Latest Odisha News

BREAKING NEWS

ଆଜି ଘୁର୍ଣ୍ଣିବଳୟ ସୃଷ୍ଟି ହେବା ଆଶଙ୍କା, ଟୁଇଟ୍ କରି ମନ୍ତ୍ରୀ ଦେଲେ ପରାମର୍ଶ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ବାତ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଭାରତୀୟ ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ ଆଜି ଘୁର୍ଣ୍ଣିବଳୟ ସୃଷ୍ଟି ହେଉଥିବାରୁ ୬ ତାରିଖରେ ଏହା ଲଘୁଚାପରେ…

ଦିନରେ ତାତି, ରାତିରେ ପ୍ରବଳ ବର୍ଷା : ବଜ୍ରପାତରେ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ଦିନରେ ଗ୍ରୀଷ୍ମ ପ୍ରବାହ, ରାତିରେ ପ୍ରବଳ ବର୍ଷା । ମଙ୍ଗଳବାର ଏପରି କିଛି ଥିଲା ପାଣିପାଗର ମିଜାଜ । ଟୁଇନ ସିଟି ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିଲା । ଯାହାକି ଲୋକଙ୍କୁ ତାତିରୁ ନିଃଶ୍ୱାସ ମାରିବାରେ ସୁଯୋଗ ଦେଇଛି। ତେବେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ…

ସାଇଲେଣ୍ଟ ପୋଲିସ୍, ଭାଉଲେଣ୍ଟ ଅପରାଧୀ: ଗହଣା ଦୋକାନୀଙ୍କୁ ଗୁଳି ମାଡ଼

ଭୁବନେଶ୍ୱର: ସୁନା ଦୋକାନୀଙ୍କ ପାଇଁ ହାଇ ଆଲର୍ଟ। ସହରରେ ବିପଦରେ ଗହଣା ବ୍ୟବସାୟୀ। ରାଜଧାନୀରେ ଗୋଟିଏ ପରେ ଗୋଟିଏ ଗହଣା ବ୍ୟବସାୟୀଙ୍କୁ ଗୁଳିମାଡ। ଏବେଠୁ ସୁନା‌ ଦୋକାନୀଙ୍କ ପାଇ ସତର୍କବାଣି। ହୋଇଯାନ୍ତୁ ସତର୍କ ନଚେତ ପରବର୍ତି ଶିକାର ହୋଇପାରନ୍ତି ଅନ୍ୟ ଗହଣା ଦୋକାନୀ। କାରଣ ଏଠି ପୋଲିସ…

ପୁରୀ ରେ ହଲମାର୍କ ସୁନା ବାଧ୍ୟତାମୂଳକ

ଭୁବନେଶ୍ୱର: ସୁନା ଗହଣା ବିକ୍ରି ରେ କଳା ବଜାରୀ, ଠକେଇ ରୋକିବା ସକାଶେ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଗହଣା ର ଗୁଣବତ୍ତା ଉତ୍ତମନିଶ୍ଚିତ କରିବା ପାଇଁ ବ୍ଯୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ ‘ହଲମାର୍କ’ ବ୍ଯବସ୍ଥା ରଖିଛି। ଏବେ ଏହାକୁ ବାଧ୍ଯତାମୂଳକ କରିଛନ୍ତି କେନ୍ଦ୍ର…

ଏପ୍ରିଲରେ କୋଲ ଇଣ୍ଡିଆର ସର୍ବାଧିକ କୋଇଲା ଉତ୍ପାଦନ; ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନ୍ ଉତ୍ପାଦିତ

ଭୁବନେଶ୍ୱର : ଚଳିତବର୍ଷ ଏପ୍ରିଲ ମାସରେ ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନ୍ କୋଇଲା ଉତ୍ପାଦିତ ହୋଇଛି । ସେଥିମଧ୍ୟରୁ କୋଲ ଇଣ୍ଡିଆ ଲିମିଟେଡ ଏବଂ ତାହାର ସହଯୋଗୀ ସଂସ୍ଥା ଗୁଡିକ ଏହି ମାସରେ ୫୩୪.୭ଲକ୍ଷ ଟନ୍ କୋଇଲା ଉତ୍ପାଦନ କରିଥିବା ବେଳେ ସିଙ୍ଗରେନି କୋଲେରିଜ କମ୍ପାନୀ ଲିମିଟେଡ ଦ୍ୱାରା ୫୩.୨୩…

