Latest Odisha News

BREAKING NEWS

କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ , ଜଳସେଚନ ପ୍ରକଳ୍ପ କାମର ତଦାରଖ କଲେ

କେନ୍ଦୁଝର : କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭିକେ ପାଣ୍ଡିଆନ୍ । ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ । ମୁଖ୍ୟତଃ ଦୁଇ ହଜାର ୪ଶହ ୩୮ କୋଟି ଟଙ୍କାରେ ନିର୍ମାଣା ଧିନ କାନପୁର ଜଳ ସେଚନ ପ୍ରକଳ୍ପ ଓ ଅନ୍ୟ…

ୱାର୍ଲ୍ଡ ଆର୍ଥ ଡେ: ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ବାର୍ତ୍ତା

ପୁରୀ: ଆଜି ‘ ୱାର୍ଲ୍ଡ ଆର୍ଥ ଡେ ’। ଧରିତ୍ରୀକୁ ସମ୍ମାନ ଦେବା ସହ ଏହାର ସୁରକ୍ଷା ଲାଗି ପ୍ରତି ବର୍ଷ ଏପ୍ରିଲ୍ ୨୨ ତାରିଖକୁ ‘ ୱର୍ଲ୍ଡ ଆର୍ଥ ଡେ ’ ବା ବିଶ୍ୱ ଧରିତ୍ରୀ ଦିବସ ଭାବେ ପାଳନ କରାଯାଏ। ୧୯୭୦ ମସିହାରେ ଆରମ୍ଭ ହୋଇଥିବା ଏହି ପରମ୍ପରା ବର୍ତ୍ତମାନ ୧୯୨ ଦେଶରେ ପ୍ରଚଳିତ ହେଉଛି ।…

ବରଗଡ଼ରେ ପାରିବାରିକ କଳହର ଉଗ୍ରରୂପ : ଦୁଇ ଭାଇଙ୍କ ଆକ୍ରମଣରେ ଉଜୁଡି ଗଲା ପରିବାର

ବରଗଡ଼ : ମାହାଙ୍ଗା ପରେ ବରଗଡ଼ରେ ଦେଖିବାକୁ ମିଳିଛି ପାରିବାରିକ କଳହର ଉଗ୍ରରୂପ । ସମ୍ପର୍କୀୟ ଭାଇଙ୍କ ଆକ୍ରମଣରେ ବାପା ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ବୋହୂକୁ ମେଡିକାଲରେ ଭର୍ତ୍ତି କରଯାଇଛି । ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ…

ପୁଣି ରାଜଧାନୀରେ ଲୁଟ୍‌: ବନ୍ଧୁକ ମୁନରେ ଲୁଟିନେଲେ ୬ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା ଅଳଙ୍କାର

ଭୁବନେଶ୍ୱର : ରାଜଧାନୀରେ ମାତିଛି ଲୁଟେରାଙ୍କ ଆତଙ୍କ । ପୁଣି ଥରେ ବନ୍ଧୁକମୁନରେ ଲୁଟିଛନ୍ତି ସୁନା ଅଳଙ୍କାର। ଶତାବ୍ବୀ ନଗର ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ଗତକାଲି ବିଳମ୍ବିତ ରାତିରେ ଲୁଟି ନେଇଛନ୍ତି ୬ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର । ଶତାବ୍ବୀ ନଗରରେ ଜୁଏଲରୀ ମାଲିକ ରାତିରେ…

୨୯ରୁ ମାଟ୍ରିକ ପରୀକ୍ଷା, ଆଜିଠୁ ନୋଡାଲ୍‌ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଦଶମ ଶ୍ରେଣୀ ସମେଟିଭ୍‌ ଆସେସ୍‌ମେଣ୍ଟ୍‌-୨ ତଥା ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌, କରେସପେଣ୍ଡେଣ୍ଟ୍‌ କୋର୍ସ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ଏହିସବୁ ପରୀକ୍ଷା ଲାଗି ଆଜିଠୁ…

