Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବେଲଗାମ ହଇଜା । ୨୦ଗାଁରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା

ରାୟଗଡା  : ନିୟନ୍ତ୍ରଣ ହେଉନି ହଇଜା, ବଢୁଛି ଚିନ୍ତା । ୨୦ ଗ୍ରାମରେ ହଇଜା ରୋଗୀ  । ଆଜି ଚିହ୍ନଟ ହେଲେ ୩୦ ହଇଜା ଆକ୍ରାନ୍ତ ।  ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିଥିବା ହଇଜା ନିୟନ୍ତ୍ରଣକୁ ଆସୁନାହିଁ । ଥମିବା ପରିବର୍ତ୍ତେ ପ୍ରତିଦିନ ନୂତନ ରୋଗୀ ଚିହ୍ନଟ ହେବା କାରଣରୁ ସ୍ଥିତି…

‘ଫୋନ୍ ଠିକ୍ ହେଲେ ବିଜେପି, ବିଜେଡି ନେତାଙ୍କୁ ଫୋନ୍ କରିବି ନାହିଁ କି ଯୋଗାଯୋଗ କରିବିନି’

ନୂଆଦିଲ୍ଲୀ: ମିଳିତ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗେଟ ଅଲଭା କହିଛନ୍ତି ଯେ ସେ ବିଜେପିରେ ଥିବା ତାଙ୍କ ବନ୍ଧୁଙ୍କ ସହ କଥାବାର୍ତ୍ତା ହେବା ପରେ ତାଙ୍କ ଫୋନକୁ ଡାଇଭର୍ଟ କରି ଦିଆଯାଇଛି। ତାଙ୍କ ନମ୍ବରକୁ ଫୋନ୍ ଆସୁନି କି କଲ୍ ଯାଉନି ବୋଲି ଟ୍ୱିଟ୍ କରି କହିଛନ୍ତି ମିଳିତ…

ଗାଁକୁ ଗାଁ ବ୍ୟାପୁଛି ହଇଜା: ଗୋଟିଏ ଦିନରେ ୩୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ରାୟଗଡ଼ା: କାଶୀପୁର ବ୍ଲକରେ ବ୍ୟାପିଥିବା ହଇଜା ନିୟନ୍ତ୍ରଣକୁ ଆସୁନାହିଁ। ଥମିବା ପରିବର୍ତ୍ତେ ପ୍ରତିଦିନ ନୂଆ ରୋଗୀ ଚିହ୍ନଟ ହେବା କାରଣରୁ ସ୍ଥିତି ଉଦବେଗ ଜନକ ମୁହାଁ ହୋଇଛି। ଏବେର ସଦ୍ୟ ରିପୋର୍ଟ ଅନୁଯାୟୀ ରାୟଗଡା କାଶୀପୁର ବ୍ଲକର ୨୦ଟି ଗାଁକୁ କବଳିତ କରିସାରିଲାଣି ହଇଜା ।  ଏବେ…

ଏବେ ଦ୍ୱିତୀୟ ସିମ୍ ଆକ୍ଟିଭ ରଖିବାକୁ ୨୦ରୁ କମ୍ ଟଙ୍କା ଦେବାକୁ ପଡ଼ିବ

ନୂଆଦିଲ୍ଲୀ: ଗତ ବର୍ଷ ସମସ୍ତ ଘରୋଇ ଟେଲିକମ୍ କମ୍ପାନୀ ସେମାନଙ୍କର ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଯୋଜନା ସିମର ରିଚାର୍ଜ ପ୍ୟାକ ମୂଲ୍ୟ ବୃଦ୍ଧି କରିଥିଲେ। ସେବେଠାରୁ ସାଧାରଣ ଲୋକଙ୍କ ପାଇଁ ଗୋଟିଏରୁ ଅଧିକ ସିମ୍ ଚଲାଇବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। କିନ୍ତୁ ଏବେର ରିପୋର୍ଟ ଅନୁୟାୟୀ ଏବେ…

କାଶୀପୁରରେ ଝାଡବାନ୍ତି ଜନିତ ମୃତ୍ୟୁ: ବିରୋଧୀଙ୍କ ଅଭିଯୋଗ ପରେ ଜବାବ ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ରାୟଗଡା କାଶୀପୁରରେ ହଇଜାରେ ୯ ନୁହେଁ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ବିରୋଧୀ ଏପରି ଅଭିଯୋଗ ଆଣି ବିଧାନସଭାରେ ରାଜ୍ୟ ସରକାର ମୃତ୍ୟୁ ରିପୋର୍ଟ ଲୁଚାଉଛନ୍ତି ବୋଲି କହିବା ପରେ ଜବାବ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଗତ ସପ୍ତାହରେ କାଶୀପୁର ଗସ୍ତ କରି ସ୍ୱାସ୍ଥ୍ୟମନ୍ତ୍ରୀ…

