Latest Odisha News

BREAKING NEWS

ବ୍ରହ୍ମପୁରରେ ‘ଅଗ୍ନିପଥ’କୁ ତୀବ୍ର ବିରୋଧ

ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ 'ଅଗ୍ନିପଥ' ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉଥିବା ବେଳେ ବ୍ରହ୍ମପୁର ସହରରେ ମଧ୍ୟ ଏହାର ପ୍ରଭାବ ପଡିଛି। ବିଭିନ୍ନ ସଂଗଠନ ଏବଂ ସେନାରେ ନିଯୁକ୍ତି ଆଶାୟୀଙ୍କ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୂର୍ବାହ୍ନରେ ବହୁ ସଂଖ୍ୟକ ସେନା…

500 ବର୍ଷ ପରେ କାଳୀକା ମାତାଙ୍କ ମନ୍ଦିରର ଧ୍ବଜା ଉଡ଼ାଇଲେ ପ୍ରଧାନମନ୍ତ୍ରୀ

ଆଜି ଗୁଜରାଟରେ ପ୍ରଧାନମନ୍ତ୍ରୀ ପାଭଗଡ ପାହାଡରେ  କାଳୀକା ମାତାଙ୍କ ନୂଆ ମନ୍ଦିରର ଉଦଘାଟନ କରିଛନ୍ତି । ମା କାଳୀଙ୍କ ଏହା ଥିଲା ପୁରାତନ ମନ୍ଦିର  ।  ମନ୍ଦିରର ପୁନଃ ବିକାଶ ଅତି ସୁନ୍ଦର ଦେଖାଯାଉଛି ।  ଏଥି ମଧ୍ୟରେ ମନ୍ଦିର ‘ପରିସର' ତିନି ସ୍ତରରେ ସମ୍ପ୍ରସାରଣ, ଷ୍ଟ୍ରିଟ୍ ଲାଇଟ୍‌,…

ବିଦେଶ ଗଲେ ନବୀନ, କାହା ନେତୃତ୍ୱରେ ଚାଲିବ ରାଜ୍ୟ ସରକାର ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶରେ ଗସ୍ତରେ ଯିବେ। ଏଥିପାଇଁ ସେ ଏବେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ୨୦ ତାରିଖରେ ନୂଆଦିଲ୍ଲୀରୁ ଇଟାଲୀ ଗସ୍ତରେ ଉଡ଼ାଣ ଭରିବେ। ବିଦେଶ ଗସ୍ତ କାର୍ଯ୍ୟକ୍ରମ ଶେଷ କରି ୩୦ ତାରିଖରେ ଭୁବନେଶ୍ୱର ଫେରିଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ୧୦…

ରାଷ୍ଟ୍ରପତି ପ୍ରାର୍ଥୀ ହେବେନି ଫାରୁକ, ସକ୍ରିୟ ରାଜନୀତିରେ ରହିବେ

ଶ୍ରୀନଗର: ନ୍ୟାଶନାଲ କନଫେରେନ୍ସ ନେତା ଫାରୁକ ଅବଦୁଲ୍ଲା ରାଷ୍ଟ୍ରପତି ହେବା ନେଇ ଅନିଚ୍ଛା ପ୍ରକାଶ କରିଛନ୍ତି । ଜମ୍ମୁ ଏବଂ କଶ୍ମୀରରେ ସେ ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ମୋ ନାଁ ରାଷ୍ଟ୍ରପତି ପଦ ପାଇଁ ଉଠିଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି,…

ପୋପଙ୍କୁ ଭେଟିବାରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ ନବୀନ, ବଢ଼ିବ ରାଜନୈତିକ ପତିଆରା

ଭୁବନେଶ୍ୱର: ସ୍ୱପ୍ନ ଦେଖିଲେ ମମତା, ପୂରଣ କରିବେ ନବୀନ । ଭାରତର କୌଣସି ରାଜ୍ୟର ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ଭାବେ ପୋପ ଫ୍ରାନସିସ୍କୋଙ୍କୁ ଭେଟିବାକୁ ଯାଉଛନ୍ତି ନବୀନ। ଯାହାକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଇଚ୍ଛା ଥିଲା। ଏବେ ନବୀନ ପୋପଙ୍କୁ ଭେଟିବା ଏକ…

