କଂଗ୍ରେସର ସିଡବ୍ଲୁସି ବୈଠକ : ବୈଠକ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରାହୁଲଙ୍କୁ ନେଇ ଦେଇଥିବା ବୟାନ ଚର୍ଚ୍ଚାରେ
ଦିଲ୍ଲୀ : ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଦିଲ୍ଲୀରେ ଆଜି କଂଗ୍ରେସର ସିଡବ୍ଲୁସି ବା କଂଗ୍ରେସ ୱାର୍କିଂ କମିଟି ବୈଠକ ହୋଇଯାଇଛି ।ଏହି ବୈଠକ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୟାନକୁ ନେଇ ସବୁ ଆଡେ ଚର୍ଚ୍ଚା । ଗେହଲଟ ସର୍ବସମ୍ମୁଖରେ କହିଛନ୍ତି…