ଯୁଦ୍ଧ ବେଳେ ଋଷ ଯିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ
ନୂଆଦିଲ୍ଲୀ: ଋଷ ଗସ୍ତରେ ଯିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଋଷ ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ପ୍ରଥମ ଥର ପାଇଁ ଋଷ ଗସ୍ତରେ ଯିବେ କେନ୍ଦ୍ର ସରକାରଙ୍କର ଏହି ମନ୍ତ୍ରୀ। ଆସନ୍ତା ସପ୍ତାହରେ ଋଷର ସେଣ୍ଟ ପିଟର୍ସବର୍ଗରେ ଇଣ୍ଟରନ୍ୟାସନାଲ ଇକୋନୋମିକ୍ ଫୋରମ୍ (ଏସପିଆଇଇଏଫ)…