Latest Odisha News

BREAKING NEWS

ସେଲଫି ନିଶା ନେଲା ଜୀବନ: ମୋବାଇଲ୍ କ୍ଲିକ୍ କରିବା ପରିବର୍ତ୍ତେ ବନ୍ଧୁକର ଟ୍ରିଗର ଚିପି ଦେଲେ

ଜୟପୁର: ସୋସିଆଲ ମିଡିଆରେ ବିଭିନ୍ନ ପୋଜରେ ସେଲଫି ଅପଲୋଡ କରିବାର କ୍ରେଜ ବେଳେ ସାଂଘାତିକ ବୋଲି ପ୍ରମାଣିତ ହୁଏ । ସେଲଫି ଆଇ ଅନେକଙ୍କ ଜୀବନ ଯାଉଥିବା ଆମେ ପ୍ରାୟ ପ୍ରତିଦିନ ଶୁଣିଥାଉ । ରାଜସ୍ଥାନରେ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ କଲେଜ ପଢୁଆ ଛାତ୍ର ସେଲଫି ନେଉଥିବା ବେଳେ…

ଦେଶରେ ଗୋଟିଏ ଦିନରେ କୋଭିଡ ମୃତ୍ୟୁ ସଂଖ୍ୟା ୪୭

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାର ସ୍ଥିତିରେ କିଛି ଟା ସୁଧାର ଆସିଛି । ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ଅନୁସାରେ, ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୧୧୬ କରୋନା ଭାଇରସରେ ସଂକ୍ରମିତ ହେଇଛନ୍ତି ।…

ରୁଷିଆ ଆକ୍ରମଣରେ ଆମେରିକା ସାମ୍ବାଦିକଙ୍କ ମୃତ୍ୟୁ

କ୍ୱିଭ: ୟୁକ୍ରେନ ଉପରେ ରୁଷିଆ ଘନ ଘନ ଆକ୍ରମଣ ଜାରୀ ରଖିଛି । ଏପରିକି ଜନବସତି ଉପରେ ମଧ୍ୟ ଗୁଳି ଓ ମିସାଇଲରେ ଆକ୍ରମଣ କରାଯାଉଥିବା ନେଇ ଖବର ପ୍ରକାଶ ପାଇଛି । ରବିବାର ଆମେରିକାର ନ୍ୟୁୟର୍କ ଟାଇମ୍ସ ସାମ୍ବାଦିକ କ୍ୱିଭରେ ରିପୋର୍ଟିଂ କରୁଥିବା ବେଳେ ରୁଷିଆ ସେନାବାହିନୀ ପକ୍ଷରୁ ଗୁଳିବର୍ଷଣ…

ଅଧିକ ଭାର ଯୋଗୁ ଆଧାରୁ ବନ୍ଦ ହୋଇଗଲା ଲିଫ୍ଟ , ଫସିଗଲେ ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ୱର : ଅଧିକ ଭାର ଯୋଗୁ ଅଧାରୁ ବନ୍ଦ ହୋଇଗଲା ଲିଫ୍ଟ । ଲିଫ୍ଟି ଭିତରେ ଫସିଥିବା ଗଣ ମାଧ୍ୟମ ପ୍ରତିନିଧି ଉଦ୍ଧାର ହେଲେ । ଆଜି ସମ୍ବାଦ ସଂଗ୍ରହ ପାଇଁ ଜଣେ ଗଣ ମାଧ୍ୟମ ପ୍ରତିନିଧି ଏମ୍ସ ଭୁବନେଶ୍ୱରକୁ ଆସିଥିଲେ । ଖବର ସଂଗ୍ରହ କରିସାରି ଲିଫ୍ଟ ସାହାର୍ଯ୍ୟରେ ଉପରୁ ତଳକୁ ଆସିବା ବେଳେ…

