Latest Odisha News

BREAKING NEWS

ପ୍ରଚଣ୍ଡ ଖରା ପାଇଁ ଆଲର୍ଟ ଜାରି, ଆଜିଠୁ ୫ ଦିନ ଯାଏଁ ସବୁ ସ୍କୁଲ ଛୁଟି

ଭୁବନେଶ୍ୱର : ପ୍ରଚଣ୍ଡ ଖରା ପାଇଁ ଆଲର୍ଟ ଜାରି, ଆଜିଠୁ ୫ ଦିନ ଯାଏଁ ସବୁ ସ୍କୁଲ ଛୁଟି ।  ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ୫ ଦିନ ଅର୍ଥା‌ତ୍‌ ଏପ୍ରିଲରୁ ୨୬ରୁ ୩୦ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ବନ୍ଦ ରଖିବାକୁ…

କବିତା : ଜୀବନ ଦୀପ

ଗଦାଧର ସାହୁ  ଜୀବନ ଦୀପର ଆୟୁସ ସଳିତା ଦିବା ନିଶି ଜଳୁଥାଇ। କିଏ ସେ ଜାଣିଛି କେତେସେ ଜଳିବ କେତେ ଦିନ କେତେ ରାତି ।। ଜୀବନ ପ୍ରଦୀପ ଜଳିବା ଭିତରେ ଯେତେ ବାଧା ବିଘ୍ନ ଆସେ । ସବୁକୁ ଟାଳିଛି ତଥାପି ଜଳିଛି ଅବଶେଷ ସ୍ଥିତି ଯାଏ ।। କିଏ ବା କଳିବ କେତେ ସେ ଜଳିବ ଅବଶେଷ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୦)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୦ ଆଗକୁ ତ ବଢ଼ିବାକୁ ପଡ଼ିବ । କ'ଣ କରିବ ? ଏମିତି ଅଚାନକ୍‌ ଚାଲି ଆସିଲ, କେବେ ଫେରିବ? ନା କୁମାର ଏ ଯାଏ କିଛି ବି ଭାବିନି । କିନ୍ତୁ ଫେରିବି ନାହିଁ, ଏଇଟା ପକ୍କା । କେବେବି ଫେରିବି ନାହିଁ । ମତେ ଏତେ…

ଭାଷା ଭାଗବତ : ଭାଷାର ସର୍ବୋନ୍ନତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୭  ସମଗ୍ର ଭାଷାର ଦାୟିତ୍ବ କାହା ଉପରେ ନୁହେ ନ୍ୟସ୍ତ ତେଣୁ ଏ ଭାଷାର ବନସ୍ତ ଲୋଡ଼େନି କୌଣସି ନେତୃତ୍ବ ଭାଷାକୁ କରିଲେ ଉଦ୍ୟାନ ସୀମିତ ବିକାଶ ବର୍ଧନ ଯୋଗୁଁ ତା ହୋଇଥାଏ ସାନ ବଢ଼ାଇ ପାରେନାହିଁ ମାନ ଯାହାର ଯେଉଁପରି ରୁଚି…

ମନୋରଞ୍ଜନ ହୋତା ‘ଓଡ଼ିଆ ଗୀତିକବି ସମାଜ ସମ୍ମାନ’ରେ ସମ୍ମାନିତ

କଟକ : ଓଡ଼ିଆ ଗୀତିକବି ସମାଜର ୨୯ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଶତାଦ୍ଦୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରର ବିଶିଷ୍ଟ ଗୀତିକାର ମନୋରଞ୍ଜନ ହୋତାଙ୍କୁ 'ଓଡ଼ିଆ ଗୀତିକବି ସମାଜ ସମ୍ମାନ'ରେ ସମ୍ମାନିତ କରାଯାଇଛି। ଏହା ସହ ସମାଜ ପକ୍ଷରୁ ସ୍ମରଣୀକା -୨୦୨୧କୁ ମଧ୍ୟ ଉନ୍ମୋଚନ କରାଯାଇଛି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୫୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆଉ ଏକ ବିଶେଷଣରେ ଭୂଷିତ କରି ଆଦି କବି ସାରଳା ଦାସ ନିଜ ରଚିତ ମହାଭାରତର ମଧ୍ୟ ପର୍ବରେ ଏହି ତାତ୍ତ୍ଵିକ ବିସ୍ଲେଷଣ ଦେଇ ଲେଖିଲେ "ଅପୂର୍ବ…

ଡିଲ୍ ଫାଇନାଲ, ଟ୍ୱିଟରକୁ କିଣିଲେ ଏଲୋନ ମସ୍କ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ବର୍ତ୍ତମାନ ବିକ୍ରି ହୋଇଯାଇଛି। ଏହାକୁ ବିଶ୍ୱର ଧନୀ ବ୍ୟକ୍ତି ଏଲୋନ୍ ମସ୍କ ୪୪ ବିଲିୟନ ଡଲାର (୩.୩୬ ଲକ୍ଷ କୋଟି) ରେ କିଣିଛନ୍ତି । ଏଲୋନ୍ ମସ୍କ କିଛି ସମୟ ପୂର୍ବରୁ ଟ୍ୱିଟରରେ ୯% ଅଂଶଧନ କିଣିଥିଲେ । ବର୍ତ୍ତମାନ ଏଲୋନ୍…

ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ପାଇଁ ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଙ୍ଗନବାଡି କର୍ମୀ ଏବଂ ସହାୟିକା ପାଇବେ ଗ୍ରାଚୁଏଟି । ପେମେଣ୍ଟ ଅଫ୍ ଗ୍ରାଚଏଟି ଆକ୍ଟ, ୨୦୧୮ ଅନୁଯାୟୀ ଦେଶର ସମସ୍ତ ଅଙ୍ଗନବାଡି କର୍ମୀ ଏବଂ ସହାୟିକା ଏହି ସୁବିଧା ପାଇବେ । ସୋମବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରିବା ବେଳେ ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍…

ଆନ୍ଦୋଳନ ପାଇଁ ପ୍ରସ୍ତୁତି ବେଳେ ମୁହଁ ଖୋଲିଲେ ଗଜପତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏବେ ପ୍ରଶାସନ ବିବାଦ ଘେରକୁ ଠେଲି ହୋଇଯାଉଛି । ଗୋଟିଏ ପଟେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ସପକ୍ଷରେ ପୁରୀ ବଡ ଦାଣ୍ଡକୁ ଶହ ଶହ ଶ୍ରଦ୍ଧାଳୁ ଆସିବେ ବୋଲି ଜଣାପଡିଛି । ଆଉ ଏହାରି ଭିତରେ ଦୀର୍ଘ ଦିନର ନିରବତା ପରେ ଗଜପତି ଜବାବ ରଖି…

ମାନବିକତା ଆଗରେ ହାର ମାନିଲା ଲୋଭ, ସୁନା ହାର ଫେରାଇ ଦେଲେ ଅଟୋ ଚାଳକ

ଭୁବନେଶ୍ୱର: ସମାଜରେ ଗୋଟିଏ ଧାରଣା ରହିଛି ଯେଉଁମାନେ ଗାଡି ଚଳାନ୍ତି ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା କମ୍ । ତେଣୁ ତାଙ୍କ ଚିନ୍ତାଧାର ଟିକିଏ ଭିନ୍ନ  ଆଉ ସେମାନେ ନିଜର ସ୍ୱାର୍ଥକୁ ଆଗ ଦେଖନ୍ତି । କିନ୍ତୁ ଏପରି ଏକ ଚିନ୍ତାଧାରାକୁ ମିଛ ବୋଲି ପ୍ରମାଣିତ କରିଛନ୍ତି ରାଜଧାନୀ ଭୁବନେଶ୍ୱରର…