ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ : ଫାଇନାଲରେ ନିଖତ
ନୂଆଦିଲ୍ଲୀ: ଇସ୍ତାନବୁଲରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ କମାଲ କରିଛନ୍ତି ଭାରତର ନିଖତ ଜରୀନ । ୫୨ କେଜି ବିଭାଗର ଫାଇନାଲରେ ପ୍ରବେଶ କରି ନିଖିତ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ଚଳିତ ବର୍ଷ ପ୍ରଥମ ଭାରତୀୟ ଭାବେ ସେ ବିଶ୍ୱ ଚାମ୍ପିୟନଶିପ ମୁକାବିଲାର ଫାଇନାଲରେ…