Latest Odisha News

BREAKING NEWS

ହୋଟେଲରେ ହିଡ଼େନ କ୍ୟାମେରା ଥିଲେ ଖୋଜିବେ କିପରି ?

ଭ୍ୟାକେସନ ଟ୍ରିପ୍ ହେଉ କିମ୍ବା ଅଫିସ୍ କାର୍ଯ୍ୟ ପାଇଁ ବାହାରକୁ ଗଲେ ହୋଟେଲ ବୁକିଂ କରୁଥିବେ ନିଶ୍ଚିତ। ଲୋକମାନେ ପ୍ରାୟତଃ ଗେଷ୍ଟ ହାଉସରେ ମଧ୍ୟ ରହନ୍ତି। ଏଥିରେ ମହିଳା ହୁଅନ୍ତୁ କିମ୍ବା କୌଣସି ଦମ୍ପତି ସମସ୍ତଙ୍କର ବ୍ୟକ୍ତିଗତ ମାମଲା ଥାଏ। ଏଭଳି ପରିସ୍ଥିତିରେ ସବୁଠାରୁ ବଡ ବିପଦ ହେଉଛି…

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅନେକ ବିବାଦ ଲାଗି ରହିଥିଲା । ଏହା ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଗତକାଲି ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍ଏମ୍ଏ) ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏନ୍ଏମ୍ଏ ର ଏହି ନୋଟିସ କୁ ନେଇ ଭୁବନେଶ୍ୱର…

ସଂସାର ଭାଙ୍ଗିବା ପରେ ଜୀବନ ହାରିଦେଲେ; ବିଷ ପିଇ ଭୁବନେଶ୍ୱରରେ ୨ ମୃତ

ଭୁବନେଶ୍ୱର: ଜଣେ ସ୍ୱାମୀଙ୍କୁ ତ ଆଉ ଜଣେ ସ୍ତ୍ରୀକୁ ଛାଡ଼ି ଏକାଠି ରହୁଥିଲେ । ପରିବାରକୁ ଛାଡ଼ି ଏକାଠି ରହୁଥିବା ପୁରୁଷ ଓ ମହିଳା ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସଂସାର ଭାଙ୍ଗିଯିବା ପରେ ଉଭୟ ଜୀବନ ହାରି ଦେଇଛନ୍ତି । ଭୁବନେଶ୍ୱର ଭରତପୁର ଫୁଲେଶ୍ୱରୀ ବସ୍ତିରେ ଜଣେ ବ୍ୟକ୍ତି ଓ ମହିଳା…

ଅତିରିକ୍ତ ତହସିଲଦାରଙ୍କ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍, ୨୧ଟି ପ୍ଲଟ୍ ଠାବ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସୁନ୍ଦରଗଡ଼ ଜିଲ୍ଲାର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଟାଙ୍ଗରପାଲି ବ୍ଲକ ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ୮ଟି ସ୍ଥାନରେ ରେଡ୍ ଚାଳିଛି । ପ୍ରାଥମିକ ତଦନ୍ତରୁ ଭିଜିଲାନ୍ସ ହାତରେ ୨୧ଟି ପ୍ଲଟ ସହ ୨ଟି ବହୁତଳ…

ଅଲୋଡ଼ା ହେଲା ଶିଶୁକନ୍ୟା

ଢେଙ୍କାନାଳ : ଅଲୋଡ଼ା ହେଲା ଶିଶୁକନ୍ୟା ,କଙ୍ଗେଇଲୋ ଗାଁରୁ ଉଦ୍ଧାର ହେଲା ଶିଶୁକନ୍ୟାର ମୃତ ଦେହ   । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଙ୍ଗେଇଲୋ ଗାଁ ଶବରସାହି ନିକଟରୁ ଗୋଟିଏ ନବଜାତ ଶିଶୁକନ୍ୟାର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହଟି ପ୍ରାୟ ୨ ରୁ ୩ ଦିନ ହେବ ବୋଲି ଅନୁମାନ…

