Latest Odisha News

BREAKING NEWS

ରାମଲିଙ୍ଗେଶ୍ବର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବ୍ରହ୍ମପୁରର କେନ୍ଦ୍ର ସ୍ଥଳୀରେ ଅବସ୍ଥିତ ରାମଲିଙ୍ଗେଶ୍ବର ଜଳାଶୟ ଓ ଉଦ୍ୟାନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ହୋଇଛି। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମବେତ ବ୍ରହ୍ମପୁରର ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ…

କରୋନା କାଳରେ ପ୍ରଥମ ଥର ଘଟିଲା ଏହି ୮ ଘଟଣା

ନୂଆଦିଲ୍ଲୀ: କରୋନା ମହାମାରୀ ଆମକୁ ଅନେକ ନୂଆ କଥା ଶିଖାଇଛି ଓ ଦେଖାଇଛି । ଆସନ୍ତୁ ଜାଣିବା ଏପରି କିଛି ଘଟଣା ଯାହା ଆମେ ପ୍ରଥମ ଥର କରୋନ କାଳରେ ଜାଣିବାକୁ ପାଇଲେ । ହଜ ଯାତ୍ରା ବନ୍ଦ: ପ୍ରଥମ ଥର ପାଇଁ ହଜ ଯାତ୍ରା ବନ୍ଦ ହୋଇଛି । ଆଧୁନିକ ଇତିହାସରେ ଏହା ପ୍ରଥମ ଘଟଣା । ମଣିଷ ଶରୀରରେ…

ଡିସେମ୍ବର ୨୦୨୦ ରେ ଜେଏସପିଏଲର ସର୍ବାଧିକ ଉତ୍ପାଦନ ଏବଂ ବିକ୍ରୟ ରେକର୍ଡ

ଭୁବନେଶ୍ୱର : ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ (ଜେଏସପିଏଲ) ଡିସେମ୍ବର -୨୦୨୦ରେ ରେକର୍ଡ ୭.୨୭ ଲକ୍ଷ ଟନ ଇସ୍ପାତ ମାସିକ ଉତ୍ପାଦନ କରିଛି । ଜେଏସପିଏଲର ଅନୁଗୁଳଠାରେ ଥିବା ସମନ୍ବିତ ଇସ୍ପାତ କାରଖାନା ଏହି ମାସରେ ତାର ସର୍ବାଧିକ ମାସିକ ଉତ୍ପାଦନ, ୪.୧୬ ଲକ୍ଷ ଟନ ହାସଲ କରିଥିବା ବେଳେ,…

ନୂଆ ରୂପ ପାଇବ କେନ୍ଦୁଝରର ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିର

କେନ୍ଦୁଝର: ନୂଆ ରୂପରେ ଶୋଭା ପାଇବ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବ ଜୀଉ ବିଜେଙ୍କର ମନ୍ଦିର। ରାଜ୍ୟ ସରକାରଙ୍କ ପ୍ରଦତ୍ତ ଆର୍ଥିକ ଅନୁଦାନରେ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ୨୦୨୧ ମସିହା ଶେଷ ସୁଦ୍ଧା ସରିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି ।…

ଆସନ୍ତୁ ଜାଣିବା ବିଗତ ୬ ବର୍ଷରେ ଅକ୍ଷୟଙ୍କ ଆୟ କେତେ

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାରଙ୍କ ବିଗତ ୬ ବର୍ଷର ଆୟ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅକ୍ଷୟ କୁମାର ୨୦୧୪ରୁ ୨୦୨୦ ମଧ୍ୟରେ ୧୭୪୪ କୋଟି ଟଙ୍କା ଆୟ କରିଛନ୍ତି । ୨୦୨୦ରେ କରୋନା କାଳରେ ମଧ୍ୟ ଅକ୍ଷୟ ୩୫୬.୫୭ କୋଟି…

ଜାନୁଆରୀ ୩୦ ସୁଦ୍ଧା ଓଡ଼ିଶାକୁ ମିଳିପାରେ କରୋନା ଟିକା

ଭୁବନେଶ୍ୱର: ଜାନୁଆରୀ ୩୦ ସୁଦ୍ଧା କୋଭିଡ-୧୯ ଟିକା ଓଡିଶାରେ ପହଞ୍ଚିବାର ସମ୍ଭାବନା ଥିବା ନେଇ ସୋମବାର ଦିନ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏସମ୍ପର୍କରେ ଶ୍ରୀ ଦାସ କହିଛନ୍ତି ଯେ ପ୍ରୋଟୋକଲ ଅନୁଯାୟୀ ରାଜ୍ୟରେ ପ୍ରଥମ ଡୋଜ ଆଗଧାଡିର ସ୍ୱାସ୍ଥ୍ୟ କର୍ମୀ ତଥା ଡାକ୍ତରଙ୍କ ଭଳି…

