Latest Odisha News

BREAKING NEWS

ଦୁର୍ଘଟଣା ଆହତଙ୍କୁ ମେଡିକାଲ ପଠାଇଲେ ବ୍ରହ୍ମପୁର ମେୟର

ବ୍ରହ୍ମପୁର: ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସଙ୍ଗେସଙ୍ଗେ ମେଡିକାଲରେ ପହଞ୍ଚାଇଲେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ । ଏହାର କିଛି ବିଶେଷ ଅର୍ଥ ନାହିଁ । ଲୋକପ୍ରତିନିଧି ହିସାବରେ ଏହା ତାଙ୍କର ମୌଳିକ କର୍ତ୍ତବ୍ୟ । ନିର୍ବାଚିତ ପ୍ରତିନିଧି ହେତୁ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚା…

କାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ଜାଣନ୍ତୁ ନୀତି ନିର୍ଘଣ୍ଟ

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ନବଯୌବନ ଦର୍ଶନ ପାଇଁ ନୀତି ନିର୍ଘଣ୍ଟ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ । ପରେ ସକାଳ ୯ଟାରୁ ୧୦ଟା ୩୦ ଯାଏ ସର୍ବସାଧାରଣ ଦର୍ଶନ କରିପାରିବେ । ସେହିପରି ଦିନ…

[ଦେଖନ୍ତୁ ଭିଡିଓ] କେବେ କାର୍ଯ୍ୟକ୍ଷମ ହେବ ଶାରଳା ସୂତା କଳ ? ଅପେକ୍ଷାରେ କର୍ମଚାରୀ

ଜଗତସିଂହପୁର : ଅଚଳ ହୋଇପଡ଼ିଛି ଜଗତସିଂହପୁର ତିର୍ତ୍ତୋଲ ନାଉସିରା ଶାରଳା ସୂତା କଳ । ୧୯୮୪ମସିହାରୁ ଚାଲିଥିବା ଏହି ମିଲ୍ ହଜାର ହଜାର ଲୋକଙ୍କୁ ନିଯୁକ୍ତି ଦେଇଥିଲା। ଏହି ମିଲ ଉତ୍ପାଦିତ ହେଉଥିବା କପଡ଼ା ଦେଶ ବିଦେଶରେ ମଧ୍ୟ ଡିମାଣ୍ଡ ରହିଥିଲା। ତେବେ ମିଲ୍ଟି କିଛି ଦିନ ଭଲରେ ଚାଲିଥିବା…

ମାଆ ତାରିଣୀ ବସ୍ତ୍ରାଳୟରେ ରେଡ୍, ଭରୁ ନଥିଲେ GST

ଭୁବନେଶ୍ୱର: ରାଜଧାନୀର ମାଆ ତାରିଣୀ ବସ୍ତ୍ରାଳୟରେ ଚଢ଼ାଉ ଚାଲିଛି । ଜିଏସଟି ନ ଭରି ଫାଙ୍କୁଥିବା ଅଭିଯୋଗରେ ଚଢ଼ାଉ କରି ସିଟି ଜିଏସଟି ଟିମ୍ । ମାଆ ତାରିଣୀ ବସ୍ତ୍ରାଳୟର ୪ଟି ସ୍ଥାନରେ ରେଡ୍ କରାଯାଇଛି । ରଜ ଓ ସାବିତ୍ରୀରେ ଧୂମ୍ ବେପାର ହୋଇଥିବା ବେଳେ ତାରିଣୀ ବସ୍ତ୍ରାଳୟ ଜିଏସଟି ଭରୁ…

ଘରୋଇ ଟିଭି ନ୍ୟୁଜ୍ ଚ୍ୟାନେଲ୍ ସମ୍ପାଦକଙ୍କ ଘରେ EOW ରେଡ୍

ଭୁବନେଶ୍ୱର: ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ ସମ୍ପାଦକଙ୍କ ଘରେ ଅର୍ଥନୈତିକ ଅପରାଧ ଶାଖା (EOW) ଚଢ଼ାଉ କରିଛି । ପ୍ରାୟ ୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଓଡବ୍ଲୁ ଚଢ଼ାଉ କରିଥିବା ସୂଚନା ମିଳିଛି । ଖବର ଅନୁସାରେ, ଏକ ଘରୋଇ ଟିଭି ଚ୍ୟାନେଲର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଜର ପାଇଁ ଇଓଡବ୍ଲୁ…

