ପ୍ରାର୍ଥୀ ଘୋଷଣା ପରେ ଝାରସୁଗୁଡା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ମଙ୍ଗଳ ସାହୁ
ଝାରସୁଗୁଡା: ବ୍ରଜରାଜନଗର ବିଧାନସଭା ଆସନ ପାଇଁ ରାଧାରାଣୀ ପଣ୍ଡା ବିଧାୟିକା ପ୍ରାର୍ଥୀ ବୋଲି ବିଜେପି ଘୋଷଣା କରିଛି । କେନ୍ଦ୍ର ବିଜେପି ଏହି ଘୋଷଣା କରିବାର ୨୪ ଘଣ୍ଟା ଭିତରେ ଜିଲ୍ଲା ବିଜେପି ସଭାପତି ପଦରୁ ମଙ୍ଗଳ ସାହୁ ଇସ୍ତଫା ଦେଇଛନ୍ତି। ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା…