ଅନୁବାଦ ଗଳ୍ପ : ମୋ ମାଆ
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୮
ମୂଳ ସିନ୍ଧୀ : କିରାଟ ବବାନୀ
ସେଦିନ ମୁଁ ଗ୍ରାଣ୍ଡ୍ ରୋଡ଼ ଷ୍ଟେସନରେ ଠିଆ ହୋଇଥିଲି । ମୋର ଜଣେ ସାଙ୍ଗ ଟ୍ରେନ୍ରେ ଆସିବାର ଥିଲା । ତାକୁ ହିଁ ମୁଁ
ଅପେକ୍ଷା କରୁଥିଲି । ବମ୍ବେ ନଗରୀ ତ ଘଣ୍ଟା କଣ୍ଟା, ସେକେଣ୍ଡ କଣ୍ଟା ଭଳିଆ…