Latest Odisha News

BREAKING NEWS

ରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଆଜି ଏନ୍‌ଡିଏର  ରାଷ୍ଟ୍ରପତି  ପ୍ରାର୍ଥୀ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ।  ସଂସଦ ଭବନରେ ମଧ୍ୟାହ୍ନ ୧୨ଟାରେ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ସୂଚନା ରହିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ,…

ଶିବସେନାରେ ବିଦ୍ରୋହ: ବଢୁଛି ସିନ୍ଦେଙ୍କ ଶକ୍ତି, ଦୁର୍ବଳ ହେଉଛି ଉଦ୍ଧବ ଶିବିର

ମୁମ୍ବାଇ: ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପରେ ଏବେ ବିଧାୟକ ସିନ୍ଦେଙ୍କ ଶକ୍ତି ଲଗାତର ଭାବେ ବଢି ଚାଲିଛି। ସ୍ଥିତି ଏମିତି ଯେ ଏବେ ଶିବସେନାର ଅଧିକାଂଶ ବିଧାୟକ ସିନ୍ଦେଙ୍କ ସମର୍ଥନରେ ରହିଥିବା ବେଳେ ଉଦ୍ଧବଙ୍କ ସମର୍ଥନରେ ୧୩ ବିଧାୟକ ରହିଥିବା ସୂଚନା ରହିଛି।…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୦)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ " ଠିକ୍ ଶୁଣିଛ । " " ଆପଣ ତାଙ୍କୁ ମୁକ୍ତ କରି ସସମ୍ମାନେ ତାଙ୍କ ସ୍ୱାମୀଙ୍କ ନିକଟକୁ ପଠେଇ ଦିଅନ୍ତୁ। " " ଅସମ୍ଭବ । ମୁଁ ଏହା କିପରି କରି ପାରିବି ? ପିତା ତାଙ୍କୁ ଆଣିଛନ୍ତି । ତାଙ୍କର କୌଣସି କାର୍ଯ୍ୟରେ ପୁତ୍ର ହୋଇ ମୁଁ…

ପୁଅର ଜୀବନ ପାଇଁ ମା ମାଗୁଛି ସହଯୋଗର ହାତ

କେନ୍ଦ୍ରାପଡ଼ା: ପୁଅ ପାଇଁ ଝରୁଛି ମା ଆଖିରୁ ଲୁହ । ରୋଗୀଣା ପୁଅକୁ ବଞ୍ଚେଇବା ପାଇଁ  ମାଆ ଦୁଆର ଦୁଆର ବୁଲି ମାଗୁଛି ଭିଖ । ଯେଉଁ ବୟଷରେ ପିଲାମାନେ ହସିଖେଳି ବୁଲୁଛନ୍ତି ସେହି ବୟସରେ ପୁଅ ସତ୍ୟବ୍ରତ ଯନ୍ତ୍ରଣାରେ ହେଉଛି ଛଟପଟ ।   କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ  ଅନ୍ତର୍ଗତ,…

ଭାଷା ଭାଗବତ : ଯୋଡ଼ା ଛଡ଼ା ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୬ ଅକ୍ଷର ଯୋଡ଼ା ଛଡ଼ା ଭେଦ ଅଟେ ଏ ଭାଷାର ସଂପଦ ଏ ଭେଦ କରିଲେ ସ୍ବୀକାର ସ୍ବଭାଷା ହେବ ଚମତ୍କାର ଆଂକିଲା ଏ ହାତ ବି ଚିତ୍ର ଏହା ତ ଦିଶିଲା ବିଚିତ୍ର ଅଂକ ନ କଷି, ଏ ଅଂକନ ଆଡ଼କୁ ମିଛେ ନେଲି ମନ ଅନାମ, ଇଆଡ଼େ ଅନା ମ ଏହା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୧୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମାର ଅପୂର୍ବ ଗାଥା "ମୃଗୁଣୀ ଉଦ୍ଧାର ", ସେହି ପ୍ରସଙ୍ଗରେ ଆମେ ଚର୍ଚ୍ଚା କରିଥିଲେ । ସୁବାହୁ ବନରେ ନିଜର ଦୁଇ ଶାବକଙ୍କ ସହ ତୃଣ ଭୋଜନରେ ଲିପ୍ତ…

ଇଂଲଣ୍ଡରେ ଜଗନ୍ନାଥ ମନ୍ଦିର; ନବୀନ ଦେଲେ ପ୍ରତିଶୃତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯାଇ ରୋମରେ ୟୁରୋପରେ ଅବସ୍ଥାପିତ ଓଡ଼ିଆଙ୍କୁ ଭେଟିଛନ୍ତି । ରୋମ୍ ସ୍ଥିତ ଏକ ବିଳାସପୂର୍ଣ୍ଣ ହୋଟେଲ ହାସଲର୍ ରୋମାରେ ଏକ ସ୍ୱତନ୍ତ୍ର ବୈଠକ କରିଥିଲେ ନବୀନ । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଓଡ଼ିଆଙ୍କ ସହ ଖାଦ୍ୟ ସୁରକ୍ଷା…

ଭକ୍ତ ଓ ଭଗବାନଙ୍କ ମୂକସାକ୍ଷୀ ବଡଦାଣ୍ଡ

ଆଉ ହାତ ଗଣତି କେତେ ଦିନ ପରେ ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ରଥା । କରୋନା ମହାମାରୀ ପରେ ଏଥର ଭକ୍ତମାନେ ରଥଯାତ୍ରାରେ ସିଧାସଳଖ ସାମିଲ ହୋଇପାରିବେ । ବିଗତ ୨ ବର୍ଷ ଧର ସେବକମାନେ ଦ୍ୱାରା ରଥଯାତ୍ରା କାର୍ଯ୍ୟ ସମ୍ପନ୍ନ ହେଉଥିଲା । ଆଉ ଭକ୍ତମାନେ ମନର ଦେବତା ସହ ଦୂରେ ରହି ଭକ୍ତି ଭାବରେ…

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ସୁଇସାଇଡ଼ ଜଙ୍ଗଲ: ଭିତରକୁ ଗଲେ ଫେରିବାର ବାଟ ଭୁଲିଯାଏ ଲୋକ

ଦିଲ୍ଲୀ : ଦୁନିଆର ସବୁଠାରୁ ରହସ୍ୟମୟୀ ଜଙ୍ଗଲ, ଯେଉଁଠାରେ ଲୋକେ କରନ୍ତି ଆତ୍ମହତ୍ୟା! ଏଠାରେ କମ୍ପାସ କରେନି କାମ, ଚାଲିଯାଏ ମୋବାଇଲ୍ ନେଟୱର୍କ ଆମ ଚାରିପଟେ ଅନେକ ଘଟଣା ଦୁର୍ଘଟଣା ଘଟିଚାଲିଛି । କିଛି ଜାଣତରେ ଆଉ କିଛି ଅଜାଣତରେ । କିଛି ଆମେ ଗ୍ରହଣ କରୁଛେ ଆଉ କିଛି ଚାହିଁଲେ ବି ଆମେ…

ରାଜ୍ୟ ବିଜେପି ବିଧାୟକମାନେ ଗଲେ ଦିଲ୍ଲୀ

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗଦେବାକୁ ରାଜ୍ୟ ବିଜେପି ବିଧାୟକମାନେ ଦିଲ୍ଲୀ ଗସ୍ତ କରିଛନ୍ତି । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗଦେବାକୁ ଏହି ବିଧାୟକମାନେ ଦିଲ୍ଲୀ ଯାଇଥିବା କହିଛନ୍ତି । ଦିଲ୍ଲୀ ଯାଇଥିବା…