମାମଲା ଖସିଛି । ଗତ ୨୪ ଘଣ୍ଟାରେ ଆଉ ୨୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୧୫୩ ଓ ୧୦୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ…

ଢେଲା ମାରି କୁକୁରକୁ ମାରି ଦେଲେ ପଡ଼ୋଶୀ, ଥାନାରେ ଏତଲା

ଅନୁଗୁଳ: ପୁଅ ପରି କୁକୁରକୁ ପାଳିଥିଲେ । ୪ ବର୍ଷର ଜିମି ଥିଲା ଘରର ସଦସ୍ୟ । ସାନଠୁ ବଡ଼ ଜିମି ପାଇଁ ପାଗଳ ଥିଲେ । ହେଲେ କୁକୁର ପ୍ରତି ପରିବାରର ଅନାବଳି ସ୍ନେହକୁ ସହ୍ୟ କରି ପାରୁ ନଥିଲେ ପଡ଼ୋଶୀ । ଶେଷରେ ପଡ଼ୋଶୀଙ୍କ ଇଟା ଓ ଢେଲା ମାଡ଼ରେ ଜିମିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ…

[ଦେଖନ୍ତୁ ଭିଡିଓ] ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା

ଯାଜପୁର: ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୪ ବଖରା ଘର । ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ କାଇମାଟିଆ ଗାଁରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା । ଗାଁର ବାବନ ସାହୁଙ୍କ ଘରେ ହଠାତ୍ ନିଆଁ ଲାଗି ଥିଲା । ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ହେଁ ବିଫଳ…