ମହିଳା କ୍ରିକେଟର ବେଦା କ୍ରିଷ୍ଣାମୂର୍ତିଙ୍କ ବ୍ୟାକଲେସ ଫଟୋ ଏବେ ଚର୍ଚ୍ଚାରେ

ମୁମ୍ବାଇ:ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର କ୍ରିକେଟର ବେଦା କ୍ରିଷ୍ଣମୂର୍ତି ଏଥର ପ୍ରଦର୍ଶନ ବଦଳରେ ଫଟୋ ଶୁଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ବେଦା ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଫଟୋ ଶେୟାର କରିଥିଲେ । ଏହି ବ୍ୟାକଲେସ ଫଟୋରେ ସେ ପିଠିରେ ମହାଦେବ ଏକ…

ଚଳିତ ବର୍ଷ ବଡ଼ ପରଦାରେ ଧୁମ୍‌ ମଚେଇବେ ଅଲ୍ଲୀ ଫଜଲ

ମୁମ୍ବାଇ: ଗତ ବର୍ଷ ମହାମାରୀ ହେତୁ ଅଲ୍ଲୀ ଫଜଲଙ୍କ ହଲିଉଡ ଚଳଚ୍ଚିତ୍ର 'ଡେଥ୍‌ ଅନ୍ ଦି ନାଇଲ୍' ସମେତ ଅନେକ ପ୍ରୋଜେକ୍ଟ ମୁକ୍ତିଲାଭ ହେବାରୁ ବଞ୍ଚିତ ହୋଇଛି। ତେବେ ୱେବ୍ ସିରିଜ୍ 'ମିର୍ଜାପୁର ୨' ମାଧ୍ୟମରେ ଦର୍ଶକଙ୍କ ମଧ୍ୟରେ ନିଜର ଛାପ ଛାଡିବାରେ ସଫଳ ହୋଇଥିଲେ ଅଲ୍ଲୀ। ବର୍ତ୍ତମାନ ଚଳିତ…

ବିଜ୍ଞାନ ଖେଳ: ପେପର ସ୍ପିନର୍‌

ଗୋଟିଏ ସାଧା କାଗଜ ପଟିରୁ ଆମେ ତିଆରି କରିବା ସ୍ପିନର୍‌, ଦେଖିବା ଏହା କେମିତି ଉଡୁଛି । ୧- କାଗଜ ପଟି ନିଅ ୨- କାଗଜ ପଟିର ଗୋଟିଏ ଧାରରେ ଅଠା ଲଗାଇ ଦୁଇ ମୁଣ୍ଡକୁ ଯୋଡି ଦିଅ । ଆମକୁ ଗୋଟିଏ ଗୋଲ ପଟି ମିଳିବ ୩- ପଟିର ଭିତରପଟରେ ଗୋଟିଏ ଜାଗାରେ ଅଠା ଲଗାଇ ଯୋଡିଦିଅ । ଇଂରାଜୀ ୮…

ମହାକାବ୍ୟର ମହାଅଭିଶାପ

ପୁରୀ: ମହାଭାରତର ପ୍ରତ୍ୟେକ ଚରିତ୍ରର ମହତ୍ୱ ରହିଛି । ତେବେ ଏହି ପୌରାଣିକ ଚରିତ୍ର ମଧ୍ୟରେ କେତେକ କ୍ରୋଧର ବଶୀଭୂତ ହୋଇ ଶ୍ରାପ ଦେଇଛନ୍ତି । ଆସନ୍ତୁ ଜାଣିବା ମହାକାବ୍ୟର ମହାଶ୍ରାପଗୁଡିକ ବିଷୟରେ । ମାଆ କୁନ୍ତୀଙ୍କ ଅଭିଶାପ ଦେଲେ ଯୁଧିଷ୍ଠିର: କର୍ଣ୍ଣ ବଧ ପରେ ମାଆ କୁନ୍ତୀ ଯେତେବେଳେ…