[ଦେଖନ୍ତୁ ଭିଡିଓ] ଥମୁନି ଋଷର ରାଗ । ୟୁକ୍ରେନର ବଡ ମଲରେ ରକେଟ୍ ମାଡ । ୧୬ମୃତ, ୫୦ରୁ ଅଧିକ ଗୁରୁତର

ଦିଲ୍ଲୀ :ହୁତ୍ ହୁତ୍ ହୋଇ ଜଳିଯାଉଛି ସପିଂ ମଲ୍। ରକେଟ ମାଡରେ ମଲ ଜଳୁଥିବା ବେଳେ ବହୁ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଥମୁନି ଋଷର ରାଗ। ଏଯାଏ ଜୋରଦାର ଚାଲିଛି ଋଷ-ୟୁକ୍ରେନ୍ ଯୁଦ୍ଧ। ହେଲେ ଦିନକୁ ଦିନ ପ୍ରତିଶୋଧ ପରାୟଣ ହୋଇପଡ଼ୁଛି ଋଷ। ପୁଣି ଥରେ ଏକ ମଲ୍ ଉପରକୁ ରକଟେ ମାଡ କରି ଆତଙ୍କ…

ବଢ଼ିବ ଏମକେସିଜି ଶିଶୁ ବିଭାଗର ପିଜି ସିଟ୍, ଭିତ୍ତିଭୂମି ପରଖିଲେ ଏନଏମସି ପ୍ରତିନିଧି

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଶିଶୁ ବିଭାଗ ପିଜି ସିଟ ୮ରୁ ୧୨କୁ ବୃଦ୍ଧି ହେବ । ଏ ନେଇ ଜାତୀୟ ଭେଷଜ ପରିଷଦ(ଏନଏମସି)ର ପ୍ରତିନିଧି ତଥା ଆକ୍ସେସର ଶିଶୁ ବିଭାଗ ପରିଦର୍ଶନ କରି ଭିତ୍ତିଭୂମି ଯାଞ୍ଚ କରିଛନ୍ତି । ଏମକେସିଜି ଶିଶୁ ବିଭାଗରେ…

ସ୍ୱଳ୍ପ ଗଳ୍ପ : ଏମିତି ଏକ ଯୁଦ୍ଧ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୭  ଏହି ଯୁଦ୍ଧ ଟି ସମ୍ପର୍କରେ ତେଣୁ କେବଳ ଗୋଟିଏ ବାକ୍ୟ କହିଲେ ଯଥେଷ୍ଟ ହେବ । ଏହି ଯୁଦ୍ଧଟି ପୃଥିବୀରେ ସ୍ୱାଭାବିକ ଭାବରେ ସଞ୍ଚାଳିତ ହୋଇଥିବା ସବୁଠାରୁ ଅସ୍ୱାଭାବିକ ଯୁଦ୍ଧ । ୧୯୩୨ ମସିହା ନଭେମ୍ବର ମାସ ର ୨…

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦୁବାଇରେ ନବୀନଙ୍କ ଆହ୍ୱାନ, କହିଲେ- ୨୦ ବର୍ଷରେ କେମିତି ବଦଳିଛି ଓଡ଼ିଶା ?

ଭୁବନେଶ୍ୱର: ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲି ପରେ ଦୁବାଇରେ ପହଞ୍ଚିଛନ୍ତି । ଦୁବାଇରେ ବୁଧବାର ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ସାମିଲ୍ ହେବେ ମୁଖ୍ୟମନ୍ତ୍ରୀ । ଏହି ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ଓ ଫିକ୍କି (FICCI) ମିଳିତ ଭାବେ ଆୟୋଜନ…

ସମାଧାନ ନୁହେଁ ଫୋର୍ଟିଫାଏଡ଼୍ ଚାଉଳ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ପୁଷ୍ଟି ସୁରକ୍ଷା ପାଇଁ ଖାଦ୍ୟ ବିବିଧତାର ବହୁତ ବଡ଼ ଭୂମିକା ରହିଛି । ଖାଦ୍ୟରେ ବିବିଧତାର ଅଭାବ ଯୋଗୁ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଅପପୁଷ୍ଟି ଯଥା ବୟସ ଅନୁସାରେ ଓଜନ କମ୍‌, ବୟସ ଅନୁସାରେ ଉଚ୍ଚତା କମ୍‌, ଉଚ୍ଚତା…