Latest Odisha News

BREAKING NEWS

କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ । କିନ୍ତୁ ସବୁ ସ୍ଥାନରେ ପୂର୍ବ ପରି ବ୍ୟାପିବ ନାହିଁ । କିଛି କିଛି ସ୍ଥାନରେ କରୋନା ରହିବ । ଏହା ସହ ପୂର୍ବରୁ ଆଇଆଇଟି କହିଥିଲା ଜୁନରେ ଚତୁର୍ଥ ଲହର ଆସିବ । ଏବେ ଚତୁର୍ଥ ଲହର ଯଥେଷ୍ଟ କମ୍ ବୋଲି କହିଛନ୍ତି । ଯଦି ଏହା ଆସେ ବିଶେଷ ପ୍ରଭାବ…

ଅକ୍ଷୟ ତୃତୀୟା ଭେଟି: ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଦୁଇ ହଜାର ଟଙ୍କା

ଭୁବନେଶ୍ୱର: କାଲି ମିଳିବ କାଳିଆ ଟଙ୍କା । ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଭେଟି ଦେବେ ରାଜ୍ୟ ସରକାର । ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ୨ହଜାର ଟଙ୍କା ଲେଖାଏଁ ମିଳିବ । ଯାହା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ଚଳିତ ବର୍ଷ ଏହା ଚାଷୀଙ୍କ ପ୍ରଥମ ସହାୟତା । ୨୦୧୮…

ନକଲି ବିଦେଶୀ ମଦ କାରଖାନାରେ ଅବକାରୀ ବିଭାଗର ଚଢାଉ, ୨ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁରରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ । ଗୋପାଳପୁର ଥାନା ଡ଼ୁରା ଅଞ୍ଚଳରେ ନକଲି ମଦ ପ୍ରସ୍ତୁତ ନେଇ ସୂଚନା ମିଳିବା ପରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଚଢଉ କରି ବିପୁଳ ପରିମାଣ ନକଲି ମଦ ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ବ୍ରହ୍ମପୁର ପ୍ରେମ ନଗରର…

ସାରା ରାଜ୍ୟରେ ସକାଳ ୬ଟାରୁ ୯ ସ୍କୁଲ

 ଭୁବନେଶ୍ୱର :  ଆଜିଠୁ ସକାଳ ୬ଟାରୁ ୯ ଟା ଯାଏଁ ଖୋଲିବ ସ୍କୁଲ । ପିଲାମାନେ ୬ଟାରେ ଆସିବେ ଓ ମଧ୍ୟାହ୍ନ ଭୋଜନ ସହିତ ୯ ଟାରେ ଛୁଟି ହେବ ଏଥର ଜୁନ ୬ରୁ ୧୬ ତାରିଖ ଯାଏ ଖରାଛୁଟି ହେବ ବୋଲି ରାଜ୍ୟ ସରକାର ଆଗରୁ ଘୋଷଣା କରିଛନ୍ତି । କରୋନା ସମୟର ପାଠପଢ଼ା କ୍ଷତିର ଭରଣା ପାଇଁ ଖରା ଛୁଟି ହ୍ରାସ…

ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଦେବଗଡ଼ ବନ୍ଦ

ଦେବଗଡ଼ : ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦ ଓ ତିଲେଇବଣି ବିଡିଓଙ୍କ ଗିରଫ ଦାବିରେ ବିଜେପିର ଦେବଗଡ଼ ଜିଲ୍ଲାରେ ବନ୍ଦ ଡାକରା । ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରୁଛି ବିଜେପି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜେପି କର୍ମୀଙ୍କ ପକ୍ଷରୁ ବନ୍ଦ ପାଳନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୬୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ମାହାତ୍ମ୍ୟ ଆଲୋଚନା ଜାରି ରଖିବା ପାଇଁ ଆଜି ଏହି ନାମ କିପରି ମନ୍ୟୁଷକୁ ଭବରୋଗରୁ ମୁକ୍ତି ଦିଏ ଏବଂ ଏହା କିଭଳି ଓ କେଉଁ ପ୍ରକାର ଜପ କରି ହୁଏ ସେ…

