Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୪୮ କୋଟି ଟଙ୍କାର ବଜେଟ ପାରିତ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୨୪୮ କୋଟି ଟଙ୍କାର ବଜେଟ ପାରିତ ହୋଇଛି । ସେବାୟତ ଗୁରୁକୁଳ ପାଇଁ MOU ଅନୁଧ୍ୟାନ ସରିଥିବା ବେଳେ ସେବାୟତଙ୍କ ବାସଗୃହ ଯୋଜନା ପାଇଁ ଜମି ଚି଼ହ୍ନଟ କରାଯାଇଛି । ଖୁବ ଶୀଘ୍ର ବାସଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟ ପ୍ରଶାସକ…

୨୮ ବର୍ଷ ସାନ ପ୍ରେମିକାକୁ ଦ୍ୱିତୀୟ ବିବାହ କରିବେ କ୍ରିକେଟର ଅରୁଣ ଲାଲ

କୋଲକାତା: ଭାରତର ପୂର୍ବତନ କ୍ରିକେଟ ଖେଳାଳି ଅରୁଣ ଲାଲ ୬୬ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । କୋଲକାତାର ପିୟରଲେସ ହୋଟେଲରେ ମେ ୨ରେ ଏହି ବିବାହ ହେବା ନେଇ କାର୍ଡ ମଧ୍ୟ ଛପା ସରିଛି । ଅରୁଣ ତାଙ୍କଠାରୁ ୨୮ ବର୍ଷ ସାନ ବୁଲବୁଲକୁ ଦୀର୍ଘ ଦିନ ହେବ ଭଲ ପାଉଥିଲେ । ୨୦୧୬ରେ…

ଶ୍ରୀରାମଙ୍କ ବିରୋଧରେ ବିଷ ଓଗାଳିଲେ ଏଲପିୟୁ ପ୍ରଫେସର, ଶେଷରେ ହେଲେ ବରଖାସ୍ତ

ଲୁଧିୟାନା: ଲୁଧିୟାନା ଫଗୱାଡା ସ୍ଥିତ ଲଭଲୀ ପ୍ରଫେଶନାଲ ୟୁନିଭରସିଟିର ଜଣେ ମହିଳା ପ୍ରଫେସର ଭଗବାନ ଶ୍ରୀରାମଙ୍କ ବିରୋଧରେ ବିଷ ଓଗାଳିଛନ୍ତି । ସେ ସହକର୍ମୀଙ୍କ ସହ ଆଲୋଚନା କରିବା ବେଳେ କହିଥିଲେ ରାବଣ ଭଲ, ଶ୍ରୀରାମ ଅବସରବାଦୀ ଓ ଚତୁର । ସେ ଷଡଯନ୍ତ୍ର କରି ମାତା ସୀତାଙ୍କୁ ଫସାଇଥିଲେ ।…

୩୨ ବଦଳରେ ଅଧିକାଂଶ ବ୍ୟକ୍ତିଙ୍କ ୨୮ ଦାନ୍ତ ରହୁଛି: ଷ୍ଟଡି

ବାରାଣାସୀ: ଏବେକାର ଯୁବ ପିଢ଼ୀଙ୍କ ପାଖରେ ସମ୍ପୂର୍ଣ୍ଣ ୩୨ ଦାନ୍ତ ରହୁ ନାହିଁ । ଧିରେ ଧିରେ ଏହା ୨୮କୁ ଖସି ଆସୁଛି ବୋଲି ବାରାଣାସୀ କାଶୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ଡେଂଟାଲ ସାଇନ୍ସର ଫ୍ୟାକଲ୍ଟି ଟିପି ଚର୍ତୁବେଦୀ କହିଛନ୍ତି । ତାଙ୍କ ଓପିଡିକୁ ଆସୁଥିବା ଯୁବକମାନଙ୍କୁ ଅନୁଧ୍ୟାନ କରିବା…

