Latest Odisha News

BREAKING NEWS

ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରା ଅଭାବ ଇନ୍ଧନ ସଂକଟର କାରଣ

ଭୁବନେଶ୍ୱର : ପେଟ୍ରୋଲ ବୋଝେଇ ଜାହାଜ ପ୍ରାୟ ଦୁଇମାସ ଧରି ଶ୍ରୀଲଙ୍କା କୂଳରେ ଲାଗିଛି। କିନ୍ତୁ ଏହାର ଦେୟ ଦେବା ପାଇଁ ଶ୍ରୀଲଙ୍କା ନିକଟରେ ବିଦେଶୀ ମୁଦ୍ରା ନାହିଁ। ତେବେ ଦେଶରେ ଡିଜେଲର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍‌ ଥିବା ସରକାର କହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଶକ୍ତି ମନ୍ତ୍ରୀ…

ଓମ୍ବାଡସି ଓଭରସାଇଟି ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଗସ୍ତ

ସୁନ୍ଦରଗଡ଼: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ସେ ଓମ୍ବାଡସିର ଆର୍ଥିକ ସହାୟତାରେ ଜିଲ୍ଲାରେ ଚାଲିଥିବା…

ବିବାହ ପାଇଁ ଅର୍ଜୁନ ଆଶ୍ଚର୍ଯ୍ଯ

ଭୁବନେଶ୍ୱର : ବଲିଉଡରେ ସବୁଠାରୁ ଅଧିକ ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରୁ ଅର୍ଜୁନ କପୁର ଏବଂ ମଲାଇକା ଏବେ ଆଗରେ। ମଲାଇକା ଏବଂ ଅର୍ଜୁନ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ଆନୁଷ୍ଠାନିକ ଭାବରେ ୨୦୧୯ରେ ସେମାନଙ୍କର ସମ୍ପର୍କ ଘୋଷଣା କରିଥିଲେ। ଦୁହେଁ ଖୁବ୍‌ଶୀଘ୍ର ବିବାହ କରିବେ…

ଛାତ୍ର କଂଗ୍ରେସର ମନେ ନାହିଁ ବ୍ରଜରାଜନଗର ବିଧାନସଭା ମତଦାନ ତାରିଖ

ଭୁବନେଶ୍ୱର: ପିଲା ପରୀକ୍ଷା ତାରିଖ କେବେ ଭୁଲନ୍ତି ନାହିଁ । ରାଜନେତା ଏବଂ ରାଜନୈତିକ ଦଳ ଭୁଲନ୍ତି ନାହିଁ କେବେ କେଉଁଠି ଭୋଟ୍ ପଡ଼ିବ । କାରଣ ଏହି ଗୋଟିଏ ଦିନରେ ହିଁ ଲୋକଙ୍କ ମତଦାନ ସାବ୍ୟସ୍ତ କରି ଦେବ ସେମାନେ କ୍ଷମତାରେ ରହିବେ କି ନାହିଁ । ତେବେ ରାଜ୍ୟର ଛାତ୍ର କଂଗ୍ରେସ ଏକ…

ଭାଷା ଭାଗବତ : ବସ୍ତୁ ହିଁ ବାସ୍ତବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୦  ଅମୂଳକ ଆବେଗଧାରୀ ଅଧିକାଂଶ ଲୋକ ଆମରି ଭାଗ୍ୟାଧୀନ ହୋଇ ଚଳଂତି କେବଳ ଅତୀତ ଦେଖଂତି ଯାହା ଏଠି ଯାଇଛି ବିତି ତାହା ଏହି ଜାତିର ଖ୍ୟାତି ବଂଧନରୁ ସ୍ବେଚ୍ଛାରେ ମୁକ୍ତି ଲୋଡ଼େନାହିଁ ଏଠାରେ ବ୍ୟକ୍ତି ସୀମାୟତ୍ତ ହୋଇ ଆନଂଦ…

ବିଜୁଳି କାଟ ପ୍ରସଙ୍ଗରେ ଲୋକଙ୍କ ସହ କିଏ ଖେଳୁଛି ଲୁଚକାଳି ?