ପରମାଣୁ ଅସ୍ତ୍ର ବିଶ୍ୱ ଧ୍ୱଂସର କାରଣ ହୋଇପାରେ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  କେବଳ ନୂତନ ସଭ୍ୟତାର ହିସାବ ଦର୍ଶାଉଛି ଯେ ପ୍ରତ୍ୟେକ ପ୍ରମୁଖ ବିବାଦ କେବଳ ଇତିହାସ ନୁହେଁ ; ଧ୍ୱଂସ ଏବଂ ସୃଷ୍ଟି ସହିତ ବିଜଡ଼ିତ ହୋଇ ରହିଛି । ଅନେକ ସାମାଜିକ-ରାଜନୈତିକ ସମୀକରଣକୁ ମଧ୍ୟ ପରିବର୍ତ୍ତନ କରିଥାଏ । ବିଶେଷକରି ଯେତେବେଳେ ଅସ୍ତ୍ରଶସ୍ତ୍ର…

ଲକ୍ଷ୍ମୀପ୍ରିୟା ଓଝାଙ୍କର ପ୍ରଥମ କବିତା ସଙ୍କଳନ ‘ପଛରୁ ଡାକନି ମୋତେ’ ଉନ୍ମୋଚିତ

ଭୁବନେଶ୍ୱର : ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ ବରୋଦା, ଗୁଜରାଟ ଆନୁକୂଲ୍ୟରେ ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କବୀ ଲକ୍ଷ୍ମୀପ୍ରିୟା ଓଝାଙ୍କର ପ୍ରଥମ କବିତା ସଙ୍କଳନ "ପଛରୁ ଡାକନି ମୋତେ " ଉନ୍ମୋଚିତ ହୋଇଯାଇଛି ଏହି ଉତ୍ସବରେ ମନ୍ତ୍ରୀ ଅଶୋକ…

ଇନ୍ଦ୍ରପ୍ରସ୍ଥ ସାହିତ୍ୟ ଉତ୍ସବରେ ଫନି ମହାନ୍ତିଙ୍କର ‘ପ୍ରିୟତମା’ର ଚର୍ଚ୍ଚା

ରାଞ୍ଚି : ଇନ୍ଦ୍ରପ୍ରସ୍ଥ ସାହିତ୍ୟ ଉତ୍ସବ, ଓଡ଼ିଶା ଶାଖା ତରଫରୁ ବରିଷ୍ଠ କବି ଫନୀ ମହାନ୍ତିଙ୍କର ହିନ୍ଦୀ ଅନୂଦିତ "ପ୍ରିୟତମା" କୁ ନେଇ ଏକ ଜାତୀୟ ସ୍ତରୀୟ ଚର୍ଚ୍ଚା ଓ କବିତା ଆସର କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଦେଶର ବିଭିନ୍ନ ରାଜ୍ୟରୁ ଆଲୋଚକ ଓ କବିମାନେ ଭାଗନେଇ…

ଭାଷା ଭାଗବତ : ସ୍ବଲିପି ରକ୍ଷା ଦୀକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୩  ଯାହାର ନାହିଁ ଧନ, ଜନ କରେନି ଆତ୍ମ ବିଜ୍ଞାପନ ତାହାର ଏକନିଷ୍ଠ ମନ କରଇ ଅସାଧ୍ୟ ସାଧନ ଏପରି ବ୍ୟକ୍ତି କେତେ ଜଣ ଥିବାରୁ ଲିପି ବିଲୋପନ ଏଯାଏଁ ହୋଇ ପାରିନାହିଁ ଯା ହେଉ ଅଛି ଜିଇଁ ରହି ଉଦ୍‌ଭାବନକାରୀଂକୁ ଖୋଜି…