Latest Odisha News

BREAKING NEWS

ଅଜଣା ରୋଗକୁ ପିଶାଚର କୋପ ଭାବି ଗ୍ରାମବାସୀ ନିଜକୁ ନିଜେ କଲେ ଲକଡାଉନ

ଶ୍ରୀକାକୁଲମ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଭେନେଲାବଲାସା ଅଂଚଳରେ ଏବେ କୋକୁଆ ଭୟ ଖେଳି ଯାଇଛି । ଏଠାରେ କିଛି ଲୋକଙ୍କୁ ହଠାତ ଜ୍ୱର ଆସିବା ପରେ ମୃତ୍ୟୁ ଘଟିଥିଲା । ଏହାକୁ ପିଶାଚର କୋପ ଭାବି ଗ୍ରାମବାସୀମାନେ ନିଜକୁ ନିଜେ ଲକଡାଉନ କରିଛନ୍ତି । ଗ୍ରାମ ବାହାରକୁ କେହି…

ଫ୍ରିଜ ମଧ୍ୟରେ ୨୦ ଘଂଟା ରହି ନିଜକୁ ବଂଚାଇଲା ୧୧ ବର୍ଷର ବାଳକ

ନୂଆଦିଲ୍ଲୀ: ରଖିବ ହରି ମାରିବ କିଏ । ଫିଲପାଇନ୍ସରେ ଏ ଭଳି ଏକ ଘଟଣା ଘଟିଛି । ପ୍ରବଳ ଝଡ ତୋଫାନ ଯୋଗୁ ସିଜେ ଜେମ୍ସ ରହୁଥିବା ଘରେ ପାଣି ପଶି ଯାଇଥିଲା । କିଛି ବୁଦ୍ଧି ନ ପାଇ ୧୧ ବର୍ଷର ବାଳକଟି ଘରେ ଥିବା ଫ୍ରିଜ ମଧ୍ୟରେ ପଶି ଯାଇଥିଲା । ୨୦ ଘଂଟା ପରେ ତାକୁ ନଦୀ କୂଳରେ ଉଦ୍ଧାର…

ହାତୀ ପାଇଁ ଓଭରପାସ୍: ଆଠଗଡ-ଢେଙ୍କାନାଳ ରେଳଲାଇନ୍ ଉପରେ ତିଆରି ହେବ ଓଭରପାସ

ଢେଙ୍କାନାଳ : ପ୍ରଥମଥର ପାଇଁ ରାଜ୍ୟରେ ହାତୀ ପାଇଁ ହେବ ଓଭରପାସ୍ । ଆଠଗଡ-ଢେଙ୍କାନାଳ ରେଳ ଲାଇନ୍ ଉପରେ ଏହି ଓଭରପାସ୍ ନିର୍ମାଣ କରାଯିବ । ୧୦୦ ମିଟର ଚଉଡାରେ ଏହି ଓଭରପାସ୍ ତିଆରି ହେବ । ଢେଙ୍କାନାଳ କପିଳାସ ବନଖଣ୍ଡ ଅଞ୍ଚଳରେ ହାତୀମାନଙ୍କ ରେଳଲାଇନ୍ ଅତିକ୍ରମ ପାଇଁ ଏହି ଓଭରପାସ୍ ତିଆରି…

ଗଞ୍ଜାମରେ IPL ବେଟିଂ: ବନ୍ଧା ହେଲେ ୬ ଜଣ, ଦେଢ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁର: IPL ମ୍ୟାଚ ଚାଲିଥିବାବେଳେ ଗଞ୍ଜାମରେ ଚାଲିଛି ବେଟିଂ  । ବେଟିଂ ଚଳାଇଥିଲେ ସିଧା ହାଜତକୁ ଗଲେ  ।  ଗଞ୍ଜାମ ଜିଲ୍ଲା ପାଟପୁରରେ ଆଇପିଏଲ ବେଟିଂ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୬ଟି ମୋବାଇଲ ସହିତ ନଗଦ ଏକ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି ପୋଲିସ…

[ଦେଖନ୍ତୁ ଭିଡିଓ] ଦେବୀ ମନ୍ଦିରରେ ଅଲୌକିକ ମହିମା : ପାଣିରେ ଜଳୁଛି ଅଖଣ୍ଡ ଦୀପ

ମଧ୍ୟପ୍ରଦେଶ: ଆମ ଚାରିପଟେ ଅନେକ ମଠ ମନ୍ଦିର ରହିଛି । ଆଉ ସେହି ସବୁ ମନ୍ଦିରର କିଛି ନା କିଛି ରହିଛି ମାହାତ୍ମ୍ୟ । ଏମିତି ଏକ ମନ୍ଦିର ଅଛି ଯେଉଁଠି ମାଆଙ୍କ ନିକଟରେ ବର୍ଷ ବର୍ଷ ଧରି ଦୀପ ଜଳୁଛି । ହେଲେ ଆଶ୍ଚର୍ଯ୍ୟ କଥା ହେଉଛି ସେହି ଦୀପ ଗୁଡିକ ତେଲ କି ଘିଅରେ ଜଳିନଥାଏ । ସବୁ ଦୀପ ଜଳୁଛି…