ପେଟିଏମ ବଦଳରେ ଟିମ ଇଣ୍ଡିଆର ଟାଇଟଲ ସ୍ପନଶର ହେବ ମାଷ୍ଟରକାର୍ଡ

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ କ୍ରିକେଟ ସିରିଜରେ ପେଟିଏମ ବଦଳରେ ମାଷ୍ଟରକାର୍ଡ ହେବ ଟିମ ଇଣ୍ଡିଆର ଟାଇଟଲ ସ୍ପନଶର । ପେଟିଏମ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡକୁ ତାର ରାଇଟ୍ସ ମାଷ୍ଟରକାର୍ଡକୁ ଦେବା ପାଇଁ ଅନୁରୋଧ କରିଥିଲା । ଯାହାକୁ ବିସିସିଆଇ…

କାଶୀପୁରରେ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ସରକାର? ବିରୋଧୀ ଆଣିଲେ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର: ବିଧାନସଭାର ଶୂନ୍ୟକାଳରେ ପୁଣି ଥରେ ଉଠିଲା ରାୟଗଡା କାଶୀପୁରରେ ଝାଡ଼ା ବାନ୍ତି ବ୍ୟାପିବା ପ୍ରସଙ୍ଗ । ଗତକାଲି ନିର୍ମାଣ ସୌଧନ ପ୍ରସଙ୍ଗ ବିରୋଧୀ ଉଠାଇଥିବା ବେଳେ ଆଜି ବିଜେପି ଓ କଂଗ୍ରେସ କାଶୀପୁର ପ୍ରସଙ୍ଗ ଉାଠାଇଥିଲେ। ସାମ୍ବାଦିକ ସମ୍ମିଳନୀ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ…

କାର୍ଗିଲ ଦିବସରେ ସହୀଦ ବୀରଙ୍କୁ ସ୍ମୃତିଚାରଣ କରୁଛି ସାରା ଦେଶ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି କାରଗିଲ ବିଜୟ ଦିବସ । ସାରା ଦେଶରେ ଆଜି ୨୩ତମ କାର୍ଗିଲ ବିଜୟ ଦିବସ ଉତ୍ସବରେ ସହୀଦ ବୀରଙ୍କ ସ୍ମତିଚାରଣ କରାଯାଉଛି ।  ୧୯୯୯ ମସିହା ଜୁଲାଇ 26ରେ କାର୍ଗିଲ୍‌ ଯୁଦ୍ଧର ଅନ୍ତଃ ଘଟିଥିଲା। ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ଯୁଦ୍ଧରେ ଭାରତ ବିଜୟ ଲାଭ କରି…

କାଶିପୁର : ବିକାଶକୁ ହଇଜା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଦୀର୍ଘ ଦଶ ବର୍ଷ ପରେ ପୁଣି ଥରେ ହଇଜା ଓ ମୃତ୍ୟୁ ପାଇଁ ଚର୍ଚ୍ଚାକୁ ଫେରିଛି କାଶିପୁର । ଓଡ଼ିଶାର ଦକ୍ଷିଣ ପ୍ରାନ୍ତରେ ଥିବା ରାୟଗଡ଼ା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ୍ କାଶିପୁର ପୂର୍ବରୁ ଅନେକ ଥର ଚର୍ଚ୍ଚିତ ହୋଇଛି ଆମ୍ବ…

ଷ୍ଟାର ଆଥଲେଟ ନୀରଜ ଖେଳିବେନି ରାଜ୍ୟଗୋଷ୍ଠୀ କ୍ରୀଡା

ନୂଆଦିଲ୍ଲୀ: ଭାରତର ଷ୍ଟାର ଆଥଲେଟ ତଥା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିବେ ନାହିଁ । ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଐତିହାସିକ ରୌପ୍ୟ ପଦକ ଜିତିଥିବା ନୀରଜ ଆଘାତ ସମସ୍ୟା ଯୋଗୁ ଏହି ନିଷ୍ପତି ନେଇଛନ୍ତି…