Latest Odisha News

BREAKING NEWS

ୟୁକ୍ରେନ ସେନାରେ ତାମିଲନାଡୁ ଛାତ୍ର, ରୁଷ୍ ବିରୋଧରେ ଲଢ଼ିବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ୍ ବିରୋଧରେ ଲଢ଼ିବେ ତାମିଲନାଡୁ ଛାତ୍ର । ୟୁକ୍ରେନ୍ ପାରା ମିଲିଟାରୀ ଫୋର୍ସରେ ଯୋଗ ଦେଇଛନ୍ତି ତାମିଲନାଡୁର ୨୧ ବର୍ଷୀୟ ଛାତ୍ର ସୈନିକେଶ ରବିଚନ୍ଦ୍ରନ୍ । କୋଏମ୍ବାଟୁର ଜିଲ୍ଲାରେ ତାଙ୍କ ଘର । ସୈନିକେଶ ୨୦୨୮ରେ ୟୁକ୍ରେନ୍ ଯାଇଥିଲେ । ଖାରକିଭରେ ନ୍ୟାସନାଲ୍…

[ଦେଖନ୍ତୁ ଭିଡିଓ] ଅନ୍ତର୍ଜାତୀୟ ମହିଳା ଦିବସ: ମହିଳାଙ୍କ ତ୍ୟାଗ, ବଳିଦାନ୍ ଓ ଅସୀମ ଧୈର୍ଯ୍ୟକୁ ସମ୍ମାନ

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ  । ମହିଳାଙ୍କ ତ୍ୟାଗ, ବଳିଦାନ୍ ଓ ଅସୀମ ଧୈର୍ଯ୍ୟକୁ ସମ୍ମାନ ଦେଇ ପାଳିତ ହେଉଛି ମହିଳା ଦିବସ  । ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ । କେବଳ ପୁରୁଷ ସାହାସୀ…

କୋଟିପତି କଲେଜ ପ୍ରିନ୍ସିପାଲ, ୫ କୋଟିର ସମ୍ପତ୍ତି ଠାବ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି କଲେଜ ପ୍ରିନ୍ସିପାଲ । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ହୀରାନୀଳା କଲେଜ ପ୍ରିନ୍ସିପାଲ ରମେଶ ଚନ୍ଦ୍ର ସାହୁଙ୍କର ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଗତକାଲି ତାଙ୍କ ଘର, ଅଫିସ ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ…

ଯୁଦ୍ଧ ବନ୍ଦ ପାଇଁ ୟୁକ୍ରେନ୍ ଆଗରେ ୪ଟି ସର୍ତ୍ତ ରଖିଲା ରୁଷ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ୧୩ ଦିନ ହେଲାଣି ରୁଷ୍-ୟୁକ୍ରେନ୍ ଭିତରେ ଘମାଘୋଟ ଯୁଦ୍ଧ ଚାଲିଛି । ୟୁକ୍ରେନର ବହୁ ସହରକୁ ଛାରଖାର କରି ଦେଲାଣି ପୁଟିନ୍ ସେନା । ଯୁଦ୍ଧ ବନ୍ଦ ପାଇଁ ଏବେ ୟୁକ୍ରେନ୍ ଆଗରେ ୪ଟି ସର୍ତ୍ତ ରଖିଛି ରୁଷ୍ । ସାମରିକ କାର୍ୟ୍ୟାନୁଷ୍ଠାନ ବନ୍ଦ କରିବାକୁ ୟୁକ୍ରେନକୁ କହିଛି…

ରାଜ୍ୟରେ ଶହେକୁ ଖସିଲାଣି ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା କେସ । ଦୈନିକ ସଂକ୍ରମଣ ପାଖାପାଖି ଶହେକୁ ଖସିଲାଣି । ୨୪ ଘଣ୍ଟାରେ ୨୧ ଜିଲ୍ଲାରୁ ବାହାରିଛନ୍ତି ୧୦୮ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୬୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬ । ୧୮ ବର୍ଷ ଭିତରେ ଆଉ ୧୬ ଜଣ ପଜିଟିଭ୍ ବାହାରିଛନ୍ତି ।…

କାଲି ଶ୍ରୀଜିଉଙ୍କର ବନକଲାଗି ନୀତି, ସନ୍ଧ୍ୟା ୫ରୁ ୮ଟା ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିସହ ଶ୍ରୀମୁଖ ଶୃଙ୍ଗାର ହେବ । ବନକଲାଗି ନୀତି ପାଇଁ କାଲି ସଂଧ୍ୟା ୫ଟାରୁ ରାତି ୮ଟା ଯାଏ ଶ୍ରୀଜିଉଙ୍କର ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରାତି ୮ଟାରେ…

ଏକଜିଟ୍ ପୋଲ୍: ୟୁପିରେ କ୍ଷମତା ବଜାର ରଖିବ ବିଜେପି, ପଞ୍ଜାବରେ ଆପ୍ ସରକାର

ନୂଆଦିଲ୍ଲୀ: ୫ ରାଜ୍ୟରେ କିଏ ଗଢ଼ିବ ସରକାର । ଭୋଟ୍ ସରିବା ପରେ ଏକଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ) ଆସିଛି । ଉତ୍ତରପ୍ରଦେଶରେ କ୍ଷମତା ବଜାୟ ରଖିବ ବିଜେପି । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଜେପି ପୁଣି ଥରେ ୟୁପି ଶାସନ ଗାଦି ଦଖଲ କରିବ । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲିସ ବିଜେପି ଓ…

ପୁସ୍ତକ ପରିଚୟ : ତମେ କେମିତିକା ଜହ୍ନ

ତମେ କେମିତିକା ଜହ୍ନ କବୀ : ଅନୀତା ରାୟ ପ୍ରକାଶକ : ଏଥେନା ବୁକସ ଭୁବନେଶ୍ୱର- ୨ ପୃଷ୍ଠା : ୧୬୦ ମୂଲ୍ୟ : ୧୮୦ କବିତା କେବଳ ଭାବ ଓ ଆବେଗର ଛଳ ଛଳ ଧାରା ନୁହେଁ ବରଂ ଅନୁଭବ ଓ ଅନୁଭୂତିର ଏକ ପରିପକ୍ୱ ଚେତନାମୟ ଉପଲବ୍ଧି। କବିର କଲମରୁ କବିତାଟିଏ ଜନ୍ମନିଏ ସଂଘର୍ଷ , ବିଦ୍ରୋହ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୫  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଆଦି ପରମପୁରୁଷ ପରମାତ୍ମା ନିଜ ଯୋଗମାୟାଙ୍କୁ ଶକ୍ତି ସ୍ୱରୂପ ବା ପ୍ରକୃତି ସ୍ୱରୂପରେ ନିଜ ସତ୍ତାରେ ଧାରଣ କରି ଥିବାରୁ ସୃଷ୍ଟି ସର୍ଜନା କରିବା ପାଇଁ ସ୍ୱଇଚ୍ଛା…

ଭାଷା ଭାଗବତ : କଥା ଓ ଲେଖା ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୮  ପ୍ରଥମେ ଶବ୍ଦ ପ୍ରଚଳିତ ତାପରେ ହୁଏ କୋଷଗତ ଶବ୍ଦ ଗଠନ ସୂତ୍ର ଧରି କରିବା ଶବ୍ଦଂକୁ ତିଆରି ପୂର୍ବଗଠିତ ଶବ୍ଦ ଧରି ହୁଏନି ନୂଆ ଚିଂତା ଭରି ଶବ୍ଦକୋଷରୁ ମାତୃଭାଷା ଶିକ୍ଷଣ ହୁଏନି ସରସା…