Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ :  ୭୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରମାତ୍ମା ଶ୍ରୀଜଗନ୍ନାଥ ସମସ୍ତ ଜଗତର ଆଧାର, ଅର୍ଥାତ ସମସ୍ତ ଜଗତରେ ପୁରି ରହିଥିବା ଆତ୍ମ ସତ୍ତା ର ମୂଳ ଉତ୍ସ। ସେଥିପାଇଁ ଆତ୍ମା ନିର୍ଲିପ୍ତ, ନିତ୍ୟ, ସ୍ଥିର, ଅପରିବର୍ତ୍ତନୀୟ ଓ…

ଭାଷା ଭାଗବତ : ଭାଷାରେ ଗଢ଼ା ଭଂଗା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୧୯  ଭାଷାରେ ଚଳେ ଭଂଗା ଗଢ଼ା ଅସଂଖ୍ୟ ଶବ୍ଦ ଯୋଡ଼ା ଛଡ଼ା ଯେହେତୁ ଅଟେ ଧରାବଂଧା ହୁଏନି ତେଣୁ ଅସୁବିଧା ପ୍ରତ୍ୟେକେ ନିଜ ରୁଚି ଜାଣି ବହୁ ଦିଗକୁ ଭାଷା ଟାଣି ନେଉ ଥାଆଂତି ନିରଂତର କିଛି ବି ନୁହେ ସ୍ଥାୟୀ,…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୨  ଯାହା ହେଉ ସେ ଏଯାଏ ଡିନର୍ କରିନାହିଁ । ବୈଭବ ନିହାତି ଏତେ ଶୀଘ୍ର ଖାଇକି ଆସିନଥିବେ । ଅନେକ ଦିନ ପରେ ଆଜି ମିଶିକି ଖାଇବା ହବ । ସେ ଉଠି ଗଲା ଖାଦ୍ୟ ଗରମ କରିବାକୁ । ସୁକାନ୍ତି ଡିନର୍ ରେଡି କରି, ଏଇ କିଛି ସମୟ…

ଆଜିଠୁ ଆରମ୍ଭ ଭ୍ୟାଲେଣ୍ଟାଇନ୍ ସପ୍ତାହ: ରୋଜ୍ ଡେ’ରୁ କିସ୍ ଡେ’

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ଭ୍ୟାଲେଣ୍ଟାଇନ୍ ସପ୍ତାହ । ଭ୍ୟାଲେଣ୍ଟାଇନ୍ ଡେ’ ପାଶ୍ଚାତ୍ୟ ଦେଶ ଆମେରିକାରୁ ଆରମ୍ଭ ହୋଇଥିଲା । ଧୀରେ ଧୀରେ ଏହି ଡେ’କୁ ସାରା ବିଶ୍ୱର ପ୍ରେମୀଯୁଗଳ ପାଳନ କଲେ । ଆମରାଜ୍ୟରେ ମଧ୍ୟ ପ୍ରେମୀଯୁଗଳ ଏହି ପ୍ରେମ ସପ୍ତାହକୁ ପ୍ରେମ ଦିବସ ଭାବେ ପାଳନ କରନ୍ତି ।…