ଗୁଟଖା ବିଜ୍ଞାପନ ପାଇଁ କ୍ଷମା ମାଗିଲେ ଅକ୍ଷୟ କୁମାର, କହିଲେ ସମସ୍ତ ଆୟ ଜନକଲ୍ୟାଣରେ ଲାଗିବ

ଭୁବନେଶ୍ୱର: ଗଣମାଧ୍ୟମରେ ବଡ଼ ବଡ଼ ଦମ୍ଭିଲା କଥା କହୁଥିବା ଅକ୍ଷୟ କୁମାର ଆଜି ସେହି କଥା ପାଇଁ କ୍ଷମା ମାଗିଛନ୍ତି । କେତେ ସଂସ୍ଥା ତାଙ୍କୁ ମାତ୍ରାଧିକ ଟଙ୍କା ଅଫର୍ କରୁଛନ୍ତି ଗୁଟଖା ବିଜ୍ଞାପନ କରିବା ପାଇଁ । କିନ୍ତୁ ତାଙ୍କର ଏକ ନୈତିକତା ଅଛି । ଟଙ୍କା ପାଇଁ ଅକ୍ଷୟ କେବେ ଏମିତି ଭୁଲ୍…

ମହାରାଣୀ ଏଲିଜାବେଥଙ୍କ ବାର୍ବି ଡଲ ରୂପ

ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ବାର୍ବି ଡଲ ରୂପ ଏବେ ସମସ୍ତଙ୍କ ମନ ମୋହୁଛି । ତାଙ୍କ ଶାସନର ୭୦ ବର୍ଷ ପୂର୍ତି ଅବସରରେ ବାର୍ବି ଡଲ ପ୍ରସ୍ତୁତ କରୁଥିବା କମ୍ପାନୀ ମେଟେଲ ଏହି ରୟାଲ ବାର୍ବି ତିଆରି କରିଥିଲା । ମହାରାଣୀଙ୍କ ୯୬ତମ ଜନ୍ମ ଦିବସ ଅବସରରେ ଏହି କଣ୍ଢେଇର ବଜାର ପ୍ରବେଶ…

[ଭିଡିଓ] ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା : ଲଳିତ ଆତ୍ମହତ୍ୟା କରିଛି ବୋଲି କହିଲେ ବାପା ଓ ଭାଇ

ଝାରସୁଗୁଡା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ଆଜି ମୃତ ଲଳିତ ସାହୁଙ୍କ ବାପା ବେଳାରସେନ ସାହୁ ଓ ଭାଇ ବିରଞ୍ଚି ସାହୁ ଝାରସୁଗୁଡା ଥାନାରେ ପହଁଞ୍ଚି ଲିଖିତ ଅଭିଯୋଗ କରିବା ସହ ଲଳିତ ଆତ୍ମହତ୍ୟା କରିଥିବା କଥା ସ୍ୱିକାର…

ଖନନ ବେଳେ ମନ୍ଦିର ଗର୍ଭଗୃହରୁ ମିଳିଲା ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତି

ଭୁବନେଶ୍ୱର : ମାଟି ତଳୁ ବାହାରିଲା ୧୪ ଶହ ବର୍ଷର ଭାସ୍କର୍ଯ୍ୟ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଶୁକଶାରୀ ମନ୍ଦିରର ପାର୍ଶ୍ୱରେ ଖନନ ବେଳେ ପୁଣି ଦେବା ଦେବୀଙ୍କ ମୂର୍ତ୍ତି ମିଳିଛି । ଶାରୀ ମନ୍ଦିର ପରିସରରୁ  ଆଉ ଏକ ମୂର୍ତ୍ତିକୁ ପ୍ରତ୍ନତତ୍ତ୍ୱ ବିଭାଗ ଠାବ କରିଛି।…

[ଦେଖନ୍ତୁ ଭିଡିଓ] ରାଜଧାନୀରେ ପିଲା ଚୋରି ଓ ବିକ୍ରି ଉଦ୍ୟମ ପଣ୍ଡ, ୫ ଦିନ ପରେ ମିଳିଲା ନାବାଳିକା

ଭୁବନେଶ୍ୱର: ରାଜଧାନୀରେ ପିଲା ଚୋରି ଓ ବିକ୍ରି ଉଦ୍ୟମ ପଣ୍ଡ । ସିସିଟିଭିରେ ନାବାଳିକାକୁ ଚୋରି କରିନେଇ ଯାଉଥିଲା ଅପରାଧି । ୫ ଦିନ ପରେ ମିଳିଲା ନାବାଳିକା । ନାବାଳିକାକୁ ଚୋରି କରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୁଚାଇ ରଖିଥିଲା ଅପରାଧି । ଏହି ଘଟଣା ଇନଫୋସିଟି ଥାନା ଶିଖରଚଣ୍ଡୀ ବସ୍ତିରେ…