ବଜ୍ରକାପ୍ତା ଡିଲ୍ ବେଳେ ମାଡିବସିଲା STF: ୧୧ କେଜି କାତି ଜବତ

ବୌଦ୍ଧ: ବଜ୍ରକାପ୍ତା ଡିଲ୍ ବେଳେ ମାଡିବସିଲା ଏସଟିଏଫ୍ । ବୌଦ୍ଧ ବନ ବିଭାଗ ଓ ଏସଟିଏଫର ମିଳିତ ରେଡ୍‌ରେ ବଜ୍ରକାପ୍ତା କାତି ଜବତ ହୋଇଛି। ବୌଦ୍ଧ ଥାନା ଜଗନ୍ନାଥ ରୋଡ୍ ସ୍ଥିତ ବଘାରପାଲି ଛକରୁ ୧୧କେଜି ବଜ୍ରକାପ୍ତା କାତି ଜବତ ହୋଇଛି । ଏହି ଘଟଣାରେ ଜଣେ ବଜ୍ରକାପ୍ତା ବେପାରୀ ପ୍ରଦୋଶ…

ଜାନକୀ ଦାସଙ୍କ ତୃତୀୟ ଗୀତି କବିତା ସଙ୍କଳନ ‘ବିଦୀର୍ଣ୍ଣ ହୃଦୟ ‘ ଉନ୍ମୋଚିତ

ପୁରୀ : ଅଗ୍ରଣୀ ସାହିତ୍ୟ ପରିଷଦ 'ଶନିବାର ସାହିତ୍ୟ ସନ୍ଧ୍ୟା ସଂସଦ' ଆନୁକୂଲ୍ୟରେ କବି ଜାନକୀ ଦାସଙ୍କ ତୃତୀୟ ଗୀତି କବିତା ସଙ୍କଳନ 'ବିଦୀର୍ଣ୍ଣ ହୃଦୟ ' ଉନ୍ମୋଚିତ ହୋଇଯାଇଛି । ଉମାକାନ୍ତ ମହାପାତ୍ରଙ୍କ ପ୍ରାରମ୍ଭିକ ବକ୍ତବ୍ୟ ସହ ଆରମ୍ଭ ହୋଇଥିବା ଏହି ସାରସ୍ୱତ ସଭାରେ, ସଂସଦର ସଭାପତି…

ତାତିରୁ ମିଳୁନି ତ୍ରାହି, ସୋନପୁର ଦେଶର ସବୁଠୁ ଦ୍ୱିତୀୟ ଉତ୍ତପ୍ତ ସହର : ୫ମ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ୱର: ପ୍ରଚଣ୍ଡ ତାତିରେ ସନ୍ତୁଳି ହେଉଛି ସାରା ଓଡିଶା । ଲାଗାତାର ତୃତୀୟ ଦିନ ଲାଗି ସାରା ଓଡିଶାର ସ୍ଥାନରେ ନିଆଁ ବର୍ଷା ହୋଇଛି । ୨୮ରୁ ଅଧିକ ସ୍ଥାନର ତାପମାତ୍ରା ୪୦ ଡିଗ୍ରିୀ ଉପରେ ରହିଛି । ୪୨ ଡିଗ୍ରୀ ଉପରେ ୮ଟି ସ୍ଥାନର ତାପମାତ୍ରା ରହିଛି । ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ…

ସତୀଚଉରା ଶ୍ମଶାନରେ ସମ୍ପନ୍ନ ହେଲା ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ

କଟକ: ସତୀଚଉରା ଶ୍ମଶାନଠାରେ ସମ୍ପନ୍ନ ହେଲା ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ। ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ, ଡିସିପି ପ୍ରତିକ ସିଂହ, ଚୌଦ୍ୱାର-କଟକ ପୂର୍ବତନ ବିଧାୟକ…

[ଦେଖନ୍ତୁ ଭିଡିଓ] ନବନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନରେ ନବନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷ ମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ସାଥିରେ ରୁହ ଓ ଲୋକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନିଜ ନିଜ ସହରକୁ ଶ୍ରେଷ୍ଠ କରିବା କ୍ଷେତ୍ରରେ ନେତୃତ୍ୱ…

ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର

ଭୁବନେଶ୍ୱର:  ଭୁବନେଶ୍ୱର: ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ନିଶ୍ଚିତ କରିବାକୁ…