୨୪ ଘଣ୍ଟାରେ ଦେଶରେ ୨,୪୫୧ କୋଭିଡ୍‌-୧୯ ଆକ୍ରାନ୍ତ; ୫୪ଜଣ ମୃତ

ଦିଲ୍ଲୀ:  ଶୁକ୍ରବାର ମଧ୍ୟ ଦେଶରେ ଦୈନିକ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୨ ହଜାରରୁ ଅଧିକ ରହିଛି । ଗତକାଲି ନୂଆ ସଂକ୍ରମଣ ସଂଖ୍ୟା ୨,୦୬୭ ଥିଲା। ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, ହରିୟାଣା ଏବଂ ମିଜୋରାମରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡ଼ିଛି । କେନ୍ଦ୍ର…

ଜମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର : ଜଣେ ଯବାନ ସହିଦ, ୪ ଆତଙ୍କବାଦୀ ନିପାତ

ଜମ୍ମୁ  : ଜମ୍ମୁରେ ବଡଧରଣ ଆତଙ୍କବାଦୀ ଆକ୍ରମଣ ହୋଇଛି । ମର୍ଣ୍ଣିଂ ସିଫ୍ଟରେ ଯାଉଥିବା ସିଆଇଏସଫର ଏକ ବସ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଭୋର ୪ଟା ୨୫ରେ ହୋଇଥିବା ଏହି ଆକ୍ରମଣ ଫଳରେ ଏଏସଆଇ ଏସପି ପାଟିଲ ସହିଦ ହୋଇଥିବାବେଳେ ଅନ୍ୟ ୯ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ବସରେ ୧୫ ଜଣ…

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ୨ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅଂଚଳରେ  ହତ୍ୟାକାଣ୍ଡ ।  ଚୈତ୍ର ପର୍ବ ଚାଲିଥିବା ବେଳେ ୨ ସାହି ମଧ୍ୟରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଛି। ସଂଘବଦ୍ଧ ଆକ୍ରମଣରେ ଦାମନଯୋଡ଼ି ଥାନା ସିନ୍ଧିପାର ଗାଁର ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବାର ସୂଚନା…

କଂଗ୍ରେସ ବିଧାୟକ ସାଲୁଜାଙ୍କ ଉପରେ ବର୍ଷିଲେ ଦଳୀୟ ମୁଖପାତ୍ର

ଭୁବନେଶ୍ୱର: କଂଗ୍ରେସ ଦଳରେ ଶୃଙ୍ଖଳା ନାହିଁ । ଯେଉଁଥିପାଇଁ ଦଳରେ କନ୍ଦଳ ଭରି ରହିଛି । ତେଣୁ ଦଳ ଆଗକୁ ବଢି ପାରୁନାହିଁ । ଯଦି ସନ୍ତୋଷ ସିଂହ ଭଳି ବିଧାୟକ ନିଜର ଅସନ୍ତୋଷକୁ ମିଡିଆ ଆଗରେ କହିବା ପରିବର୍ତ୍ତେ ଦଳୀୟ ଫୋରମରେ କହିବେ ତାହେଲେ ଭଲ ହୁଅନ୍ତା । ଏକଥା କହିଛନ୍ତି କଂଗ୍ରେସ…

ବିନା ଡିପିଆରରେ ଐତିହ୍ୟ ପ୍ରକଳ୍ପ କାମ କରିବା ଠିକ୍ ନୁହେଁ: ସଂସଦୀୟ କମିଟି

ପୁରୀ: ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ବିନା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ନିର୍ମାଣ କାମ ଜାରି ରଖିବା ଠିକ୍ ନୁହେଁ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟ ଅଧୀନରେ ଥିବା ସଂସଦୀୟ କମିଟିର ସଦସ୍ୟ ସାମ୍ଭାଜୀ ରାଜେ ଛତ୍ରପତି ପୁରୀ ଗସ୍ତରେ ଆସି ଏହା କହିଛନ୍ତି ।…