Latest Odisha News

BREAKING NEWS

ରଣଜୀ ଟ୍ରଫି: ଶାନ୍ତନୁ ୮୯, ଓଡିଶା ୨୫୦/୬

ଅହମ୍ମଦାବାଦ: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଡିର ର ପ୍ରଥମ ଦିବସ ଖେଳରେ ମୁମ୍ବାଇ ବିପକ୍ଷରେ ଓଡିଶା ଭଲ ପ୍ରଦର୍ଶନ କରିଛି । ଶାନ୍ତନୁ ମିଶ୍ରଙ୍କ ଚମତ୍କାର ୮୯ ରନ ସହାୟତାରେ ଓଡିଶା ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ୬ ୱିକେଟ ହରାଇ ୨୫୦ ରନ ସଂଗ୍ରହ କରି ନେଇଛି । ଅଭିଷେକ ରାଉତ ୩୫ ଓ…

ପଶ୍ଚିମ ଦେଶମାନଙ୍କର ଖଳ ପ୍ରବୃତ୍ତି ହିଁ ତୃତୀୟ ବିଶ୍ୱଯୁଦ୍ଧର କାରଣ ହେବ: ଋଷର ବୈଦେଶିକ ମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଦେଶମାନଙ୍କର ଖଳ ପ୍ରବୃତ୍ତି ହିଁ ତୃତୀୟ ବିଶ୍ୱଯୁଦ୍ଧର କାରଣ ହେବ । ପଶ୍ଚିମ ଦେଶର ରାଜନେତାଙ୍କ କୁଟ ରାଜନୀତି ହିଁ ପରମାଣୁ ଯୁଦ୍ଧ ପାଇଁ ପଞ୍ଜି ପୋତୁଛି । ଆମେ ପରମାଣୁ ଆକ୍ରମଣ ଚାହୁଁନାହୁଁ ବୋଲି ଋଷର ବୈଦେଶିକ ମନ୍ତ୍ରୀ ସର୍ଜେଇ ଲାଭରଭ ଏକ ବିଦେଶ ଗଣମାଧ୍ୟମକୁ…

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ସୁବର୍ଣ୍ଣରେଖା: ନଦୀ ଗର୍ଭରୁ ବାହାରୁଛି ସୁନା

ଛତିଶଗଡ଼: ସୁବର୍ଣ୍ଣରେଖାରୁ ବାହାରୁଛି ସୁନା । ଏହି ଘଟଣା ବିଶ୍ୱାସ ନହେଲେ ବି ସତ। ଝାଡଖଣ୍ଡରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ବର୍ଷ ବର୍ଷ ଧରି ଏହି ନଦୀରୁ ସୁନା ବାହରୁଥିବା ବେଳେ କିଛି ନା କିଛି ସୁନା ବାଲିରୁ ସଂଗ୍ରହ କରି ପାଖ କିଛି ଗାଁର ଲୋକେ ପରିବାର ପ୍ରତିପୋଷଣ କରୁଛନ୍ତି । ଏହି…

ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ରଣବୀର ଓ ଶ୍ରଦ୍ଧା , ଆସନ୍ତା ବର୍ଷ ହୋଲିରେ ରିଲିଜ ହେବ ଫିଲ୍ମ

ମୁମ୍ବାଇ : ବଡ ପରଦାରେ ଏକାଠି ନଜର ଆସିବେ ରଣବୀର କପୁରଙ୍କ ସହ ଶ୍ରଦ୍ଧା କପୁର । ଉଭୟ ଯୋଡିଙ୍କୁ ଏକାଠି ବଡ ପରଦାରେ ଦେଖିବା ପାଇଁ ଫ୍ୟାନ୍ ମାନଙ୍କ ଉତ୍ସାହ ବଢିବାରେ ଲାଗିଛି । ଏହି ଫିଲ୍ଲରେ ସୁଟିଂ ଆରମ୍ଭ ହୋଇଯାଇଥିବା ବେଳେ । ଫିଲ୍ମର ନାଁ ଏପର୍ଯ୍ୟନ୍ତ ଡିକ୍ଲାର ହୋଇନାହିାଁ ଆସନ୍ତା ବର୍ଷ…

ସ୍ପେନିଶ ପାରା ବ୍ୟାଡମିଂଟନ: ଏଲିମିନେଶନରେ ପ୍ରବେଶ କଲେ ପ୍ରମୋଦ, ଦୀପରଂଜନ

ଭୁବନେଶ୍ୱର: ସ୍ପେନିଶ ପାରା ବ୍ୟାଡମିଂଟନ ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରମୋଦ ଭଗତ ଓ ଦୀପରଂଜନ ବିଶୋୟୀ ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କ ସମସ୍ତ ମ୍ୟାଚ ଜିତି ଏଲିମିନେଶନ ରାଉଣ୍ଡକୁ ପ୍ରବେଶ କରିଛନ୍ତି । ପ୍ରମୋଦ ଏସଏଲ୩…

ମୋହାଲୀରେ କୋହଲି ଖେଳିବେ କି ବିରାଟ ଇନିଂସ !

