Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୭)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୭  ସୁଲୁସୁଲିଆ ପବନ ବାଜି ଶାନ୍ତିରେ ପଛ ସିଟରେ ଢୁଳେଇ ପଡ଼ିଛି ସୁକାନ୍ତି । ଗାଁ ମୁଣ୍ଡରେ ଗାଡ଼ି ରହିଲା । ଧଡ଼ପଡ଼ ହେଇ ଉଠିଗଲା । ତା’ ସୁରକ୍ଷିତ ମାତୃତ୍ୱର ଅଭୟ ବାଣୀ ଦେଇ ବିଦାୟ ଦେଲା ଆରାଧ୍ୟା । ଆଖି ତା'ର ଛଳଛଳ ।…

ସଂସଦରେ ସରକାର ରଖିଲେ ଉତ୍ତର, ସ୍ମାର୍ଟଫୋନ୍ ଦ୍ୱାରା ଛୋଟ ଛୁଆଙ୍କ ଏକାଗ୍ରତା ନଷ୍ଟ ହେଉଛି

ନୂଆଦିଲ୍ଲୀ: ପିଲାମାନଙ୍କ ଉପରେ ସ୍ମାର୍ଟଫୋନର ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଉଛି। ପରିସ୍ଥିତି ଏପରି ହୋଇଛି ଯେ ପ୍ରତ୍ୟେକ ୫ ପିଲାଙ୍କ ମଧ୍ୟରୁ ଜଣେ ଶୋଇବା ପୂର୍ବରୁ ବେଡରେ ସ୍ମାର୍ଟଫୋନ୍ ବ୍ୟବହାର କରୁଛି । ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଏକ ତୃତୀୟାଂଶରୁ ଅଧିକ ପିଲାଙ୍କ ଏକାଗ୍ରତା…

ଦେଶରୁ ହଟିଲା କରୋନା ମହାମାରୀ ଆକ୍ଟ

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ କେନ୍ଦ୍ର ସରକାର ଲଗାଇଥିବା ସମସ୍ତ ପ୍ରତିବନ୍ଧକ ୩୧ ମାର୍ଚ୍ଚ ସୁଦ୍ଧା ହଟାଯିବ। ଗୃହ ମନ୍ତ୍ରଣାଳୟ ବୁଧବାର ଏହା କହିଛି । କୋଭିଡ-ସୁରକ୍ଷା ବ୍ୟବସ୍ଥା ବର୍ତ୍ତମାନ ପାଇଁ ବିପର୍ଯ୍ୟୟ ପରିଚାଳନା ଆଇନ କାର୍ଯ୍ୟକାରୀ ହେବ ନାହିଁ। ତଥାପି, ସର୍ବସାଧାରଣ ସ୍ଥାନରେ…

ଭୋଟ୍ ଦେବେନି ସାଂସଦ ଅପରାଜିତା !

ଭୁବନେଶ୍ୱର: ରାତି ପାହିଲେ ମହାନଗର ନିଗମ ପାଇଁ ଭୋଟ୍ ପଡିବ । ନିଜ ନିଜର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ସମସ୍ତ ଭୋଟର ପ୍ରସ୍ତୁତ। କିନ୍ତୁ ଭୋଟ୍ ଦେବାକୁ ଆସିବେନି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ ଦିଲ୍ଲୀରେ ଅଛନ୍ତି । ଆସନ୍ତାକାଲି ଅପରାହ୍ନ 12ଟା 30ରେ ନିଜ ବୁଥ…

ସୌରଜଗତ ବାହାରେ ମହାକାଶରେ ଚିହ୍ନଟ ହେଲାଣି ୫୦୦୦ ଗ୍ରହ !

ନୂଆଦିଲ୍ଲୀ: ମହାକାଶର ରହସ୍ୟ ଜାଣିବା ଏତେ ସହଜ ନୁହେଁ । ବିଭିନ୍ନ ଦେଶର ବୈଜ୍ଞାନିକମାନେ ଏଥି ନିମନ୍ତେ ଯଥାସମ୍ଭବ ଉଦ୍ୟମ ଜାରୀ ରଖିଛନ୍ତି । ନିକଟରେ ନାସା ପକ୍ଷରୁ ଏକ ଅଦ୍ଭୁତପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯାଇଛି । ମହାକାଶରେ ସୌରଜଗତ ବାହାରେ ୫୦୦୦ ଗ୍ରହ ବୈଜ୍ଞାନିକମାନେ ଚିହ୍ନଟ କରି…

ଏନଡିଏ ସରକାରରେ ସାମିଲ ହେଲେ ଭିଆଇପିର ୩ ବିଧାୟକ, ଏକୁଟିଆ ପଡିଗଲେ ମୁକେଶ

ପାଟନା: ବିହାର ରାଜନୀତିରେ ଆଜି ଏକ ବଡ ନାଟକୀୟ ପରିବର୍ତନ ଦେଖିବାକୁ ମିଳିଛି । ଏନଡିଏ ସରକାରରେ ସାମିଲ ବିକାଶଶୀଳ ଇନସାନ ପାର୍ଟି (ଭିଆଇପି)ର ୩ ବିଧାୟକ ଦଳ ଛାଡି ବିଜେପିକୁ ସମର୍ଥନ ଦେଇଛନ୍ତି । ବିଧାନସଭା ଅଧ୍ୟକ୍ଷ ବିଜୟ ସିହ୍ନାଙ୍କୁ ରାଜୁ ସିଂ, ସ୍ୱର୍ଣ୍ଣା ସିଂ ଓ ମିଶ୍ରୀ ଲାଲ ଯାଦବ…

ଆଇପିଏଲକୁ ଫେରିବେ ଦର୍ଶକ

ନୂଆଦିଲ୍ଲୀ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଆଇପିଏଲର ଆଗାମୀ ସଂସ୍କରଣରେ ଦର୍ଶକମାନେ ଷ୍ଟାଡିୟମରେ ମ୍ୟାଚ ଉପଭୋଗ କରିପାରିବେ । ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଥିବା ଏହି ୬୫ ଦିନିକିଆ ଲୋକପ୍ରିୟ ଟୁର୍ଣ୍ଣାମେଂଟରେ ମୋଟ ୭୦ ମ୍ୟାଚ ଖେଳାଯିବ । ମୁମ୍ବାଇରେ ୫୫ ଓ ପୁଣେରେ ୧୫ ମ୍ୟାଚ…

ବୀର ସାୱରକରଙ୍କ ଜୀବନୀ ଉପରେ ହେବ ଫିଲ୍ମ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ଓ ଦି କେରଳ ଷ୍ଟୋରି ଫିଲ୍ମ ପରେ ବିବାଦୀୟ ସ୍ୱାଧିନତା ସଂଗ୍ରାମୀ ବିନାୟକ ଦାମୋଦର ସାୱରକରଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମିତ ହେବାକୁ ଯାଉଛି । ଫିଲ୍ମର ନାମ ସ୍ୱତନ୍ତ୍ର ବୀର ସାୱରକର ରଖାଯାଇଛି । ରଣଦୀପ ହୁଡ୍ଡା ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ସନ୍ଦୀପ…

ପାକିସ୍ତାନରେ ରାଜନୈତିକ ସଂକଟ: ଦେଶ ଛାଡିଲେ ଇମ୍ରାନଙ୍କ ପ୍ରମୁଖ ପରାମର୍ଶଦାତା

ଲାହୋର:ପାକିସ୍ତାନରେ ରାଜନୈତିକ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି । ୨୫ କିମ୍ବା ୨୮ ମାର୍ଚ୍ଚରେ ଇମ୍ରାନ ଖାଁ ସରକାରଙ୍କ ବିରୋଧରେ ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଆସିବ । କେତେକ ରିପୋର୍ଟ ଅନୁସାରେ ଫ୍ଲୋର ଟେଷ୍ଟ ପୂର୍ବରୁ ଇମ୍ରାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ଇତି ମଧ୍ୟରେ…

ଭଗବାନ ଶିବଙ୍କର ଭକ୍ତ ହେଉଛନ୍ତି ବିରାଟ କୋହଲି , ଶରୀରରେ ୩ଟି ଟାଟୁ ଏବେ ଚର୍ଚ୍ଚାରେ

ମୁମ୍ବାଇ : ବଲିଉଡର ଷ୍ଟାର୍ ମାନଙ୍କ ପତି କିଛି ନା କିଛି କରି ଚର୍ଚ୍ଚାରେ । ଏଥିରୁ ବାଦ ପଡିନାହାନ୍ତି ଅନୁଷ୍କାଙ୍କ ପତି  କ୍ରିକେଟର ବିରାଟ କୋହଲି । ବିରାଟ କୋହଲି ଭଗବାନ ଶିବଙ୍କୁ ବହୁତ ମାନନ୍ତି । । ବିରାଟ ତାଙ୍କ ଶରୀରରେ ୧୧ଟି ଟାଟୁ କରିଛନ୍ତି ।ହେଲେ ସେଥିରୁ ୩ ଟି ଟାଟୁ ଏବେ ବେଶ୍…