ଆସନ୍ତାକାଲିଠୁ ଖୋଲିବ ସ୍କୁଲ, କ୍ଲାସରେ ପାଠପଢ଼ିବେ ଅଷ୍ଟମରୁ ଦ୍ବାଦଶ ପିଲା

ଭୁବନେଶ୍ବର : ଆସନ୍ତାକାଲିଠୁ ପୁଣି ସ୍କୁଲରେ ବାଜିବ ଘଣ୍ଟା । କମ୍ପିବ କ୍ଲାସ ରୁମ୍, ଚାଲିବ ପାଠପଢ଼ା । କାଲିଠୁ ଅଷ୍ଟମରୁ ଦ୍ବାଦଶ ପିଲାଙ୍କର ହେବ କ୍ଲାସରୁମରେ ପାଠପଢ଼ା । କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ, ବିଭିନ୍ନ ସ୍କୁଲରେ ସିଟିଂ ଆରେଞ୍ଜମେଣ୍ଟଠୁ ଆରମ୍ଭ କରି ସାନିଟାଇଜ୍ ପର୍ଯ୍ୟନ୍ତ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ପଣ୍ଡିତ ଦାମୋଦରଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦର ହୋତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଦାମୋଦରଙ୍କ ପାର୍ଥିବ ଶରୀରର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ଘୋଷଣା କରିଛନ୍ତି । ଶାସ୍ତ୍ରୀୟ…

ପଞ୍ଚଭୂତରେ ବିଲୀନ ସୁର ସାମ୍ରାଜ୍ଞୀ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନେଲେ ବିଦାୟ

ମୁମ୍ବାଇ: ପଞ୍ଚଭୂତରେ ବିଲୀନ ହେଲେ ଭାରତର ନାଇଟଆଙ୍ଗଲ୍ ଲତା ମଙ୍ଗେସକର । ରବିବାର ମୁମ୍ବାଇସ୍ଥିତ ଶିବାଜୀ ପାର୍କରେ ରାଷ୍ଟ୍ରୀୟ ସମ୍ମାନ ସହିତ ଲତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଲତାଙ୍କୁ ତାଙ୍କ ଭାଇ ହୃଦୟନାଥ ଆଖିରେ ମୁଖାଗ୍ନି ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ ଉପସ୍ଥିତ ପରିବାର…

[ଦେଖନ୍ତୁ ଭିଡିଓ] ରଣଜୀ ଟ୍ରଫି ପାଇଁ ଓସିଏର ୨୦ ଜଣିଆ ଟିମ୍ ଘୋଷଣା

କଟକ: ଆଗାମୀ ରଣଜୀ ଟ୍ରଫି ପାଇଁ ଓସିଏ ପକ୍ଷରୁ ୨୦ ଜଣିଆ ଓଡ଼ିଶା ଟିମ୍ ଘୋଷଣା କରାଯାଇଛି । ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଥିବା ବେଳେ ୫ ଜଣ ନୂଆ ମୁହଁ ଦଳରେ ସ୍ଥାନ ପାଇଛନ୍ତି । ପୂର୍ବରୁ ହଂକଂ ଜାତୀୟ ଦଳରୁ ଖେଳିଥିବା ଅଭିଜ୍ଞ ଅଂଶୁମାନ ରଥ, ପୂର୍ବତନ ଆଇପିଏଲ ଖେଳାଳି ଅଭିଷେକ ରାଉତ…

ଶୋକାକୂଳ ପରିବେଶରେ ଶେଷ ହେଲା ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ଶେଷକୃତ୍ୟ

କଳାହାଣ୍ଡି : ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକ ରୋହିତ ବିଶ୍ବାଳଙ୍କର ଶେଷ କୃତ୍ୟ ହୋଇଛି । ଶୋକାକୂଳ ପରିବେଶରେ ଗାଁରେ ରୋହିତଙ୍କର ଶବ ସତ୍କାର ହୋଇଛି । ଗତକାଲି ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ତାଙ୍କର ବିୟୋଗ…

[ଦେଖନ୍ତୁ ଭିଡିଓ] ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦାର ହୋତାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ପରପାରିରେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦର ହୋତା ।  ପାରମ୍ପରିକ ଓଡ଼ିଶୀ ବା ଉଡ୍ରପଦ୍ଧତୀୟ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଏବଂ ଗବେଷକ ଦାମୋଦର ହୋତା । ଶନିବାର ରାତି ପ୍ରାୟ ୧୨ଟା ୧୫ ମିନିଟ୍‌ରେ ସମୟରେ ନୟାପଲ୍ଲୀ ସ୍ଥିତ ବାସଭବନ ‘ସୀତାରାମ’ ନିବାସରେ ୮୭ବର୍ଷରେ…