Latest Odisha News

BREAKING NEWS

ଆଜମଗଡ଼ରେ ପୁଣି ଯୋଗୀ ଅଖିଳେଶ ଲଢ଼େଇ

ଲକ୍ଷ୍ନୈା: ଉତ୍ତରପ୍ରଦେଶର ସବୁଠୁ ହଟ୍ ସିଟ୍ ଆଜମଗଡ଼ରେ ଆସନ୍ତା ସପ୍ତାହରେ ହେବ ନିର୍ବାଚନ ।  ଆଜମଗଡରେ ହେବାକୁ ଥିବା ଲୋକସଭା ଉପ-ନିର୍ବାଚନରେ ଏସପି ଏବଂ ବିଜେପି ମଧ୍ୟରେ ଚାଲିଛି ଜୋରଦାର ଲଢ଼େଇ । ଅଖିଳେଶ ଯାଦବଙ୍କ ଇସ୍ତଫା ପରେ ଖାଲିଥିବା ଏହି ଆସନରେ ଯୋଗୀଙ୍କ ପ୍ରାର୍ଥୀ ଜିତିବ ନା…

ମହିଳା ଏଫଆଇଏଚ ପ୍ରୋ ଲିଗ: ଦୀପ ଗ୍ରେସଙ୍କ ଚମତ୍କାର ପ୍ରଦର୍ଶନ, ଆର୍ଜେଂଟିନାକୁ ହରାଇଲା ଭାରତ

ରୋଟ୍ଟେରଡାମ: ମହିଳା ଏଫଆଇଏଚ ପ୍ରୋ ଲିଗରେ ଶନିବାର ଦୀପଗ୍ରେସ ଏକ୍କାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ଅଲିମ୍ପିକ ରୌପ୍ୟ ପଦକ ବିଜେତା ଆର୍ଜେଂଟିନାକୁ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୩ଟି ଲେଖାଁଏ ଗୋଲ ଦେଇଥିଲେ । ଫଳାଫଳ ପାଇଁ ଶୁଟଆଉଟରେ ସହାୟତା ନିଆ ଯାଇଥିଲା । ଏଥିରେ…

ଗୁଜରାଟ ଗୌରବ ଅଭିଯାନ: ୨୧ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ

ଅହମଦାବାଦ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି  ଭଦୋଦରା ଠାରେ ଗୁଜରାଟ ଗୌରବ ଅଭିଯାନରେ ଯୋଗ ଦେଇଛନ୍ତି । ସେ ୨୧ ହଜାର କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । କାର୍ଯ୍ୟକ୍ରମର ୨୧ ହଜାର କୋଟି ଟଙ୍କାର ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ…

ଗାଙ୍ଗୁଲିଙ୍କ ସୂଚନା: ଇଂଲଣ୍ଡ ବିପକ୍ଷରେ ଖେଳିବ ଭାରତର ସମ୍ଭାବ୍ୟ ବିଶ୍ୱକପ ଟିମ !

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟ ଅକ୍ଟୋବର ଓ ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବ । ଏଥିପାଇଁ ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏ ନେଇ ଶନିବାର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଭାରତର…

ଗଞ୍ଜାମ ଡିଆର୍‌ଡିଏ ନିର୍ଦ୍ଦେଶକ ହେଲେ କୀର୍ତ୍ତି ୱାସନ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଭାବେ ୱି.କୀର୍ତ୍ତି ୱାସନ୍ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୮ ବ୍ୟାଚ୍‌ର ଆଇଏଏସ୍ ଅଫିସ ଅଟନ୍ତି । ୱାସନ୍ ୨୦୨୦ ସେପ୍ଟେମ୍ବର ୯ ତାରିଖରେ ବ୍ରହ୍ମପୁର ଉପ-ଜିଲାପାଳ ଭାବେ ନିଯୁକ୍ତି…

ଗଞ୍ଜାମ ଜିଲାର ବିପର୍ଯ୍ୟୟ ପରିଚାଳନାକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ପ୍ରଶଂସା

