Latest Odisha News

BREAKING NEWS

ସ୍ୱାମୀଙ୍କୁ ପିଟିପିଟି ହତ୍ୟା : ହତ୍ୟାକାଣ୍ଡ ପରେ ସ୍ତ୍ରୀ ପିଲାମାନଙ୍କୁ ନେଇ ଫେରାର

ବାରିପଦା: ସ୍ୱାମୀଙ୍କୁ ପିଟିପିଟି ହତ୍ୟା ।  ହତ୍ୟାକାଣ୍ଡ ପରେ ସ୍ତ୍ରୀ ପିଲାମାନଙ୍କୁ ନେଇ ଫେରାର  ।  ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ସିରିଆପାଳ ଗାଁରେ ସ୍ୱାମୀଙ୍କୁ ସ୍ତ୍ରୀ ପିଟିପିଟି ମାରିଦେଇଥିବାର ଖବର ମିଳିଛି। । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବାର ପ୍ରାଥମିକ ତଦନ୍ତରୁ…

କରୋନା ବେଳେ ଚିନ୍ତା ବଢାଇଲା ନୂଆ ଭାଇରସ୍, ଆମେରିକାରେ ହେଲା ଚିହ୍ନଟ

ୱାସିଂଟନ୍‌: ଚଳିତ ବର୍ଷ ପ୍ରଥମ କରି ଯୁକ୍ତରାଷ୍ଟ୍ର ଆମେରିକାର ମାସାଚ୍ୟୁସେଟ୍‌ସ୍‌ରେ ବିରଳ ‘ମଙ୍କିପକ୍ସ୍‌’ ସଂକ୍ରମଣ ଚିହ୍ନଟ ହୋଇଛି। ଏହି ରୋଗରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଜଣକ କାନଡା ଭ୍ରମଣରେ ଯାଇଥିଲେ। ଆକ୍ରାନ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ…

ରାଜଧାନୀରେ ଚାଞ୍ଚଲ୍ୟ: ଯୁବକଙ୍କୁ ହତ୍ୟାକରି ପୋଡ଼ି ଦେଲେ ଦୁର୍ଵୃତ୍ତ

ଭୁବନେଶ୍ବର: ରାଜଧାନୀରେ ଜଣେ ଯୁବକଙ୍କୁ ହତ୍ୟାକରି ପୋଡ଼ି ଦେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଇନଫୋସିସ୍ ଥାନା ଅଧୀନ ଶିଖରଚଣ୍ଡୀ ପାହାଡ଼ରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ହୋଇଛି। ବିଳମ୍ବିତ ରାତ୍ରିରେ ଯୁବକଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀମାନେ ଶବକୁ…

ପୁଣି ବଢ଼ିଲା LPG ସିଲିଣ୍ଡର ଦର, ଘରୋଇ ସିଲିଣ୍ଡର ପିଛା ୩ ଟଙ୍କା ୫୦ ପଇସା ବୃଦ୍ଧି

ଭୁବନେଶ୍ୱର: ଖାଉଟିଙ୍କୁ ମହଙ୍ଗା ମାଡ଼ । ପୁଣି ବଢ଼ିଲା ଗ୍ୟାସ ସିଲିଣ୍ଡର ଦାମ୍ । ଘରୋଇ ସିଲିଣ୍ଡର ଦାମ ୩ ଟଙ୍କା ୫୦ ପଇସା ବଢ଼ିଥିବା ବେଳେ, କମର୍ସିଆଲ ସିଲିଣ୍ଡର ଦର ୮ ଟଙ୍କା ବୃଦ୍ଧି ପାଇଛି । ଦର ବଢ଼ିବା ପରେ ଭୁବନେଶ୍ୱରରେ ଘରୋଇ LPG ସିଲିଣ୍ଡର ମୂଲ୍ୟ ୧ ହଜାର ୨୯ ଟଙ୍କା ୫୦ ପଇସା…

ଅନୁବାଦ କବିତା : ତୁମେ କହିଥିଲ

ମୂଳ ବାଂଲା : ଶାମସୁର ରାହମାନ ଦାଉ ଦାଉ ହୋଇ ଜଳି ଯାଉଛି ନୂଆ ବଜାର ପୋଡ଼ି ଯାଉଛି ଦୋକାନ ଘର କାଠ, ଲୁହା ଓ ଅନ୍ୟ ଆସବାବ ପତ୍ର ମସଜିଦ ଓ ମନ୍ଦିର। ସାଙ୍ଘାତିକ ଭାବରେ ଜଳୁଛି ଚାରିପଟ ଘରଦ୍ୱାର ପୋଡ଼ି ଯାଉଛି ଶୁଆର ପିଞ୍ଜରା ରବୀନ୍ଦ୍ର ରଚନାବଳୀ, ମିଷ୍ଟାନ୍ନ ଭଣ୍ଡାର…

ତାଜ ହୋଟେଲକୁ ନାନୋ କାରରେ ଆସିଲେ ରତନ ଟାଟା

ମୁମ୍ବାଇ: ଦେଶ ନିର୍ମାଣରେ ସର୍ବାଧିକ ଅବଦାନ ରଖିଥିବା ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ ଶିଳ୍ପପତି ରତନ ଟାଟା । ନିଜର ନମ୍ର ବ୍ୟବହାର ଏବଂ ମିଷ୍ଟଭାଷା ପାଇଁ ସବୁବେଳେ ଲୋକଙ୍କ ପାଖରେ ଗ୍ରହଣୀୟତା ହୋଇପାରୁଥିବା ଏହି ବ୍ୟକ୍ତି ପୁଣିଥରେ ଚର୍ଚ୍ଚାରେ । ଏକ ଭିଡିଓ ଭାଇରାଲ ହୋଇଛି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୭୭    ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ (ନାରାୟଣ )ଙ୍କ ସ୍ଥିତି ସକଳ ଘଟରେ। ଏହି ସତ୍ୟକୁ ଉପଲବ୍ଧି କରି ସାଧକ କବି ଜଗନ୍ନାଥ ଦାଶ "ଓଡ଼ିଆ ଭାଗବତ "ରେ ସୁନ୍ଦର ପଦ ଟିଏ ଦେଲେ "ସକଳ ଘଟେ ନାରାୟଣ,…

ନୂଆ ନିୟମ ଅନୁଯାୟୀ କଂଗ୍ରେସର ପ୍ରମୁଖ ପଦରେ ଥିବା ରଣଦୀପ, ମୁକୁଲ ପଦ ହରାଇବେ !

ନୂଆଦିଲ୍ଲୀ: କଂଗ୍ରେସ ପୁଣିଥରେ ଆଗକୁ ବଢ଼ିବ । ଏହି ଚିନ୍ତାଧାରା ନେଇ ଦଳ ଏବେ ଆମୁଳଚୁଳ ପରିବର୍ତ୍ତନ କରିବ ବୋଲି ସୂଚନା ରହିଛି। ଉଦୟପୁରରେ ଚାଲିଥିବା ଚିନ୍ତନ ଶିବରରେ ଏ  ନେଇ ସ୍ଥିର ହୋଇଛି । ଯେ କୌଣସି ବ୍ୟକ୍ତି ପାଞ୍ଚ ବର୍ଷରୁ ଅଧିକ ସମୟ ଧରି କୌଣସି ପଦବୀରେ ରହିପାରିବେ ନାହିଁ। ଏଭଳି…

ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରା ଅଭାବ ଇନ୍ଧନ ସଂକଟର କାରଣ

ଭୁବନେଶ୍ୱର : ପେଟ୍ରୋଲ ବୋଝେଇ ଜାହାଜ ପ୍ରାୟ ଦୁଇମାସ ଧରି ଶ୍ରୀଲଙ୍କା କୂଳରେ ଲାଗିଛି। କିନ୍ତୁ ଏହାର ଦେୟ ଦେବା ପାଇଁ ଶ୍ରୀଲଙ୍କା ନିକଟରେ ବିଦେଶୀ ମୁଦ୍ରା ନାହିଁ। ତେବେ ଦେଶରେ ଡିଜେଲର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍‌ ଥିବା ସରକାର କହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଶକ୍ତି ମନ୍ତ୍ରୀ…

ଓମ୍ବାଡସି ଓଭରସାଇଟି ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଗସ୍ତ

ସୁନ୍ଦରଗଡ଼: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ସେ ଓମ୍ବାଡସିର ଆର୍ଥିକ ସହାୟତାରେ ଜିଲ୍ଲାରେ ଚାଲିଥିବା…