ମାତିଛି ବାଲି ମାଫିଆ: ତହସିଲଦାର-ପୁଲିସର ମିଳିତ ଚଢାଉରେ ୧୧ଜଣ ଗିରଫ
ଢେଙ୍କାନାଳ : ମାତିଛି ବାଲି ମାଫିଆ । ବର୍ଷ ବର୍ଷ ଧରି ଚାଲିଛି ବେଆଇନ୍ ବାଲି ଚାଲାଣ । ପ୍ରତିଦିନ ନଦୀରୁ ଟ୍ରକ୍ ଟ୍ରକ୍ ବାଲି ଚୋରାରେ ଚାଲାଣ ହେବାରେ ଲାଗିଛି । ଢେଙ୍କାନାଳ ପରଜଙ୍ଗ ସରାଙ୍ଗ ଗାଁ ନିକଟରେ ବ୍ରାହ୍ମଣୀ ନଦୀରେ ବେଆଇନ୍ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଧରାପଡ଼ିଛି। ଆଜି…