୨୩ ବର୍ଷ ପରେ ରଣଜୀ ଫାଇନାଲରେ ପ୍ରବେଶ କଲା ମଧ୍ୟପ୍ରଦେଶ

ଭୋପାଳ: ୨୩ ବର୍ଷ ପରେ ମଧ୍ୟପ୍ରଦେଶ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି । ଏଠାରେ ଅନୁଷ୍ଠିତ ସେମିଫାଇନାଲ ମୁକାବିଲାରେ ମଧ୍ୟପ୍ରଦେଶ ୧୭୪ ରନରେ ବେଙ୍ଗଲକୁ ପରାସ୍ତ କରିଥିଲା । ଅନ୍ୟ ଏକ ସେମିଫାଇନାଲରେ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ୟୁପିକୁ ପଛରେ ପକାଇ ମୁମ୍ବାଇ ଟାଇଟଲ ମୁକାବିଲାରେ…

ମନ୍ତ୍ରିଙ୍କ ଉପରେ ନାହିଁ ଭରସା ? ସଚିବଙ୍କୁ ନେଇ ବିଦେଶ ଗସ୍ତରେ ଯିବେ ନବୀନ

ଭୁବନେଶ୍ୱର: ରୋମ୍ ଏବଂ ଦୁବାଇ ଗସ୍ତରେ ଯାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରହିଛନ୍ତି ତାଙ୍କର ସଚିବ ଏବଂ ଅନ୍ୟାନ୍ୟ ଆଇଏଏସ। ହେଲେ ସାଥିରେ ନାହାନ୍ତି କୌଣସି ମନ୍ତ୍ରୀ। ଏପରି ଏକ ଗସ୍ତକୁ ନେଇ ଏବେ ପୁଣିଥରେ ରାଜ୍ୟରେ ବାବୁ ମାନଙ୍କ ଶାସନ ଚାଲିଛି ବୋଲି କହି ବିରୋଧୀ ରାଜ୍ୟ…

ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଗହଣରେ ବଡ ଦାଣ୍ଡରେ ଗଡ଼ିବ ରଥ

ପୁରୀ : ଶନିବାର ରଥଯାତ୍ରା ତୃତୀୟ ସମନ୍ବୟ ବୈଠକ ପୁରୀ ଟାଉନ୍ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜୁଲାଇ ୧ ତାରିଖରେ ହେବାକୁ ଥିବା ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା ହୋଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ରଥଯାତ୍ରା…

କୁଳାଙ୍ଗାର ଉବାଚ : ହାତୀଟିଏ ମୁଁ ହାତୀଟିଏ

ହାତୀଟିଏ ମୁଁ ହାତୀଟିଏ ତମେ ତ ଲଢୁଆ ଜାତିଟିଏ, ଗଛ ଲଗେଇକି ଜଙ୍ଗଲ ବଢାଅ ମୋ ବେକରେ କିଆଁ କାତିଟିଏ? ହାତୀଟିଏ ମୁଁ ହାତୀଟିଏ, ଅଛ କିଏ କହ ମାଈକା ଲାଲ୍ ବଞ୍ଚେଇ ପାରିବ ମୋତେ କିଏ?? ତମ ଠାକୁରକୁ ମୋରି ପରିକା ବେଶକରି କୁହ କଳାହାତୀ; ହେଲେ ମୋ ପାଇଁ କାହିଁକି ପ୍ରତିଦିନ…

ଭାରତ ସ୍ୱାଧୀନତା ସଂଗ୍ରାମର ମହାନାୟିକା ରାଣୀ ଲକ୍ଷ୍ମୀବାଈଙ୍କ ତିରୋଧାନ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି

- ଦେବଦତ୍ତ ରଥ ଦିଲ୍ଲୀ  : ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟିକା ରାଣୀ ଲକ୍ଷ୍ମୀବାଈଙ୍କ ଜନ୍ମ ୧୮୨୮ ମସିହା ନଭେମ୍ବର ୧୯ ତାରିଖରେ ବାରଣାସୀର ଭଦ୍ରୋଣୀ ନାମକ ସ୍ଥାନରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିଲା ବେଳର ନାମ ମଣିକର୍ଣ୍ଣିକା ଏବଂ ଡାକ ନାମ ମନୁ ଥିଲା। …