ବ୍ରହ୍ମପୁର:ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଜିଲାରେ ଦେଖାଯାଉଥିବା ଯେ କୌଣସି ଆପଦ ବିପଦ ହେଉ, ଗଞ୍ଜାମ ଜିଲା ପ୍ରଶାସନ ସଠିକ ସମୟରେ ସଠିକ ପଦକ୍ଷେପ ଗ୍ରହଣ କରି ଜନ ଜୀବନକୁ ସୁରକ୍ଷିତ କରିଥିବା ହେତୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭୂୟସୀ ପ୍ରଶଂସା କରିଛନ୍ତି । ଏତତ ବ୍ୟତୀତ ଜିଲା ପ୍ରଶାସନ…

ଅଗ୍ନିବୀରଙ୍କୁ ବଢ଼ିଆ ଅଫର: ମିଳିବ ୧୦% ସଂରକ୍ଷଣ

ନୂଆଦିଲ୍ଲୀ: ଅଗ୍ନିବୀରଙ୍କୁ ମିଳିବ ସଂରକ୍ଷଣ । ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଖାଲି ପଦବୀରେ ନିଯୁକ୍ତି ନିମନ୍ତେ ୧୦% ସଂରକ୍ଷଣ ମିଳିବ ସୁବିଧା  । ଏଭଳି  ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ସିଂ ମଞ୍ଜୁର କରିଛନ୍ତି । ଭାରତୀୟ ତଟରକ୍ଷୀ ବାହିନୀ, ପ୍ରତିରକ୍ଷା ବେସାମରିକ…

ଯୁକ୍ତ ଦୁଇରେ ଟପ୍ ଟେନ୍‌ରେ ଥିଲେ; ଏବେ ବିଏମ୍‌ସିର ନୂଆ କମିଶନର

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ନୂତନ ଆୟୁକ୍ତ ଭାବେ ଶନିବାର ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଜେ. ସୋନାଲ । ବିଦାୟୀ ଆୟୁକ୍ତ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ବୋନ୍ଦର ଏଠାରୁ ଭଦ୍ରକ ଜିଲାପାଳ ଭାବେ…

୧୬ ସାଇକେ ଆଷ୍ଟ୍ରୟଡ: ଏଠାରେ ଅଛି ୭୦୦ କ୍ୱିଟିଂଲିୟନ ଡଲାର ମୂଲ୍ୟର ଖଣିଜ ପଦାର୍ଥ

ୱାଶିଂଟନ: ରହସ୍ୟରେ ଭରପୂର ହୋଇ ରହିଛି ମହାକାଶ । ବୈଜ୍ଞାନିକମାନଙ୍କ ଗବେଷଣାରେ ଜଣାପଡିଛି ପୃଥିବୀ ବାସୀଙ୍କ ମୂଲ୍ୟବାନ ବିବେଚନା କରାଯାଉଥିବା ପଦାର୍ଥ ୧୬ ସାଇକେ ଆଷ୍ଟ୍ରୟଡରେ ପଡି ରହିଛି । ଯଦି ଏହି ମୂଲ୍ୟବାନ ଖଣ୍ଡିଜ ପଦାର୍ଥ ପୃଥିବୀକୁ ଅଣାଯିବ ତାହାହେଲେ କେହି ଗରୀବ ରହିବେ ନାହିଁ ।…

ଘର ମାଲିକ ପାଖେ ବନ୍ଧା କୁନି ଝିଅ: ପୋଲିସ ଘର ମାଲିକକୁ ଖୋଜୁଛି ନା ଖସାଇ ଦେଉଛି ?

ଭୁବନେଶ୍ୱର: ରାଜଧାନୀ ଆସିଥିଲେ ରୋଜଗାର କରି ପେଟର ଭୋକ ମେଣ୍ଟାଇବାକୁ । ପେଟ ପାଇଁ ସଂଘର୍ଷ କରିବାକୁ ଯାଇ କେନ୍ଦ୍ରାପଡା ମାର୍ଶାଘାଇର ଜଣେ ସ୍ୱାମୀ ଏବଂ ସ୍ତ୍ରୀ ମଞ୍ଚେଶ୍ୱର ଥାନା ଅଧିନରେ ଥିବା ଏକ ଘରେ ରହୁଥିଲେ। ତାଙ୍କ ସହିତ ରହୁଥିଲା ତାଙ୍କର 10 ବର୍ଷର ଛୋଟ ଝିଅ। କିନ୍ତୁ ଘର ମାଲିକ…