ୟୁକ୍ରେନକୁ ସହାୟତା କରୁଥିବା ଦେଶମାନଙ୍କୁ ପୁଟିନଙ୍କ ଶେଷ ଚେତାବନୀ

ଦିଲ୍ଲୀ:ୟୁକ୍ରେନ ଉପରେ ଋଷର ଆକ୍ରମଣ ଏବେ ଚରମସୀମାରେ ପହଂଚିଛି । ସେପଟେ ୟୁକ୍ରେନକୁ ସହାୟତା କରୁଥିବା ରାଷ୍ଟ୍ରମାନଙ୍କୁ ଶେଷ ଚେତାବନୀ ଦେଇଛି ଋଷ । ଋଷ ତରଫରୁ କୁହାଯାଇଛି କି ୟୁକ୍ରେନକୁ ଆସୁଥିବା ବିଦେଶୀ ଅସ୍ତ୍ରଶସ୍ତ୍ର ଗାଡି ଉପରେ ଋଷ ସେନା ତୀକ୍ଷ୍ନ ନଜର ରହିଛି । ଏନେଇ ଋଷର ବିଦେଶ…

ଚିଲିକା ବିଧାୟକ ବିଜେଡିରେ ନାହାନ୍ତି, ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ : ସସ୍ମିତ ପାତ୍ର

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେଡିରେ ନାହାନ୍ତି । ବାଣପୁରରେ ବିଜେପି କର୍ମୀଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡି ମଡାଇବା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଶ୍ରୀ ପାତ୍ର କହିଛନ୍ତି ଆମେ ସ୍ପଷ୍ଟ କରୁଛୁ କି ଚିଲିକା ବିଧାୟକ…

୪୦ ବର୍ଷ ତଳର କପିଳଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ

ବାଙ୍ଗାଲୋର: ଚଳିତ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଦ୍ୱିତୀୟ ଇନିଂସରେ ସେ ମାତ୍ର ୨୮ ବଲରେ ଅର୍ଦ୍ଧଶତକ ହାସଲ କରି କପିଳଦେବଙ୍କ ୪୦ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ଭାରତ…

[ଭିଡିଓ] ମଣିଷ ପ୍ରେମରେ ପଡିଛି ମାଛ

 ଭୁବନେଶ୍ୱର : ମଣିଷ ସ୍ନେହ ଟିକିଏ ପାଇବା ପାଇଁ କିଏ ଅବା ଭଲ ନପାଏ । ସେ ପଶୁପକ୍ଷୀ ହୁଅନ୍ତୁ ଅବା ମାଛ । ଠିକ୍ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କାର୍ଲିଫନିଆରେ । ମଣିଷ ସହ ସମୁଦ୍ର ମାଛର ଭଲ ପାଇବାର ଦୃଶ୍ୟ । ଜଣେ ବ୍ୟକ୍ତି ସମୁଦ୍ର କୂଳରେ ବସିଥିବା ବେଳେ । ଗଭୀର ସମୁଦ୍ରରେ ରହୁଥିବା…

୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ: ସବୁଠି ବିଜେଡ଼ି ବାଜିମାତ

ଭୁବନେଶ୍ୱର : ଆଜି ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଉ ସବୁଠି ବିଜେଡି ହାତେଇଛି ଅଧ୍ୟକ୍ଷ ଆସନ। ଅନୁଗୁଳ ଜିଲ୍ଲାର ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି ବବିତା ପ୍ରଧାନ । ସେ ପୂର୍ବରୁ କିଶୋରନଗର ବ୍ଲକ ଅଧ୍ୟକ୍ଷ ଥିଲେ । ଚଳିତ ଥର ବବିତା…

ରୋହିତଙ୍କ ଛକାରେ ପ୍ରଶଂସକଙ୍କ ନାକ ଭାଙ୍ଗିଲା

ବାଙ୍ଗାଲୋର: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ତେବେ ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଏକ ବିଶାଳ ଛକା ଏବେ ଚର୍ଚ୍ଚାର କାରଣ ସାଜିଛି । ଏହି ଛକା ଯୋଗୁ ଷ୍ଟାଡିୟମରେ ମ୍ୟାଚ…