କାଳି ମନ୍ଦିରରେ କଳା କନା ବୁଲେଇଲେ ଦୁର୍ବୃତ୍ତ

ସୋନପୁର: ସୁବର୍ଣ୍ଣପୁର ସହର ସୁବର୍ଣ୍ଣମେରୁ ମନ୍ଦିର ପରିସରରେ ଥିବା କାଳି ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେବା ସହ ପୂଜା ସାମଗ୍ରୀ ଚୋରି କରିଛନ୍ତି । ଆଜି ସକାଳୁ ମନ୍ଦିର ଖୋଲିବାକୁ ଆସିବା ପରେ ସେବାୟତ ତାଲା ଭଙ୍ଗା ଥିବା ଦେଖିଥିଲେ । ଏନେଇ…

ଗାଁରୁ ବଲିଉଡ ଯାତ୍ରା

ଯାଜପୁର : ଗାଁ ଷ୍ଟୁଡିଓରେ ବିବାହ ବ୍ରତର ଭିଜୁଆଲ ଏଡିଟିଂ କରୁଥିଲେ ,ଏବେ ସୁପର ଷ୍ଟାରଙ୍କ ସୁପର ବଜେଟ ଫିଲ୍ମରେ କାମ କରୁଛନ୍ତି  । ଯାଜପୁର ଜିଲ୍ଲା ଏକ ଛୋଟ  ଗାଁର ସାଧାରଣ ଭିଡିଓ ଏଡିଟରରୁ , ବଲିଉଡ୍ ଭଳି ବଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସାମିଲ ହେବାର ଯାତ୍ରା   । ଆମେ କହୁଛୁ  ଏପରି ଜଣେ…

ପାଶ୍ଚାତ୍ୟ ଦେଶକୁ ପୁଟିନ୍ ଦେଲେ ପରମାଣୁ ଧମକ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ୭ ମାସ ବିତିଥିବା ବେଳେ ପୁଟିନ୍ ପୁଣି ଥରେ ଧମକ ଦେଇଛନ୍ତି । ୟୁକ୍ରେନକୁ ଅସ୍ତ୍ର କରି ଅନ୍ୟ ଦେଶ ବିଶେଷ କରି ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଋଷକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି । ଋଷ ଏହାକୁ ବରଦାସ୍ତ କରିବ ନାହିଁ । ବରଂ କେହି ଆକ୍ରମଣ କଲେ ଋଷ ପାଖରେ…

ସଂରକ୍ଷିତ ଜଙ୍ଗଲରେ ଥିବା କୁଣ୍ଡାଖୋଲ ଆଶ୍ରମ ସିଲ୍, ଖଣ୍ଡିଆ ବାବାଙ୍କୁ ବାନ୍ଧିଲା ବନ ବିଭାଗ

କାମାକ୍ଷାନଗର: ସୁନ୍ଦରାଖୋଲ ସଂରକ୍ଷିତ ଜଙ୍ଗଲରେ ଥିବା ବେଆଇନ୍ ଆଶ୍ରମକୁ ସିଲ୍ କରିଛି ବନ ବିଭାଗ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ସୁନ୍ଦରାଖୋଲ ଜଙ୍ଗଲର ଅଢ଼େଇ ଏକର ଜମିକୁ ଅକ୍ତିଆର କରି ରଖିଥିଲେ ଖଣ୍ଡିଆ ବାବା । ସଂରକ୍ଷିତ ଜଙ୍ଗଲ…

ଏନଡିଏ ସରକାରରେ ବିରୋଧୀ ନେତାଙ୍କ ବିରୋଧରେ ୯୫% ଇଡି ରେଡ୍ କରିଛି, ୟୁପିଏ ସରକାରରେ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ସିବିଆଇ ପରେ ଇଡି କେଉଁ ସରକାର ଅମଳରେ କେତେ ରେଡ୍ ହୋଇଛି ତାର ଏକ ରିପୋର୍ଟ ପ୍ରକାଶ କରିଛି ଇଂରାଜୀ ଦୈନିକ ଖବରକାଗଜ 'ଦ ଇଣ୍ଡିଆନ୍ ଏକ୍ସପ୍ରେସ'। ଯେଉଁଥିରେ କୁହାଯାଇଛି ୨୦୧୪ରୁ ମୋଦୀ ସରକାର ଆସିବା ପରେ ବିରୋଧୀ ନେତାଙ୍କ ଉପରେ ଇଡି ରେଡ୍ ୯୫ ପ୍ରତିଶତ…