ଅକ୍ଷୟ ତୃତୀୟାରେ ମୁଖ୍ୟମନ୍ତ୍ରୀ ଦେଲେ କାଳିଆ ଟଙ୍କା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ରାଜ୍ୟର କୃଷକ ମାନଙ୍କୁ କାଳିଆ ଯୋଜନାର ସହାୟତା ପ୍ରଦାନ କରିଛନ୍ତି । ଝାରସୁଗୁଡା ବ୍ୟତୀତ ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପାଖାପାଖି ୮୦୦ କୋଟି…

ହାଇକୋର୍ଟରୁ ଅଭିନେତାଙ୍କୁ ସମନ ଜାରି, ଧନୁଷଙ୍କ ଅସଲ ପିତାମାତା କିଏ ?

ଭୁବନେଶ୍ୱର: ନୂଆ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସାଉଥ୍ ସୁପରଷ୍ଟାର୍ ଧନୁଷ । ତାଙ୍କୁ ନିଜ ପୁଅ ବୋଲି ଦାବି କରିଛନ୍ତି ଅଜଣା ଦମ୍ପତ୍ତି । କିଛି ଏପରି ଦାବି କରି ସେହି ଦମ୍ପତ୍ତି ମାଡ୍ରାସ୍ ହାଇକୋର୍ଟର ଦ୍ୱାରସ୍ତ ହେବା ପରେ ଏବେ ମାନ୍ୟବର ହାଇକୋର୍ଟ ଧନୁଷଙ୍କୁ ସମନ୍ ଜାରି କରିଛନ୍ତି ।…

ଡେନମାର୍କ ଗସ୍ତରେ ମୋଦି: ଓଡ଼ିଶା ପଟ୍ଟଚିତ୍ର ଦେଖାଇଲେ ଡାନିସ୍ ପ୍ରଧାନମନ୍ତ୍ରୀ ମେଟ୍ଟେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁରୋପ ଗସ୍ତରେ ଦ୍ୱିତୀୟ ଦିନ ପାଳି ପଡ଼ିଛି ଡେନମାର୍କ । ଜର୍ମାନୀ ରୁ ଡେନର୍ମାକ ଯାଇ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକସେନ ଙ୍କୁ ଭେଟିଛନ୍ତି ମୋଦି । ଦ୍ୱିପାକ୍ଷିକ ଆଲୋଚନା ସହ ୟୁକ୍ରେନ ଯୁଦ୍ଧ ପରିସ୍ଥିତି ବିଷୟରେ ଦୁଇ…

ରାଜ୍ୟ ସରକାର ଖର୍ଚ୍ଚ କରିପାରିବେନି ଡିଏମଏଫ ଟଙ୍କା; ଟ୍ରଷ୍ଟ ସ୍ଥିର କରିବ କେଉଁଠି ହେବ ଖର୍ଚ୍ଚ

ଭୁବନେଶ୍ୱର: ଜିଲ୍ଲା ଖଣିଜ ପାଣ୍ଠି ଅର୍ଥ ରାଜ୍ୟ ସରକାର ଖର୍ଚ୍ଚ କରିପାରିବେନି । ରାଜ୍ୟ ସରକାରଙ୍କ ଅନୁମୋଦିତ କୌଣସି ପ୍ରକଳ୍ପ ରେ ଏହି ଟଙ୍କା ଖର୍ଚ୍ଚ ହୋଇପାରିବନି । ଡିଏମଫ ଟ୍ରଷ୍ଟ ବୋର୍ଡ ଅନୁମୋଦିତ ପ୍ରକଳ୍ପରେ ହିଁ ଏହି ଟଙ୍କା ଖର୍ଚ୍ଚ ହୋଇପାରିବ । ଏନେଇ କେନ୍ଦ୍ର ସରକାରଙ୍କ ଖଣିଜ…

ଆଇପିଏଲ ପ୍ଲେ ଅଫ, ମହିଳା ଟି୨୦ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ: ଆଇପିଏଲ ୧୫ତମ ସିଜନର ପ୍ଲେ ଅଫ ମୁକାବିଲା ଏଥର ଅହମ୍ମଦାବାଦ ଓ କୋଲକାତାରେ ଖେଳାଯିବ । ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ସେହିପରି ମହିଳା ଟି୨୦ ଚ୍ୟାଲେଞ୍ଜ ପୁଣେରେ ଆୟୋଜିତ ହେବ । ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏକ ସାକ୍ଷାତକାରରେ ଏ ନେଇ ସୂଚନା…