ଧାରାବାହିକ ଉପନ୍ୟାସ : ଚୋରାବାଲି (୭୭)
ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୭
କିଛି ସମୟ ପରେ ସେ ତାଙ୍କ ବ୍ୟାଗ୍ ଧରି ମୋ’ ହାତରେ ଦରମା ଟଙ୍କା ଦେଲେ, କହିଲେ ତୋ’ ବାପା ଆସିଲେ ତାଙ୍କ ସହ ଚାଲିଯିବୁ । ସତ କହୁଛି ବାବୁ ସେ କିଛି ବି କହିନାହାନ୍ତି? ସୁର ମଉସା ପଦାକୁ ଯାଇଥିଲେ, ଫେରିଆସି ମତେ…