Latest Odisha News

BREAKING NEWS

କାଲି ମହାରାଷ୍ଟ୍ରରେ ବହୁମତ ପରୀକ୍ଷା, ସରକାର ବଞ୍ଚାଇବାକୁ ପାୱାରଙ୍କ ଘରେ ଘନ ଘନ ବୈଠକ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ରୋଚକ ମୋଡ଼ରେ ପହଞ୍ଚିଛି । ରାଜ୍ୟପାଳ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଆସନ୍ତାକାଲି ଉଦ୍ଧବ ଠାକରେଙ୍କ ସରକାର ବହୁମତ ସାବ୍ୟସ୍ତ କରିବ । ମହାବିକାଶ ଅଘାଡ଼ି ମେଣ୍ଟରୁ ୩୯ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ନେଇଥିବା ରାଜ୍ୟପାଳ କହିଛନ୍ତି ।…

ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌: ନିବେଶକଙ୍କୁ ସମ୍ବୋଧନ କରିବେ ନବୀନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୋମରୁ ଆସି ଦୁବାଇରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ  ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବେ  । ପୁଞ୍ଜି ନିବେଶକାରୀଙ୍କୁ ସମ୍ବୋଧନ କରି ଓଡ଼ିଶା ଆସି ଏଠାରେ ପୁଞ୍ଜି ନିବେଶ କରିବା ପାଇଁ ଆଲୋଚନା କରିବେ ।…

ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ: ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି ଭକ୍ତି । 14 ଦିନ ପରେ ମହାପ୍ରଭୁଙ୍କ ନବ ଯୈାବନ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଛି । ବଡ଼ ଦାଣ୍ଡରେ ଗହଳି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଜି ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରିମାଣିକ…

ଅତି ଶସ୍ତା ଷ୍ଟୋରି ପଛରେ ଗଣମାଧ୍ୟମ

ଭୁବନେଶ୍ବର: ଆପଣ ଦେଖୁଥିବେ ଏଇ ସପ୍ତାହ ହେଲା ଓଡ଼ିଶାରେ ଅନେକ ବଡ଼ ବଡ଼ ଖବର ରହିଛି । କିନ୍ତୁ ଓଡ଼ିଶାର ମିଡିଆର କିଛି ଲୋକ ଟୁଙ୍ଗୁରୁ ଭୋଳ ପଛରେ ପଡିଛନ୍ତି । ଓଡ଼ିଶାରେ ଯେପରି ଟୁଙ୍ଗୁର ପଛରେ ପଡି ଶସ୍ତା ଖବର ପ୍ରଚାର ପ୍ରସାର କରାଯାଉଛି ତାହାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଉଛି ।…

ଆମ ଶିଳାଲେଖର ଭାଷା (୧ )

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଶାସ୍ତ୍ରୀୟ ଭାଷାର ଗୌରବ ପାଇଥିବା ତଥା ଭାଷା ଆଧାରରେ ଭୌଗୋଳିକ ଭୂଖଣ୍ଡ ଦେଇଥିବା ଆମ ଓଡ଼ିଆ ଭାଷାର ପ୍ରାଚୀନତା, ସାରା ଭାରତରେ ଗବେଷକମାନଙ୍କୁ ଆକୃଷ୍ଟ କରି ଆସିଛି । ଏହି ପ୍ରାଚୀନତା ଆଧାରରେ ଆମ ଭାଷାକୁ ମିଳିଛି ଶାସ୍ତ୍ରୀୟ ଭାଷାର ମାନ୍ୟତା ।…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୫)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ବେଦମତୀଙ୍କର ଐଶ୍ୱରୀୟ ସୌନ୍ଦର୍ଯ୍ୟରେ ମୋହିତ ଲଙ୍କେଶ୍ୱର ତାଙ୍କର ଧ୍ୟାନଭଗ୍ନ କରି କହିଲେ, " ସୁନ୍ଦରୀ ! ତୁମେ କିଏ ? ଏପରି ଘୋର ନିକାଞ୍ଚନ ଅରଣ୍ୟ ମଧ୍ୟରେ ଏକାକିନୀ କ'ଣ କରୁଛ ? " " ମୁଁ ମହାନ ତେଜସ୍ୱୀ…

କବିତା : ହେ ମାନବ

ଅଗ୍ନିବେଶ ମହାପାତ୍ର କେତେ ଆଶା କେତେ ନିରାଶା ଶୁଣିବାକୁ କେତେ ଅକୁହା ଭାଷା କେତେ ଆନନ୍ଦ କେତେ ବିଷାଦ ଭୋଗିବାକୁ ଅଛି କେତେ ପ୍ରମାଦ କେତେ ଦୁଃର୍ଜନ କେତେ ସୁଜନ ଭେଟିବାକୁ ଏଠି କେତେ ସ୍ଵଜନ କେତେ ଦୁର୍ଗମ କେତେ ସୁଗମ ଚାଲିବାକୁ ଅଛି କେତେ ଆଗମ... ହେ ମାନବ... ରେ ମାନବ...…

ଭାଷା ଭାଗବତ : ସାହିତ୍ୟର ମାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୧ ସ୍ମୃତିରେ ଥାଏ ଯେତେ ଭାଷା ତାହାକୁ କରିଲେ ଭରସା ସରଳ ହୁଏ ଲେଖା, କଥା ନ ଥାଏ ବେଶି ଅସ୍ପଷ୍ଟତା କିଂତୁ ଶବ୍ଦକୋଷରୁ ଆଣି ଦୁର୍ବୋଧ୍ୟ ଶବ୍ଦ ଦେଲେ ବୁଣି ଲେଖକ ଦେଖାଂତି ପାଂଡିତ୍ୟ ପାଠକେ ପାଆଂତିନି ହିତ ସରଳତମ ଶବ୍ଦ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୧୮  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅଣସର ନୀତି ସରି ଯାଇଛି । ବନକ ଲାଗି ପରେ ଶ୍ରୀଜୀଉମାନେ ଅମାବାସ୍ୟା ସକାଳୁ ପ୍ରସ୍ତୁତ ହୋଇ ବସିଛନ୍ତି ନିଜର ନବ ଯୌବନ ବେଶରେ ଦର୍ଶନ ଦେବା ପାଇଁ। ଏହି…

4 ରନରେ ଜିତିଲା ଇଣ୍ଡିଆ, ପାଣି ପିଆଇ ଦେଲା ଆୟରଲ୍ୟାଣ୍ଡ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ  ଆୟରଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟି-20ରେ ଭାରତ  4 ରନରେ ଆୟରଲ୍ୟାଣ୍ଡକୁ ପରାସ୍ତ କରିଛି ।   ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ 225 ରନ କରିଥିଲା  ଭାରତ । ଏହାର ଜବାବରେ ଆୟରଲ୍ୟାଣ୍ଡ 5 ଉଇକେଟ ହରାଇ 221 ରନ କରିବାକୁ ସକ୍ଷମ ହୋଇଛି । ଭାରତ …