Latest Odisha News

BREAKING NEWS

ଲାଉଡ ସ୍ପିକର ନ ହଟିଲେ ୨ଗୁଣ ଅଧିକ ଶବ୍ଦରେ ହନୁମାନ ଚାଳିଶା ବଜାଇବାକୁ ନିର୍ଦ୍ଦେଶ ଦେଲେ ରାଜ

ମୁମ୍ବାଇ:ମହାରାଷ୍ଟ୍ରରେ ଲାଉଡସ୍ପିକର ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ମଙ୍ଗଳବାର ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ମେ ୪ ପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି । ମହାରାଷ୍ଟ୍ର ପୋଲିସକୁ ବେଖାତିର କରି ସେ କାର୍ଯ୍ୟକର୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ,…

ମୋବାଇଲ ଆପ୍ଲିକେସନ ଋଣ ସଂସ୍ଥା ଉପରେ ଇଓଡବ୍ଲୁ ଚଢ଼ଉ: କୋକୋ ଏବଂ ଜୋଜୋ କ୍ୟାସ୍ ସିଜ୍

ଭୁବନେଶ୍ୱର: ମୋବାଇଲ ଆପ୍ଲିକେସନ ଜରିଆରେ ଋଣ ଦେଉଥିବା ଠକ ସଂସ୍ଥାଙ୍କ ଉପରେ ଚଢ଼ଉ କରିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) । ଭୁବନେଶ୍ୱର ଇଓଡବ୍ଲୁ ‘ମହାଗ୍ରାମ ପେମେଣ୍ଟଓ ପ୍ରାଇଭେଟ୍ ଲିମିଟେଡ୍’ ନାମକ ଏକ ସଂସ୍ଥାର ୬.୫୭ କୋଟି ଟଙ୍କା ଏବଂ ୪ଟି ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛି । ଏହି…

ଏହି ଗ୍ରାମରେ ଖାଲି ଜନ୍ମ ହେଉଛନ୍ତି ଝିଅ !

ଭୁବନେଶ୍ୱର: ଭଗବାନଙ୍କ ଲୀଳା ବିଚିତ୍ର । ଏହାର ଏକ ଉଦାହରଣ ହେଲା ପୋଲାଣ୍ଡର ମେଜେସ୍କେ ଆନ୍ଦ୍ରେଜେନେସ୍କି । ଏହି ଗ୍ରାମରେ ଦୀର୍ଘ ୧୨ ବର୍ଷ ହେବ ପୁଅ ଜନ୍ମ ଜନ୍ମ ହେଉ ନାହାନ୍ତି । ବିଶ୍ୱାସ ନ ହେଲେ ବି ଘଟଣାଟି ସତ୍ୟ । ଏପରିକି ସ୍ଥାନୀୟ ସରକାର ଏହି ଗ୍ରାମରେ ଯେଉଁ ପରିବାରରେ ପୁଅ ଜନ୍ମ…

ମୁକ୍ତାପଶି ଶିଶୁ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଏସଡିଜେଏମ

କାମାକ୍ଷାନଗର: ମୁକ୍ତାପଶି ଗ୍ରାମର ୨୦୧୮ ମସିହାରେ ଆଠ ବର୍ଷର ଶିଶୁ ଅପହରଣ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ହୋଇଛି । କାମାକ୍ଷାନଗର ଏସଡିଜେଏମ କୋର୍ଟ ଅଭିଯୁକ୍ତ ସତ୍ୟ ସ୍ୱରୂପ ସାହୁ ଓରଫ ବାପୁନା କୁ ଆଜୀବନ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କାର ଆର୍ଥିକ ଜରିମନା ଦେବାକୁ ଆଦେଶ…

ୟୁପିର ବଡ ବଦମାଶ ହେବେ ଅଜୟ

ମୁମ୍ବାଇ:ଅଜୟ ଦେବଗାନ ତାଙ୍କର ଆଗାମୀ ଫିଲ୍ମ ଭୋଳା ଫିଲ୍ମର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ତାମିଲ ସୁପରହିଟ କୈଥୀର ଏହା ରିମେକ ଅଟେ । ୟୁପିର ଏକ କୁଖ୍ୟାତ ଡନ ଉପରେ ଫିଲ୍ମଟି ଆଧାରିତ । ଅଜୟଙ୍କ ସହ ତବୁ ଏହି ଫିଲ୍ମରେ ପୁନର୍ବାର ଏକତ୍ର ଅଭିନୟ କରିବେ । ତବୁ ପୋଲିସ ଅଫିସର ଭୂମିକା…

