Latest Odisha News

BREAKING NEWS

ଇଣ୍ଟରପୋଲର ୯୦ତମ ସାଧାରଣ ସଭାର ଲୋଗୋରେ ରହିବ କୋଣାର୍କ ଚକ୍ର

ଭୁବନେଶ୍ୱର: ଖ୍ରୀଷ୍ଟପୂର୍ବ ୧୩ଶହ ଶତାବ୍ଦୀରେ ନିର୍ମିତ କୋଣାର୍କ ମନ୍ଦିରର ଚକ୍ର ଇଣ୍ଟରପୋଲର ୯୦ତମ ସାଧାରଣ ସଭାରେ ଲୋଗୋରେ ସ୍ଥାନ ପାଇବ । ଆସନ୍ତା ମାସରେ ନୂଆଦିଲ୍ଲୀରେ ଇଣ୍ଟରପୋଲର ୯୦ତମ ସାଧାରଣ ସଭା ଅନୁଷ୍ଠିତ ହେବ । ଯେଉଁଥିରେ ୧୯୫ଟି ଦେଶର ପୋଲିସ ଅଧିକାରୀ ଯୋଗ ଦେବେ । ନିକଟରେ…

ହଷ୍ଟେଲ୍‌ ରୁମ୍‌ ଭିତରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର: ବ୍ରହ୍ମପୁର ସହରସ୍ଥିତ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଆରକେ ହଷ୍ଟେଲ ଭିତରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ଭାବେ ମଙ୍ଗଳବାର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଡିପଙ୍କା ଗ୍ରାମର କୁନାଲ ମଲ୍ଲିକ(୨୦) ା ସେ ଅର୍ଥନୀତି ବିଭାଗ ଯୁକ୍ତ ୩ ଶେଷ…

କୋଭିଡ୍ କ୍ଷତିଗ୍ରସ୍ତ ଶିଳ୍ପାନୁଷ୍ଠାନ ପାଇଁ ଆସିବ ସ୍ୱତନ୍ତ୍ର ନୀତି: 5T ସଚିବ

ଭୁବନେଶ୍ୱର: 5T ସଚିବ ଭିକେ ପାଣ୍ଡିଆନ୍ ଆଜି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଗସ୍ତ କରିଛନ୍ତି । ଗସ୍ତ ଅବସରରେ 5T ସଚିବ ପାଣ୍ଡିଆନ୍ ଶିଳ୍ପଦ୍ୟୋଗୀ ଓ, କର୍ମଚାରୀ ଓ ସ୍ଥାନୀୟ ଲୋଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T…

ଏମ୍ସ ଭୁବନେଶ୍ୱରରେ ପ୍ରଥମ ସଫଳ କିଡନୀ ପ୍ରତିରୋପଣ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଏହାର ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏମ୍ସ ଭୁବନେଶ୍ୱରରେ ସଫଳତାର ସହିତ ପ୍ରଥମ କିଡନୀ ପ୍ରତି‌ରୋପଣ ସମ୍ପନ୍ନ ହୋଇଛି । ଅଗଷ୍ଟ ୩୦ ତାରିଖରେ…

୩ ବର୍ଷର ନାତିକୁ କୋଳରେ ଧରି ମ୍ୟୁଜିକାଲ୍‌ ଚେୟାର୍‌ରେ ପ୍ରଥମ ହେଲେ ବୃଦ୍ଧା

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମ ତରଫରୁ ବସ୍ତିଗୁଡ଼ିକରେ ‘ସ୍ବାଧୀନତାର ଉଚ୍ଛ୍ବାସ’ ମାଧ୍ୟମରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହେଉଛି। ବସ୍ତିର ପ୍ରତିଭାଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ଦେବାକୁ ମହାନଗର ନିଗମ ତରଫରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।…

ରେଳବାଇ ନିଯୁକ୍ତି ବୋର୍ଡ ପରୀକ୍ଷାରେ ଠକ ଓ ଦଲାଲଙ୍କ କବଳରୁ କେମିତି ପାଇବେ ରକ୍ଷା ?

