Latest Odisha News

BREAKING NEWS

ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ୨୦୮୨ କୋଟି ଅନୁମୋଦନ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ ସିଙ୍ଗିଲ୍ ୱିଣ୍ଡୋ କମିଟି  ବୈଠକରେ ୧୧ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ  ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୨୦୮୨.୧୭ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ…

“ଅତ୍ୟଧିକ ମୋବାଇଲ ବ୍ୟବହାର ମସ୍ତିଷ୍କ ଟ୍ୟୁମରର କାରଣ”

ଭୁବନେଶ୍ୱର: ଦୀର୍ଘ ସମୟ ଧରି ମୋବାଇଲ୍‍ ଫୋନ୍‍ ବ୍ୟବହାର କରୁଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଦୀର୍ଘ ସମୟ ଧରି ମୋବାଇଲ ଫୋନ୍‍ ବ୍ୟବହାର ଦ୍ୱାରା ମସ୍ତିଷ୍କ ଟ୍ୟୁମର ହୋଇପାରେ ବୋଲି କିମ୍‍ସ-ଭୁବନେଶ୍ୱରର ସ୍ନାୟୁ ସର୍ଜନ ଡା. ନରେନ୍ଦ୍ର କୁମାର ଦାସ ସତର୍କ କରାଇଛନ୍ତି। ଜୁନ…

ରାହୁଲ ଗାନ୍ଧୀ ଇଡିରେ ହାଜର ହେବା ବେଳେ ଦଳୀୟ ସମର୍ଥକ ତଦନ୍ତକାରୀ ସଂସ୍ଥା ବିରୋଧରେ ଦେବେ ନାରାବାଜି

ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପବର୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ । ତେବେ ଏହି ସମୟରେ ଦଳର ସମସ୍ତ ସାଂସଦ, ବିଧାୟକ ଆଦି ଇଡି ଅଫିସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବେ ଓ ଇଡି ବିରୋଧରେ ନାରାବାଜି କରିବେ ବୋଲି ଜଣାପଡିଛି । ଉଭୟ ଲୋକସଭା…

କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ସ୍ଥାନରେ ଅଧିକ ଟେଷ୍ଟ କରାଅ: କେନ୍ଦ୍ର

ନୂଆଦିଲ୍ଲୀ : ଗୁରୁବାର କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ କୋଭିଡ ସଂକ୍ରମଣର ନୂଆ କିମ୍ବା କ୍ଲଷ୍ଟର ରିପୋର୍ଟ ଆସୁଥିବା ଅଞ୍ଚଳରେ ଅଧିକରୁ ଅଧିକ ପରୀକ୍ଷା ସୁନିଶ୍ଚିତ କରିବାକୁ କହିଛନ୍ତି ଏବଂ ଏହି ରୋଗର ମୁକାବିଲା ପାଇଁ ପାଇଁ ପଞ୍ଚମୁଖୀ ରଣନୀତି ଅନୁସରଣ କରିବାର…

ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବର୍ତ୍ତମାନ ସରପଞ୍ଚ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଳକ ମସିଆଖାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋଜ କୁମାର ସେଠୀଙ୍କୁ ମାରଣାନ୍ତକ ଆକ୍ରମଣ ଘଟଣାରେ ବର୍ତ୍ତମାନର ସରପଞ୍ଚ କେ. ବୁଲୁ(୪୨)ଙ୍କୁ ବ୍ରହ୍ମପୁର ସଦର ଥାନା ପୋଲିସ ଗିରଫ କରିଛି । ଫଳରେ ଏହି ଆକ୍ରମଣ ଘଟଣାରେ ସଂପୃକ୍ତି ଅଭିଯୋଗରେ ଗିରଫ…

ଗଞ୍ଜାମରେ ବ୍ୟାପକ ହେବ ଘରୋଇ ନର୍ସିଂହୋମ୍‌ ଯାଞ୍ଚ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ବେଆଇନ ଭାବେ ଲିଙ୍ଗନିରୂପଣ କରୁଥିବା ଏକ ବଡ଼ ରାକେଟକୁ ବ୍ରହ୍ମପୁର ପୁଲିସ ଗତ କିଛି ଦିନ ପୂର୍ବେ ଧରିଥିଲା । ଏଥି ସହିତ କେତେକ ସ୍ଥାନରେ ବେଆଇନ ଭାବେ ନର୍ସିଂହୋମ୍‌ ଚାଲିଥିବା ନେଇ ମଧ୍ୟ ଅଭିଯୋଗ ପରେ ସେଗୁଡ଼ିକୁ ସିଲ୍‌ କରାଯାଇଥିଲା । ପୂର୍ବରୁ ମଧ୍ୟ…

ଶିଶୁ ଶ୍ରମିକ ମୁକ୍ତ ହେବ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା, ପ୍ରଶାସନ ଜାରି କଲା ହେଲପ ଲାଇନ ନମ୍ବର

ବ୍ରହ୍ମପୁର: ଗଞ୍ଜାମ ଜିଲା ଶିଶୁ ଶ୍ରମିକ ମୁକ୍ତ ଜିଲା ଭାବେ ଗଠନ କରିବାକୁ ତତ୍ପରତା ଦେଖାଦେଇଛି । ଯଦି କେଉଁଠାରେ ଶିଶୁ ଶ୍ରମିକଙ୍କୁ କେହି ଦେଖନ୍ତି, ତେବେ ଏନେଇ ସୂଚନା ଦେବା ପାଇଁ ଜିଲା ପ୍ରଶାସନ ତରଫରୁ ସ୍ବତନ୍ତ୍ର ହେଲପଲାଇନ ନମ୍ବର ଜାରି କରାଯାଇଛି । ଛତ୍ରପୁର ଶ୍ରମ ଜିଲା ପାଇଁ…

ମନ୍ତ୍ରୀ ହେବା ପରେ ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତଙ୍କ ଇସ୍ତଫା

ବ୍ରହ୍ମପୁର: ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଛନ୍ତି । ଏନେଇ ଯୋଜନା ଏବଂ ସଂଯୋଜନ ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ଗତ ରବିବାର ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର…

ମିଲର,ଡୁସେନଙ୍କ ବିସ୍ଫୋରକ ବ୍ୟାଟିଂ: ପ୍ରଥମ ଟି୨୦ରେ ହାରିଲା ଭାରତ, ରେକର୍ଡରୁ ବି ବଂଚିତ

ନୂଆଦିଲ୍ଲୀ: ଡେଭିଡ ମିଲର ଏବଂ ରେସି ଭାନ ଡେର ଡୁସେନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଭାରତକୁ ୭ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ଈଶାନ କିଶାନଙ୍କ ୭୬ ରନ ସହାୟତାରେ ୪ ୱିକେଟ ହରାଇ ୨୧୧ ରନ…

ପାରମ୍ପରିକ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ନିମନ୍ତେ ‘ଓଡ଼ିଶା ମୋ ପରିବାର’ର ଅନନ୍ୟ ପ୍ରୟାସ

ଭୁବନେଶ୍ୱର:  କଳା, ସଙ୍ଗୀତ ଏବଂ କ୍ରୀଡ଼ାରେ ପାରଙ୍ଗମ ଥିବା ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାକୁ ଓଡ଼ିଶା-ମୋ ପରିବାର ପ୍ରୟାସ ଜାରି ରଖି ଝୋଟି ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି । ଏହି କ୍ରମରେ ଆଜି ଭୁବନେଶ୍ୱରସ୍ଥିତ ସିଅନ ଶ୍ରମିକ ବସ୍ତି, ବିଡିଏ…