Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ…

ପୁରୀ : ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପକୁ ନେଇ ଏବେ ବ୍ୟାକଫୁଟରେ ରାଜ୍ୟ ସରକାର ଓ ଅଡୁଆରେ ନିର୍ମାଣକାରୀ ସଂସ୍ଥା । ଗତ ଦୁଇଦିନ ତଳେ ହାଇକୋର୍ଟରେ ଏଏସଆଇ ତରଫରୁ ସତ୍ୟପାଠ ଦାଖଲ ହେବାପରେ ଏବେ ବେଆଇନ୍ ନିର୍ମାଣ ଉପରୁ ପରଦା ହଟିଛି । ଏଏସଆଇର ବିନା ଅନୁମତିରେ ନିଷେଧାଞ୍ଚଳରେ ନିର୍ମାଣ…

ଇସ୍ରାଏଲ ସେନା ଗୁଳି ମାଡରେ ମୃତ୍ୟୁବରଣ କଲେ ଅଲ ଜଜୀରା ସାମ୍ବାଦିକ

ନୂଆଦିଲ୍ଲୀ: ଜେନିନରେ ଇସ୍ରାଏଲ ସେନା ଗୁଳିମାଡରେ ଅଲ ଜଜୀରାର ସାମ୍ବାଦିକ ଶିରୀନ ଅବୁଙ୍କ ପରଲୋକ ହୋଇଛି । ଇସ୍ରାଏଲ ସେନା ଜାଣିଶୁଣି ତାଙ୍କୁ ମାରିଛି ବୋଲି ଅଲ ଜଜୀରା ଅଭିଯୋଗ ଆଣିଛି । ତେବେ ଏହାକୁ ଇସ୍ରାଏଲ ପକ୍ଷରୁ ଖଣ୍ଡନ କରାଯାଇଛି । ସେନା ଜେନିନରେ ଥିବା ଏକ ଶରଣାର୍ଥୀ କ୍ୟାମ୍ପରେ ରେଡ…

ଅଭିଷେକ, ମାଧୁରୀ ପାଇବେ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ କ୍ରିକେଟର ଅଫ-ଦ -ଇୟର ପୁରସ୍କାର

ଭୁବନେଶ୍ୱର: ୨୦୨୧-୨୨ ସିଜିନ୍‍ ପାଇଁ  ଅଭିଷେକ ରାଉତ ଏବଂ ମାଧୁରୀ ମେହେଟ୍ଟା ପାଇବେ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ କ୍ରିକେଟର ଅଫ୍‍ ଦ ଇୟର ପୁରସ୍କାର ।  ଅଭିଷେକ ୨୯ତମ ପୁରୁଷ କ୍ରିକେଟର ଏବଂ ମାଧୁରୀ ୮ମ ମହିଳା କ୍ରିକେଟ ଅଫ୍‍-ଦ-ଇୟର ପୁରସ୍କାର ହାସଲ କରିବେ । ରଣଜୀ ଟ୍ରଫି ସହ ଅନ୍ୟ…

ପୁଅ-ବୋହୂଙ୍କ ବିରୋଧରେ ମାମଲା: ପିଲାଟେ କର ନହେଲେ ୫ କୋଟି ଦିଅ

ଭୁବନେଶ୍ୱର: ଟଙ୍କା ଖର୍ଚ୍ଚ କରି ପୁଅକୁ ବିଦେଶରେ ପଢ଼େଇଥିଲେ ବାପା-ମା’ । ଆଶା କରିଥିଲେ ପୁଅ ଭଲ ଚାକିରି କଲେ, ଋଣ ଶୁଝିବ ଆଉ ତାଙ୍କ ଦୁଃଖ ବୁଝିବ । କିନ୍ତୁ ଏହି ଆଶା ସଂପୂର୍ଣ୍ଣ ପୂରଣ ନହେବାରୁ ପୁଅ-ବୋହୂ ଙ୍କ ବିରୋଧରେ କୋର୍ଟରେ ମାମଲା ଦାଖଲ କରିଛନ୍ତି ବାପା-ମା’ । ଉତ୍ତରାଖଣ୍ଡର…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଏସଡିଜେଏମ କୋର୍ଟଙ୍କ ଝଟ୍‌କା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ନେଇ ଝଟ୍‌କା ଦେଇଛନ୍ତି ପୁରୀ ଏସଡିଜେଏମ କୋର୍ଟ। ଅଦାଲତ ଏହି ମାମଲାରେ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପୁରୀ ଓକିଲ ସଂଘ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ ବି…

ବ୍ରଜରାଜନଗର ଉପନିର୍ବାଚନ, ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି

ଝାରସୁଗୁଡା : ବ୍ରଜରାଜନଗର ଉପନିର୍ବାଚନ ପାଇଁ କସରତ ଜୋରାଦାର । ଏହିକ୍ରମରେ ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ ଅଳକା ମହାନ୍ତି । ବିଜେଡି ପକ୍ଷରୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି ସ୍ୱର୍ଗତ କିଶୋର ମହାନ୍ତି ସ୍ତ୍ରୀ ଅଳକା ମହାନ୍ତି । ବୁଧବାର ବ୍ରଜରାଜନଗର ନିର୍ବାଚନ ପାଇଁ ବିଜେଡି…

ଶ୍ରୀଲଙ୍କା ହିଂସା : ସରକାରଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଗୁଳି ମାରିବା ପାଇଁ ନିର୍ଦ୍ଦେଶ

ଶ୍ରୀଲଙ୍କା : କିଛି ଦିନ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ସ୍ଥିତି ସୋମବାରଠୁ ଅଧିକ ବିଗିଡିବାରେ ଲାଗିଛି । ସରକାର ସମର୍ଥକ ଓ ବିରୋଧଙ୍କ ମଧ୍ୟରେ ଆରମ୍ଭ ହୋଇଛି ବଡ ଧରଣର ସଂର୍ଘଷ । ସବୁଠି ହିଂସା ଓ ହାହାକାର । ଆନ୍ଦୋଳନ ନିଆଁରେ ଜଳୁଛି ପୂରା ଦେଶ । ରାଜନେତାମାନେ ଭୟରେ…

ଆନ୍ଧ୍ର ମୁହାଁ ଅସାନି: ପରୀକ୍ଷା ସ୍ଥଗିତ, ବିମାନ ଉଡାଣ ବାତିଲ

ଭୁବନେଶ୍ୱର: ବାତ୍ୟାରେ ପରିଣତ ହୋଇଛି ଅସାନିି। ଆନ୍ଧ୍ରରେ ପ୍ରବଳ ବର୍ଷା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଆନ୍ଧ୍ରପ୍ରଦେଶ ପାଣିପାଗ ବିଭାଗ ସୂଚନା ଅନୁସାରେ, ବର୍ତ୍ତମାନ ଏହା କାକିନାଡ଼ାଠାରୁ ୨୬୦ କିଲୋମିଟର ଦୂରରେ ରହିଛି । ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା…

ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ଉପରୁ ବ୍ୟାନ୍ ହଟିବ, ଏଲନ୍ ମସ୍କଙ୍କ ବଡ଼ ନିଷ୍ପତ୍ତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଉପରୁ ବ୍ୟାନ୍ ହଟାଇବ ଟ୍ୱିଟର । ତାଙ୍କ ଆକାଉଣ୍ଟ ଉପରେ ଲଗାଇଥିବା ପ୍ରତିବନ୍ଧକ ହଟାଇବ । ଏନେଇ ନିଷ୍ପତ୍ତି ନେଇଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ । ସେ କହିଛନ୍ତି, ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ୟାନ୍…

କବିତା : ଦେଶ

ରଶ୍ମି ରଞ୍ଜନ ରାଉତ କିଏ ଜିତୁ, କିଏ ହାରୁ ଯିଏ ସରକାର ଗଢୁଛି ଗଢୁ କିଛି ପରବାୟ ନାହିଁ ଅଥଚ ଦେଶ ସୁକ୍ଷିତ ରହୁ । ଅଧର୍ମର ଧ୍ୱଜାଧରି କେହି ନଗାଆନ୍ତୁ ମୋ ଦେଶର ଜାତୀୟ ସଙ୍ଗୀତ । ରକ୍ତ ରଙ୍ଗରେ ନବଦଳୁ ଗଙ୍ଗା, ଜମୁନା କି ମହାନଦୀର ଜଳ । ନଭାଙ୍ଗୁ ବିଶ୍ୱାସର ମନ୍ଦିର…