ଭୁବନେଶ୍ୱର: ଆରଆରବି ପରୀକ୍ଷା ପୂର୍ବରୁ ଆଶାୟୀଙ୍କୁ ସତର୍କ କରିଛି ପୂର୍ବତଟ ରେଳବାଇ । ଠକ ଓ ଦଲାଲଙ୍କ ମିଥ୍ୟା ପ୍ରତିଶ୍ରୁତିରେ ଆକୃଷ୍ଟ ନହେବାକୁ ରେଳବାଇ କହିଛି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ କୁହାଯାଇଛି- ରେଳବାଇ ଭର୍ତ୍ତି ବୋର୍ଡ…

ଆପଣ ଜାଣନ୍ତି କି ଏହି କ୍ରିକେଟରଙ୍କୁ, ଯାହାଙ୍କର ରହିଛି ୫୦୦ରୁ ଅଧିକ ଗର୍ଲଫ୍ରେଣ୍ଡ

ଭୁବନେଶ୍ୱର: ବିଶ୍ୱ କ୍ରିକେଟରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ କି ସେମାନଙ୍କ ପ୍ରଦର୍ଶନ ବଳରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ କିଣିଛନ୍ତି । ଏହା ବ୍ୟତୀତ ଆହୁରି କେତେକ ଖେଳାଳି ଅଛନ୍ତି ଯେଉଁମାନେ ସେମାନଙ୍କ ଷ୍ଟାରଡମକୁ ବ୍ୟଳସପୂର୍ଣ୍ଣ ଢ଼ଙ୍ଗରେ କାଟିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ…

ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଲେ ସାଇ ଇଣ୍ଟରନ୍ୟାସନାଲ୍‌ର ଛାତ୍ରଛାତ୍ରୀ

ଲଣ୍ଡନ: ଲଣ୍ଡନ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ଚଳିତ ମାସ ୧୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ରାଉଣ୍ଡ ସ୍କୋୟାର ଆନ୍ତର୍ଜାତୀୟ ସମ୍ମିଳନୀର ଗ୍ଳୋବାଲ୍ ଇମରଜନ୍ କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଏବଂ ସାଇ ଇଣ୍ଟରନ୍ୟାସନାଲ୍ ରେସିଡ଼େନ୍ସିଆଲ୍ ସ୍କୁଲର ଛାତ୍ରଛାତ୍ରୀ…

ରାଜ୍ୟସ୍ତରୀୟ ଜୁନିୟର ହକି ଚାମ୍ପିୟନଶିପ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ହକି ଚାମ୍ପିୟନଶିପ ଭୁବନେଶ୍ୱରର କିଟ ୟୁନିଭରସିଟି ଓ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେଉଛି । ଏହା ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏଥିରେ ୫୦୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶ ଗ୍ରହଣ କରୁଛନ୍ତି । ନକଆଉଟ ଫର୍ମାଟରେ ମ୍ୟାଚଗୁଡିକ ଆୟୋଜନ କରାଯାଉଛି । ୨୮…

ବ୍ରହ୍ମପୁରର ସମସ୍ତ ପୂଜା ମଣ୍ଡପରେ ଲାଗିବ ବିଦ୍ୟୁତ୍‌ ମିଟର୍‌

ବ୍ରହ୍ମପୁର:ବ୍ରହ୍ମପୁର ସହରରେ ଚଳିତ ବର୍ଷ ୪୦ଟି ମଣ୍ଡପରେ ଦୁର୍ଗା ପୂଜା ଆୟୋଜନ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା। ଉପଜିଲାପାଳ ଭି.କିର୍ତ୍ତି ଭାସନ ଅଧ୍ୟକ୍ଷତା କରିଥିଲେ । ବୈଠକରେ…