ଭୁବନେଶ୍ୱର: ଗତ ମାସରେ ଅସହ୍ୟ ତାତି ଯେତେବେଳେ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା ସେତେବେଳେ ଶାସନ ସଚିବ କହିଥିଲେ ବିଜୁଳି କାଟ ହେବ ନାହିଁ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଏହି କେହି ପଦ କଥା ରାଜ୍ୟବାସୀଙ୍କୁ ଆଶ୍ୱସନା ଦେଇଥିଲା। କିନ୍ତୁ ବାସ୍ତବ ଚିତ୍ର କିଛି ଭିନ୍ନ…

ନବମ ପରୀକ୍ଷାରେ ବିଦ୍ୟାର୍ଥୀ ଅନୁପସ୍ଥିତ ରହିବା ପଛର କାରଣ ଖୋଜାଯିବ: ମନ୍ତ୍ରୀ

ଭୁବନେଶ୍ୱର: ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ରିପୋର୍ଟ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ବୁଧବାର ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,…

ପୁରୀ ଏମାର ମଠ ପରିସରରେ ସିଂହ ମୂର୍ତ୍ତି ମିଳିବା ଘଟଣାରେ ପ୍ରଶ୍ନ କଲେ ସମ୍ବିତ, ଜବାବ ରଖିଲା ବିଜେଡି

ଭୁବନେଶ୍ୱର : ପୁରୀ ଏମାର ମଠ ପରିସରରେ ସିଂହ ମୂର୍ତ୍ତି ମିଳିବା ଘଟଣାରେ ଦିଲ୍ଲୀରୁ ରାଜ୍ୟ ସରକାରଙ୍କୁ ସିଧା ପ୍ରଶ୍ନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଏଥିସହ ଉଦବେଗ ପ୍ରକାଶ କରି କହିଛନ୍ତି, ସଂସ୍କୃତି, ଐତିହ୍ୟ, ପରମ୍ପରା ଏବଂ ଇତିହାସକୁ ସୁରକ୍ଷା ଦେବାରେ…

ସ୍ପୋର୍ଟସ ସୁଟରଙ୍କ ବନ୍ଧୁକରୁ ଛାତ୍ର ନେତାଙ୍କୁ ଗୁଳିମାଡ଼, ବନ୍ଧା ହେଲା ଅଭିଯୁକ୍ତ

ଭୁବନେଶ୍ୱର: ମଙ୍ଗଳବାର ସିଆରପି ଛକ ଗୁଳିମାଡ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା। ସ୍ପୋର୍ଟସ ସୁଟରଙ୍କ ବନ୍ଧୁକରୁ ଛାତ୍ର କଂଗ୍ରେସ ନେତାଙ୍କୁ ଉପରକୁ ଗୁଳିମାଡ ହୋଇଥିଲା। ଘଟଣାର ଛାନଭିନ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣଙ୍କ ହେଲେ ସିଆରପି ଅଞ୍ଚଳରେ ରହୁଥିବା ଜଣେ…

ବୁର୍କିନି ଉପରୁ ହଟିଲା ବ୍ୟାନ୍, ସ୍ୱିମିଂ ପୁଲରେ ଆରମରେ ପହଁରିବେ ମୁସଲିମ୍ ମହିଳା

ଭୁବନେଶ୍ୱର: ବୁର୍କିନି ଉପରୁ ହଟିଲା ବ୍ୟାନ୍ । ଏବେ ବୁର୍କିନି ପିନ୍ଧି ପହଁରିପାରିବେ ମୁସଲିମ୍ ମହିଳା । ଫ୍ରେଞ୍ଚ ସହର ଗ୍ରେନୋବଲ ବୁର୍କିନି ନିଷିଦ୍ଧ ନିୟମକୁ ଉଚ୍ଛେଦ କରିଦେଇଛି । ମେ ୧୬ରେ ସହରର ସ୍ୱିମିଂ ପୁଲ୍ ଗୁଡ଼ିକରେ ଏକାଠି ହୋଇଥିଲେ ଶତାଧିକ ମୁସଲିମ୍ ମହିଳା । ନିଷିଦ୍ଧାଦେଶ…