‘ୟୁକ୍ରେନକୁ ନୋ ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଦାବି, ନହେଲେ ନାଟୋ ଦେଶରେ ପଡିବ ଋଷ ରକେଟ’
କିଭ୍: ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ସୋମବାର ନାଟୋକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ୟୁକ୍ରେନ ଆକାଶକୁ ନୋ-ଫ୍ଲାଏ ଜୋନ୍ ଘୋଷଣା ନହୁଏ ତେବେ ଋଷିଆର କ୍ଷେପଣାସ୍ତ୍ର ନାଟୋ ଦେଶରେ ପଡିବ। ରବିବାର ୟୁକ୍ରେନର ପଶ୍ଚିମ ସୀମା ନିକଟରେ ଥିବା ନାଟୋ ସଦସ୍ୟ ପୋଲାଣ୍ଡରେ ଋଷର…