ମମତା ବାନାର୍ଜୀ ସରକାରର ୮ ଆଇପିଏସଙ୍କୁ ସମନ କଲା ଇଡି, ଜେରା ପାଇଁ ଦିଲ୍ଲୀ ଆସିବାକୁ ନିର୍ଦ୍ଦେଶ
କୋଲକାତା: ଇଡି ପଶ୍ଚିମବଙ୍ଗର ୮ ଜଣ ଆଇପିଏସ ଅଧିକାରୀଙ୍କୁ ସମନ କରିଛି। ସମସ୍ତଙ୍କୁ ପଚରାଉଚରା ପାଇଁ ଇଡି ଦିଲ୍ଲୀ ଡକାଯାଇଛି। କୋଇଲା ଘୋଟାଲା ସଂପର୍କରେ ଏହି ପୋଲିସ ଅଧିକାରୀଙ୍କୁ ଇଡି ପଚରାଉଚରା କରିବ ବୋଲି ସୂଚନା ରହିଛି। ବେଆଇନ କୋଇଲା ଖନନ ସମୟରେ ଏହି ଅଧିକାରୀଙ୍କ ପୋଷ୍ଟିଂ ସେହିଠାରେ…