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସୋମବାର ଭାରତୀୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ନିର୍ବାଚନ ସୁପରିଚାଳନା ପାଇଁ ମଙ୍ଗଳବାର ଜିଲ୍ଲାପାଳ ଏକ ବୈଠକ କରିଛନ୍ତି । ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ ବୈଠକର…

ଦିଲ୍ଲୀ ବିଶ୍ୱର ଦ୍ୱିତୀୟ ବ୍ୟସ୍ତବହୁଳ ଏୟାରପୋର୍ଟ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ମାସରେ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଟରନାଶନାଲ ଏୟାରୋର୍ଟ ବିଶ୍ୱ ସ୍ତରରେ ରେକର୍ଡ କରିଛି । ଦିଲ୍ଲୀ ହେଉଛି ବିଶ୍ୱର ଦ୍ୱିତୀୟ ବ୍ୟସ୍ତ ବହୁଳ ଏୟାୋର୍ଟ । ଗତ ମାର୍ଚ୍ଚ ମାସରେ ୩.୬୧ ମିଲିଅନ ଯାତ୍ରୀ ଦିଲ୍ଲୀ ଏୟାରୋର୍ଟ ଦେଇ ଯାତ୍ରା…

ଅଧା ରାସ୍ତାରେ ଦୁର୍ଘଟଣା, ଅଧୁରା ରହିଗଲା ଗୁପ୍ତେଶ୍ୱର ଦର୍ଶନ

ଜୟପୁର: ବୋଧ ହୁଏ ଭାଗ୍ୟରେ ନଥିଲା ଗୁପ୍ତେଶ୍ୱର ଦର୍ଶନ । ରାସ୍ତା ମଝିରେ ବାଟ ହୁଡିଥିଲେ ଯମ । ଫେଲ୍ ମାରିଥିଲା ବ୍ରେକ୍‌, ହେଲେ ପାସ୍ କରିଥିଲା ମୃତ୍ୟୁର ଫର୍ମାନ୍ । ଗୁପ୍ତେଶ୍ୱର ଦର୍ଶନ କରିବାକୁ ଘରୁ ବାହାରିଥିବା କିଛି ଲୋକ ଅଧା ରାସ୍ତାରେ ଦୁର୍ଘଟଣାର ଶିକାର ହେବା ପରେ ଶୋକର ବାତାବରଣ…

[ଦେଖନ୍ତୁ ଭିଡିଓ] ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରିଛି ଚାଷୀକୂଳ

ସୁବର୍ଣ୍ଣପୁର : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଅଖିମୁଠି ଅନୁକୂଳ କରିଛି ଚାଷୀକୂଳ। ମାଟିମାଆକୁ ପୂଜା କରି ଆଜିର ଦିନରେ ଚାଷୀ ଚାଷ ଅନୁକୂଳକରିଥାଏ। ଅନ୍ୟ ସ୍ଥାନ ଭଳି ସୁବର୍ଣ୍ଣପୁରରେ ମଧ୍ୟ ଚାଷୀ ଅଖି ମୁଠି ପର୍ବ ପାଳନ କରିଛି। ସୁ ମଧୁର ହଳିଆ ଗୀତର ସୁରେ ସୁରେ ଜିଲ୍ଲା ପରିଷଦ…

ବ୍ରଜରାଜନଗର ଉପନିର୍ବାଚନ : ପ୍ରତିକ୍ରିୟା ରଖିଲେ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା

ଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନରେ କିଏ ହେବ ବିଜେପି ପ୍ରାର୍ଥୀ ? ପ୍ରତିକ୍ରିୟା ରଖିଲେ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା । ଦଳ ମୋତେ ପ୍ରସ୍ତୁତ ରହିବା ପାଇଁ କହିସାରିଛି । ମୁଁ ଲଢେ ବୋଲି ହାଇକମାଣ୍ଡ ଚାହୁଁଛନ୍ତି । ନାଁ ଘୋଷଣା ହୋଇଗଲେ ଲଢିବା ପାଇଁ ପ୍ରସ୍ତୁତ ହେବି । ସେପଟେ,…