ଧାରାବାହିକ ଉପନ୍ୟାସ : ଦେବୀ (୨୫)
କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୫
ପ୍ରାଚୀ ଆଉ ସୁନାମୁହିଁ ଯେଉଁଠି କୋଳାକୋଳି ହୋଇ ସମୁଦ୍ର ସହିତ ଏକାକାର ହୋଇଛନ୍ତି ସେଇଠି ଅଛି ଏକ ଛୋଟ ତ୍ରିକୋଣ ଭୂମି।ଧଳା ଅରଖ ଆଉ ଗିଲ ଲତାରେ ଭର୍ତି ସେଇ ଭୁଖଣ୍ଡଟି ଦିନେ ଥିଲା ଅନେକ କାଳ୍ପନିକ କାହାଣୀର ସୃଜନ ଭୂମି।…