ମୋହାଲୀ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଶୁକ୍ରବାର ତାଙ୍କ ଟେଷ୍ଟ କ୍ୟାରିୟରର ୧୦୦ତମ ମ୍ୟାଚ ଖେଳିବେ । ଶ୍ରୀଲଙ୍କା ବିପକ୍ଷ ଏହି ଟେଷ୍ଟ କୋହଲିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଛି । କୋହଲି ଅଢ଼େଇ ବର୍ଷ ହେବ ୭୦ ଇନିଂସରେ ଶତକ ହାସଲ କରିପାରି ନାହାନ୍ତି । ମୋହାଲୀ…

ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ନେଇ ବାହାରିଲେ ସୋନୁ ସୁଦ

ଭୁବନେଶ୍ୱର: ଅଭିନେତା ସୋନୁ ସୁଦଙ୍କ ସଙ୍ଗଠନ ସୁଦ୍ ଚାରିଟେବୁଲ ଟ୍ରଷ୍ଟ ୟୁକ୍ରେନର ଭାରତୀୟ ଦୂତବାସ ସହିତ ଯୋଗାଯୋଗ କରିଛି । ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ସୂଚନା ଅନୁସାରେ, ସୋନୁ ସୁଦ ୟୁକ୍ରେନ୍ରେ ଫସିଥିବା ପଞ୍ଜାବ…

ରାଜଧାନୀରୁ ନକଲି ସିବିଆଇ ଅଫିସର ଗିରଫ

ଭୁବନେଶ୍ୱର: ସିବିଆଇ ଅଫିସର କହି ଠକୁଥିଲା । ଧରିଦେଲା ପୋଲିସ । ରାଜଧାନୀରେ ନକଲି ସିବିଆଇ ଅଧିକାରୀକୁ ତମାଣ୍ଡୋ ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତର ନାଁ ହେଉଛି ନିଖିଲ ସ୍ୱାଇଁ । ନିଖିଳ ନିରିହ ଲୋକଙ୍କୁ ମିଛ ପରିଚୟ ଦେଇ ଠକୁଥିଲା । ବିଶେଷକରି ଲୋକଙ୍କୁ ସିବିଆଇ ଅଫିସର କହି ଟାର୍ଗଟ…

କଥକ ନୃତ୍ୟଶିଳ୍ପୀ ଆଦିତିଙ୍କୁ ମିଳିବ ମର୍ଯ୍ୟାଦା ଜନକ ମାହାରୀ ସମ୍ମାନ

ଭୁବନେଶ୍ୱର : କଥକ ନୃତ୍ୟଶିଳ୍ପୀ ଆଦିତିଙ୍କୁ ମିଳିବ ମାହାରୀ ସମ୍ମାନ। ଚଳିତଥର ମର୍ଯ୍ୟାଦା ଜନକ ମାହାରୀ ସମ୍ମାନ ପାଇଁ ବିଶିଷ୍ଟ କଥକ ନୃତ୍ୟ ଶିଳ୍ପୀ ଆଦିତି ମଙ୍ଗଳ ଦାସ ମନୋନୀତ ହୋଇଛନ୍ତି। ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପ୍ରଦାନ କରଯାଉଥିବା ଏହି ସମ୍ମାନ ପ୍ରଦାନ…

‘ପାଠକ ସମାବେଶ’ରେ ସମ୍ମାନିତ ହେବେ ଗଙ୍ଗାଧର ବିଶ୍ୱାଳ ଏବଂ ଅଞ୍ଜନ ଚାନ୍ଦ

ବାଲେଶ୍ଵର : ଭାଷା ସାହିତ୍ୟର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଜାପତି ଅନୁଷ୍ଠାନ ପକ୍ଷରୁ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କୁ 'ବାଲେଶ୍ଵର ସାହିତ୍ୟ ସମ୍ମାନ' ଏବଂ ବ୍ୟଙ୍ଗ ସାହିତ୍ୟିକ ଅଞ୍ଜନ ଚାନ୍ଦଙ୍କୁ 'ପ୍ରଜାପତି ସାହିତ୍ୟ ସମ୍ମାନ' ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ…