Latest Odisha News

BREAKING NEWS

ଆଜିଠୁ ରାଜଧାନୀରେ ଆଦିବାସୀ ମେଳା ଆରମ୍ଭ ,ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା । ମେଳାରେ ମୁଖ୍ୟ ଆକର୍ଷଣ ସାଜିବ ଜନଜାତି କଳା ସାମଗ୍ରୀର ପ୍ରଦର୍ଶନ । ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆ ୟୁନିଟ ୩ରେ ଏହା ଆରମ୍ଭ ହେବ । ଆଜିଠାରୁ ଆସନ୍ତା ମେ ୨ ପର୍ଯ୍ୟନ୍ତ ଏହି ମେଳା ଚାଲିବ ।୧୦ ଦିନ ଧରି ଚାଲିବାକୁ ଥିବା…

୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି : ଆଜିଠୁ ୩ଦିନ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ , ଗୁରୁମନ୍ତ୍ର…

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ଏବେ ଠାରୁ ବିଜେଡି ଦଳ ସୁଦୃଢ କରିବା ଆରମ୍ଭ କରିଛି । ନେତା ମାନଙ୍କୁ ଗୁରୁମନ୍ତ୍ର ଦେବେ ଦଳ ସୁପ୍ରିମୋ ।ଆଜିଠାରୁ ତିନି ଦିନ ପର୍ଯ୍ୟବେକ୍ଷକଙ୍କ ସହ ସମୀକ୍ଷା କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏବେଠାରୁ ଦଳର ସ୍ଥିତିକୁ ସୁଦୃଢ ନକଲେ ଆଗାମୀ ୨୦୨୪…

ପାଣିପାଗ ବିଭାଗର ସତର୍କ ସୂଚନା: ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

 ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରଭାବ । ଏହାରି ମଧ୍ୟରେ ଏକ ଆଶ୍ୱସ୍ଥିକର ଖବର ମିଳିଛି । ରାଜ୍ୟରେ ପ୍ରବଳ ତାତି ମଧ୍ୟରେ କେତେକ ସ୍ଥାନରେ ବର୍ଷା ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଆକଳନ କରାଯାଇଛି । ରାଜ୍ୟର…

ବଢୁଛି ତାତି, ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ନିଆଁ

ଭୁବନେଶ୍ବର: ୨୦ ଦିନରୁ ଅଧିକ ସମୟ ପରେ ଆଜି ପଶ୍ଚିମ ଓଡ଼ିଶା ଓଡ଼ିଶାବାସୀ ପ୍ରଚଣ୍ଡ ଅଗ୍ନିବର୍ଷାରୁ ସାମାନ୍ୟ ଆଶ୍ବସ୍ତି ପାଇଥିଲେ। କିନ୍ତୁ ଆଜି ପ୍ରଚଣ୍ଡ ଖରାରେ ସନ୍ତୁଳି ହୋଇଯାଇଥିଲେ ରାଜଧାନୀବାସୀ । ଗତକାଲି ଅପେକ୍ଷା ହଠାତ୍‌ ଆଜି ରାଜଧାନୀର ପାରଦ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଯାଇଥିଲା।…

ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ: ଟେଣ୍ଟ ମାଲିକଙ୍କୁ ହତ୍ୟା

ଗୋପ: ଗୋପ ଥାନା ବାଲିକନ୍ଦଳ ଗାଁରେ ହତ୍ୟା ।  ଗତକାଲି ରାତିରେ ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ ଘଟିଥିଲା। ଟେଣ୍ଟ ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଡିଜେ ମାଲିକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଣେ ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ପିପିଲି- କୋଣାର୍କ ରାସ୍ତାର ବେଗୁନିଆ…

ମାର୍ଶାଘାଇରେ ଦଳିତ ଯୁବକଙ୍କୁ ନାକ ଘଷାଇବା ଘଟଣା, ରିପୋର୍ଟ ତଲବ କଲେ ଏନଏଚଆରସି

ଭୁବନେଶ୍ୱର: ଗାଁ ମନ୍ଦିରକୁ ଦାନ ଦେବାକୁ ମନା କରିବାରୁ ଜଣେ ଦଳିତ ଯୁବକଙ୍କୁ ଛେପରେ ନାକ ଘଷିବାକୁ ବାଧ୍ୟ କରାଯାଇଥିବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନ (ଏନଏଚଆରସି) ଓଡ଼ିଶା ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇବା ପରେ ଏନଏଚଆରସି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୫୧ ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସାକାର, ଓ ନିରାକାର, ସଗୁଣ ଓ ନିର୍ଗୁଣ, ସବିଶେଷ ଓ ନିର୍ବିଶେଷ, ବ୍ୟକ୍ତ ଓ ଅବ୍ୟକ୍ତ, ନିତ୍ୟ ଓ ଅନିତ୍ୟ ଏଭଳି ଅନେକ ଭାବରେ ଆମେ ଜାଣିବାକୁ ଚେଷ୍ଟା କରିଛେ।…

ଦେଉଳ ଦେହରେ କେତେ ଦେଉଳ (୨)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଅଙ୍ଗ ଶିଖର - କାରୁକାର୍ଯ୍ୟ ମଣ୍ଡିତ ବିମାନର ଗଣ୍ଡିରେ ଅନୁରଥ ପଗମାନଙ୍କରେ ଉଲମ୍ବ ଭାବରେ ରହିଥିବା ଅଙ୍ଗଶିଖର ଗୁଡ଼ିକ ସ୍ଥାପତ୍ୟ ଗତ ଅଳଙ୍କରଣର ପ୍ରମୁଖ ଅଂଶବିଶେଷ । ପଞ୍ଚରଥ ଶୈଳୀରେ ଦେଉଳରେ ପ୍ରତିପାଶ୍ୱର୍ରେ କେନ୍ଦ୍ରରେ…

ଭାଷା ଭାଗବତ : ଲୁପ୍ତ ରୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୪  ଦେଖୁଁ ପୁରୁଣା ବହିପତ୍ର ଏ ଲିପି ଥିଲା କି ବିଚିତ୍ର କୁକ୍କୁର କଚ୍ଛପ ଓ ପୁତ୍ତ୍ର ଧର୍ମ୍ମ ବି ଏପରି ମୁଦ୍ରିତ ଏପରି ଲିଖନ ଅଭ୍ୟାସ ଆପେ ହୋଇଛି ଏବେ ନାଶ କିଂତୁ ଆହୁରି ବହୁ ଶବ୍ଦ ଏଯାଏଁ ଭାଷାକୁ ବିପଦ ଯେଉଁ…

ହିଞ୍ଜିଳି ଓ ଶେରଗଡର ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ମୁଖ୍ୟମନ୍ତ୍ରୀ କଲେ ଆଲୋଚନା

ଭୁବନେଶ୍ୱର: ନିକଟରେ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜୟୀ ହୋଇଥିବା ନବ ନିର୍ବାଚିତ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ସଂଧ୍ୟାରେ ନବୀନ ନିବାସଠାରେ ହିଞ୍ଜିଳି ଓ ଶେରଗଡ ଅଞ୍ଚଳର ନବ ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ମୁଖ୍ୟମନ୍ତ୍ରୀ…