Latest Odisha News

BREAKING NEWS

ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଫିଲ୍ମ ‘ସାଇନା’, ଦର୍ଶକଙ୍କ ପ୍ରଶଂସା ସାଉଁଟୁଛି ଫିଲ୍ମ 

ନୂଆଦିଲ୍ଲୀ: ରିଲିଜ୍‌ ହେଲା ଚଳଚ୍ଚିତ୍ର ‘ସାଇନା’ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ହଲ୍କୁ ଆସିଛି ଫିଲ୍ମ । ଚଳଚ୍ଚିତ୍ରରେ ପରିଣୀତି ଜଣେ ଖେଳାଳି ଭୂମିକାରେ ନଜର ଆସିଛନ୍ତି । ସୋସିଆଲ୍‌ ମିଡିଆରେ ତାଙ୍କ ଦମଦାର ଅଭିନୟ ପ୍ରଶଂସକଙ୍କ କ୍ରେଜ ବଢାଉଛି । ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା…

ଏପ୍ରିଲ ୩ରେ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଇତ୍ସବ, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୫ ବ୍ୟକ୍ତିତ୍ବଙ୍କୁ…

ଭୁବନେଶ୍ବର: ଏପ୍ରିଲ ୩ରେ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଇତ୍ସବ । ଉତ୍ସବକୁ ସୁରୁଖୁରୁରେ ବିଶ୍ବବିଦ୍ୟାଳୟର ବରିଷ୍ଠ ପଦାଧିକାରୀଙ୍କୁ ନେଇ ନିୟମିତ ବୈଠକ କରାଯାଉଛି । ଏପ୍ରିଲ ପହିଲାରୁ ଏକ ସ୍ବତନ୍ତ୍ର ଉତ୍ସବ କରିବାକୁ ନିଷ୍ପତ୍ତି ନିଆଯାଇଛି । ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି…

କଳିଙ୍ଗ ଷ୍ଟାଡିୟମରେ ଖେଳାଯିବା ମହିଳା ଏସିଆନ୍ କପ୍ ଇଣ୍ଡିଆ-୨୦୨୨ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: କଳିଙ୍ଗରେ ହେବ ଫୁଟବଲ ମହାସମର । ଭୁନେଶ୍ୱର କଳିଙ୍କ ଷ୍ଟାଡିୟମ ଆୟୋଜନ କରିବ ଆଉ ଏକ ଅନ୍ତର୍ଜତାୟୀ କ୍ରୀଡ଼ା ଇଭେଣ୍ଟ । ୨୦୨୨ AFC ମହିଳା ଏସିଆନ୍ କପ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଭୁବନେଶ୍ୱର ସମେତ ମୁମ୍ବାଇ ଓ ଅହମ୍ମଦାବାଦରେ ମଧ୍ୟ ମ୍ୟାଚ୍…

ବାହୁଡ଼ିବ କି ବୋହୂଚୋରି?

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ଅନେକ ଦିନ ପରେ ଏଥର ମୁଁ ଗାଁକୁ ଯାଇଥିଲି । ଗାଁରେ ପହଞ୍ଚିଲା ବେଳକୁ ବେଳ ନଇଁ ଆସୁଥିଲା। ଗାଁ ଛକରେ ବସରୁ ଓହ୍ଲାଇଲା ବେଳକୁ ବଡ଼ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ ମୋ ସାନଭାଇ ଆଉ ଭଣଜା । ଭଣଜାର ନାଁ ଯଦିଓ ଧର୍ମଦତ୍ତ, ମୋ ବାପା…

କରୋନାର ପ୍ରଭାବରେ ବନ୍ଦ ହେଲା ପୁସ୍ତକ ମହୋତ୍ସବ ‘ଅକ୍ଷର’

ଭୁବନେଶ୍ୱର : ରାଜ୍ୟରେ ବଢ଼ୁଥୁବା ମହାମାରୀ କରୋନାର ପ୍ରଭାବକୁ ଦେଖି ବନ୍ଦ କରାଯାଇଛି ରାଜ୍ୟ ପୁସ୍ତକ ମହୋତ୍ସବ 'ଅକ୍ଷର' ବନ୍ଦ କରାଯାଇଛି । ଏହି ମହୋତ୍ସବ ଆଜିଠୁ ଆରମ୍ଭ ହେବାର ଥିଲା ଏବଂ ସବୁ ପ୍ରସ୍ତୁତି ଶେଷ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ କରୋନା କଟକଣାକୁ ଦୃଷ୍ଟିରେ ରଖି…

ସଂକ୍ରମଣ ବଢୁଥିବାରୁ ରାଜ୍ୟରେ ଏସବୁ ପର୍ବପର୍ବାଣୀ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ ବଢୁଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ମାସ ପରେ ଦୁଇ ଶହ ଟପିଛି । ଲଗାତାର ଦ୍ୱିତୀୟ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଉପରେ ରହିଛି । ସଂକ୍ରମଣ ବଢୁଥିବାରୁ ବଢ଼ିଲା କଟକଣା । ରାଜ୍ୟରେ ଆଗକୁ ହେବାକୁ ଥିବା…

ନୂଆପଡ଼ାରେ ବଢୁଛି କରୋନା କାୟା, ଆଜି ରାଜ୍ୟରୁ ୨୩୪ ପଜିଟିଭ୍

ଭୁବନେଶ୍ୱର: ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣ ବଢୁଛି । ଓଡ଼ିଶା ସୀମାନ୍ତ ଜିଲ୍ଲା ମାଲକାନଗିରି, ନୂଆପଡ଼ା ଓ ନବରଙ୍ଗପୁରରୁ ବଢୁଛି ଭୟ । ଗତ ୨୪ ଘଣ୍ଟାରେ ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଯାହାକି ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ । ଗତ ୨୪…

ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ସୂର୍ଯ୍ୟକୁମାରଙ୍କୁ ମିଳିପାରେ ସୁଯୋଗ

ପୁନେ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ପୁନେରେ ଏହି ମ୍ୟାଚ ଖେଳାଯିବ । ଏହି ମ୍ୟାଚ୍ ଜିତି ଆଗୁଆ ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ପ୍ରଥମ ଦିନିକିଆରେ ଆହତ ହୋଇଥିବା ରୋହିତ ଶର୍ମା ଖେଳିବା ନେଇ ସସପେନ୍ସ ଦେଖାଦେଇଛି । ଏଯାଏ…

ଭାରତ ବନ୍ଦ: ମୋ ବସ୍ ସେବା ପ୍ରଭାବିତ

ଭୁବନେଶ୍ୱର: ଦେଶବ୍ୟାପୀ କୃଷକ ସଂଗଠନ ଦେଇଥିବା ଭାରତ ବନ୍ଦର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ଏହି ବନ୍ଦ ଯୋଗୁଁ 'ମୋ ବସ୍' ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। କ୍ରୁଟ୍ ପକ୍ଷରୁ ଏନେଇ ଟ୍ବିଟ କରାଯାଇଛି। ଟ୍ବିଟ ଅନୁଯାୟୀ ଷ୍ଟ୍ରାଇକ୍ ଯୋଗୁଁ ବିଭିନ୍ନ ସ୍ଥାନରେ ମୋ ବସ୍ ଚଳାଚଳ ବିଳମ୍ବ…

ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଇ ଢାକାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଢାକା: ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସେ ଢାକାରେ ପହଞ୍ଚିଛନ୍ତି । କରୋନା ମହାମାରୀ ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ । ଢାକା ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଖେଶ ହସିନା । ବାଂଲାଦେଶ…