ଅନୁବାଦ ଗଳ୍ପ : ଶରଣାର୍ଥୀ
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୨
ମୂଳ ଇଂରାଜୀ: ରାଜ ଗିଲ
ଆମେ କୁଆଡ଼େ ଯାଉଛୁ? ସେଠାରେ କେତେବେଳେ ପହଞ୍ଚିବା ?
ପିଲାଟି ନିଜ ବାପାକୁ ଏଇ ପ୍ରଶ୍ନ ବାରମ୍ବାର ପଚାରୁଥିଲା ଓ ଗୋଡ଼ ଘୋଷାରି ଘୋଷାରି ଆଗକୁ ଚାଲୁଥିଲା । ସେ ଇଲାକାଟି ଥିଲା ଲୁଣାମାଟିର ଅଞ୍ଚଳ ।…