Latest Odisha News

BREAKING NEWS

ସନ୍ତୋଷ ଟ୍ରଫି ଫୁଟବଲ: ଓଡିଶାର ସେମି ଫାଇନାଲ ପ୍ରବେଶ ଆଶା ଧୂଳିସାତ

ଭୁବନେଶ୍ୱର: କେରଳରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲରେ ଓଡିଶାର ସେମି ଫାଇନାଲ ପ୍ରବେଶ ଆଶା ଧୂଳିସାତ ହୋଇଛି । ଗ୍ରୁପ ବି’ରେ କର୍ଣ୍ଣାଟକ ସହ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ରହିଥିଲେ ମଧ୍ୟ ଗୋଲ ବ୍ୟବଧାନ ଯୋଗୁ ଓଡିଶା ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲା । କର୍ଣ୍ଣାଟକ ୮ ଗୋଲ…

ଟିଆରଏସ ସହ ଆଇ-ପିଏସିର ଚୁକ୍ତି, ପ୍ରଶାନ୍ତ କିଶୋରଙ୍କୁ ନେଇ ଉଦବେଗ ପ୍ରକାଶ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସଂସ୍ଥା ଆଇ-ପିଏସି ଟିଆରଏସ ସହ ତେଲେଙ୍ଗାନା ନିର୍ବାଚନ ପାଇଁ ଚୁକ୍ତି କରିବା ପରେ ଅନେକ କଂଗ୍ରେସ ନେତା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯେଉଁରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିବାକୁ ଚାହୁଁଛି ସେହି ରାଜ୍ୟରେ ପ୍ରଶାନ୍ତଙ୍କ ସଂସ୍ଥା…

କେଆଇୟୁଜି: ସନ୍ତରଣରେ ଉତ୍କଳ ୟୁନିଭରସିଟିର ପ୍ରତ୍ୟାଷା ଜିତିଲେ ରୌପ୍ୟ

ଭୁବନେଶ୍ୱର: ବାଙ୍ଗାଲୋରରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ଓଡିଶା ଆଥଲେଟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସନ୍ତରଣରେ ଉତ୍କଳ ୟୁନିଭରସିଟି ପକ୍ଷରୁ ପ୍ରତିନିଧିତ୍ୱ କରି ପ୍ରତ୍ୟାଷା ରାୟ ୧୦୦ ମିଟର ବ୍ୟାକଷ୍ଟ୍ରୋକରେ ରୌପ୍ୟ ପଦକ ହାସଲ କରିଛନ୍ତି । ଜେଏସଡବ୍ଲ୍ୟୁ ସୁଇମିଂ…

ଖରା ପାଇଁ ପାଞ୍ଚ ଦିନ ସ୍କୁଲ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର: ଆସନ୍ତାକାଲିଠାରୁ ୫ ଦିନ ପାଇଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଗତ ଦୁଇ ଦିନ ଧରି ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ରାଜ୍ୟରେ ସର୍ବାଧିକ ତାପମାତ୍ରା ବୃଦ୍ଧି…

ପରୀକ୍ଷା ପାଇଁ ହେବନି ବିଦ୍ୟୁତ୍ କାଟ୍

ଭୁବନେଶ୍ୱର: ଚଳିତ ବର୍ଷ ଏପ୍ରିଲ ମାସରେ ଅପେକ୍ଷାକୃତ ଅଧିକ ଗ୍ରୀଷ୍ମ ପ୍ରବାହ ଏବଂ ଆଗାମୀ ମେଟ୍ରିକ ବୋର୍ଡ ଓ +୨ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ ଯୋଗାଣ କାଟ ନକରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଦ୍ୟୁତ୍ ବିତରକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର…

ଭାରତ-ଦକ୍ଷିଣ ଆଫ୍ରିକା ସିରିଜରୁ ଉଠିବ ବାୟୋ ବବଲ

ଭୁବନେଶ୍ୱର: କ୍ରିକେଟପ୍ରେମୀ ଏବଂ ଖେଳାଳିମାନଙ୍କ ଖୁସି ଖବର । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି୨୦ ସିରିଜରୁ ବାୟୋ ବବଲ କଟକଣା ଉଠାଇବା ପାଇଁ ବିଚାର କରୁଛି । ବିସିସିଆଇର ଜନୈକ ଅଧିକାରୀଙ୍କ ମତରେ ଯେତେଦୂର ସମ୍ଭବ ଏହି ସିରିଜରେ ବାୟୋ ବବଲ ରହି ନ…

ଆରଜେଡି ଛାଡିବେ ତେଜପ୍ରତାପ

ପାଟନା: ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ରାଷ୍ଟ୍ରୀୟ ଜନତା ଦଳ ଛାଡିବେ ବୋଲି ଘୋଷଣା କରିଛନ୍ତି । ସୋସିଆଲ ସାଇଟରେ ସେ ଏ ନେଇ ଘୋଷଣା କରିବା ପରେ ବିହାର ରାଜନୀତି ସରଗରମ ହୋଇ ଉଠିଛି । କଣ ପାଇଁ ସେ ଦଳ ଛାଡିବେ ବୋଲି କହିଲେ ସେ ସମ୍ପର୍କରେ କିଛି ଜଣା ପଡି ନାହିଁ । ସେ…

ପାକିସ୍ତାନର ୬ ସମେତ ୧୬ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କଲେ ଭାରତ ସରକାର

ନୂଆଦିଲ୍ଲୀ: ଭାରତ ସରକାର ଆଜି ପାକିସ୍ତାନର ୬ ସମେତ ୧୬ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଛନ୍ତି । ଏହି ଚ୍ୟାନେଲଗୁଡିକ ମିଥ୍ୟା ନ୍ୟୁଜ ପ୍ରସାର କରି ଦେଶରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିଲେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବିଧିବଦ୍ଧ ଭାବେ ଏ ନେଇ ନିର୍ଦ୍ଦେଶନାମା ଜାରୀ…

ଭାରତ ଛାଡ ଆନ୍ଦୋଳନ ଉପରେ ଆଧାରିତ ଫିଲ୍ମରେ ଅଭିନୟ କରିବେ ସାରା

ମୁମ୍ବାଇ: କୁଲୀ ନମ୍ବର ୱାନ ଓ ଅତରଙ୍ଗୀ ରେ ଫିଲ୍ମ ପରେ ସାରା ଅଲୀ ଖାଁଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା । ଏବେ ସେ ୧୯୪୨ ଭାରତ ଛାଡ ଆନ୍ଦୋଳନ ଉପରେ ଆଧାରିତ ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏକ ଥି ଡାୟନ ନିର୍ଦ୍ଦେଶକ କାନନ ଆୟାର ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । କରନ ଜୋହର…

ଆୟୋଜକଙ୍କୁ ଠକିଦେଲେ ଅମୀଷା, ୪ ଲକ୍ଷ ନେଇ ୩ ମିନିଟ କାର୍ଯ୍ୟକ୍ରମ କରି ଖସିଗଲେ

ଖଣ୍ଡୱା: ବଲିଉଡ ଅଭିନେତ୍ରୀ ଅମୀଷା ପଟେଲଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଛି । ରିପୋର୍ଟ ମୁତାବକ ମାଆ ନବଚଣ୍ଡୀ ଦେବୀଧାମରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିଲା । ଏଥିପାଇଁ ଅମୀଷା ପଟେଲଙ୍କୁ ଡକା ଯାଇଥିଲା । ୧ ଘଂଟାର ମନୋରଞ୍ଜନ କାର୍ଯ୍ୟକ୍ରମ କରିବା ପାଇଁ ଆୟୋଜକଙ୍କ…