Latest Odisha News

BREAKING NEWS

କବିତା : “ନୂଆ ସକାଳ”

ଅମୂଲ୍ୟ କୁମାର ପଣ୍ଡା ପ୍ରୀତି ନଈ ଧାରେ ଗୋଟିଏ ବନ ଘନ ବନ ମଧ୍ୟେ ନାହିଁ ଯେ ଜନ ପକ୍ଷୀ ଦୁଇ ତୋଳି ଥିଲେ ଟି ଘର ନଥିଲା ସେଇଠି ଆପଣା ପର । ପ୍ରେମ ପ୍ରଣୟରେ ମାତିଲେ ଦୁହେଁ ହସିଲା ଘରଟି ଖୁସିର ସୁଏ ଜନ୍ମିଲା ପକ୍ଷୀଙ୍କ ନନ୍ଦନ ଦୁଇ ବିନୋଦ ରଚାନ୍ତି ମାଆକୁ ଛୁଇଁ । କୁମର…

କରୋନା ପଜିଟିଭ୍ ହେଲେ ଖେଳାଳି: ଟସ୍ ପୂର୍ବରୁ ସ୍ଥଗିତ ରହିଲା ମ୍ୟାଚ୍

କେପଟାଉନ୍: ମ୍ୟାଚ୍ ପାଇଁ ପ୍ରସ୍ତୁତି ସରିଥିଲା । ମୁହାଁମୁହିଁ ହୋଇଥାନ୍ତେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା । ଟସ୍ ପଡିଥାନ୍ତା, ମ୍ୟାଚ୍ ଆରମ୍ଭ ହୋଇଥାନ୍ତା । ହେଲେ ଶେଷ ମୁହୂର୍ତ୍ତରେ ସ୍ଥଗିତ ରହିଲା ମ୍ୟାଚ୍ । ଦକ୍ଷିଣ ଆଫ୍ରିକାର ଜଣେ ଖେଳାଳି ମ୍ୟାଚ୍ ଦିନ କରୋନା ପଜିଟିଭ୍ ଚିହ୍ନଟ ହେବାରୁ…

ଉଇଗୁର ମୁସଲମାନଙ୍କୁ ଘୁଷୁରୀ ମାଂସ ଖାଇବାକୁ ବାଧ୍ୟ କରାଉଛି ଚୀନ

ବେଜିଂ: ଉଇଗୁର ମୁସଲମାନଙ୍କ ପ୍ରତି ଚୀନ ଅମାନବୀୟ ବ୍ୟବହାର ଜାରି ରଖିଛି । ମୁସଲମାନଙ୍କ ତ୍ରାଣକର୍ତା ସାଜିଥିବା ପାକିସ୍ତାନ ଓ ତୁର୍କୀ କିନ୍ତୁ ଚୀନ ଭୟରେ ଏଥିନେଇ ମୁହଁ ଖୋଲୁ ନାହାନ୍ତି । ଅଲ ଜଜୀରା ରିପୋର୍ଟ ମୁତାବକ ଚୀନ ଏବେ ପ୍ରତ୍ୟେକ ଶୁକ୍ରବାର ଶରଣାର୍ଥୀ ଶିବରରେ ରହୁଥିବା…

ଅଲ୍ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା; ଡିସେମ୍ବର ୧୮ ଅନଲାଇନ୍ ଆବେଦନର ଶେଷ ତାରିଖ

ଭୁବନେଶ୍ୱର: ଅଲ୍ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଲାଗି  ଅନଲାଇନ୍ ଆବେଦନର ଶେଷ ତାରିଖ ଡିସେମ୍ବର ୧୮କୁ ବୃଦ୍ଧି କରାଯାଇଛି। ଏନେଇ ସୈନିକ ସ୍କୁଲ ଭୁବନେଶ୍ଵରର ଅଫିସିଏଟିଙ୍ଗ ପ୍ରିନ୍ସପାଲ୍ କମାଣ୍ଡର ପ୍ରୀତିକା ଶର୍ମା ସୂଚନା ଦେଇ କହିଛନ୍ତି, ୨୦୨୧ ବର୍ଷ ପାଇଁ ଅଲ୍ ଇଣ୍ଡିଆ…

ମହାମାରୀ ପରେ ପ୍ରଥମ ଉତ୍ସବ ଓ ପ୍ରଥମ ଆଶାର ସଙ୍କେତ- କୋଣାର୍କ ନୃତ୍ୟ ଉତ୍ସବ ୨୦୨୦

(କୋଣାର୍କ ନୃତ୍ୟ ଉତ୍ସବ ଅବସରରେ କେଦାର ମିଶ୍ରଙ୍କ ସ୍ୱତନ୍ତ୍ର ଉପସ୍ଥାପନା)  ଗତ ମାର୍ଚ୍ଚ ମାସରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପୂରା ଦେଶର ରଙ୍ଗମଞ୍ଚ ନୀରବ ରହିଥିଲା। କରୋନା ମହାମାରୀର ପ୍ରକୋପ ଯୋଗୁଁ ଦେଶର ସବୁ ଉତ୍ସବ, ମହୋତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଭାବରେ…

ତୀବ୍ର ହେଉଛି କୃଷକ ଆନ୍ଦୋଳନ; ଡିସେମ୍ବର ୮କୁ ଭାରତ ବନ୍ଦ ଘୋଷଣା କଲା କୃଷକ ସଂଘ!

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନୋଟି କୃଷି ନିୟମକୁ ବିରୋଧ କରୁଥିବା କୃଷକମାନେ ଆନ୍ଦୋଳନକୁ ତୀବ୍ର କରିବାକୁ ପ୍ରସ୍ତୁତ ହେଉଛନ୍ତି। ଡିସେମ୍ବର ୮ରେ କୃଷକମାନେ ଭାରତ ବନ୍ଦ ଡାକରା ନେଇ ଘୋଷଣା କରିଛନ୍ତି। ବର୍ତ୍ତମାନ କୃଷକମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ନିଜର ଆଭିମୁଖ୍ୟକୁ…

୫ ହଜାର ଟଙ୍କା ପର୍ଯ୍ୟନ୍ତ କରିହେବ କଣ୍ଟାକ୍ଟଲେସ୍ ପେମେଣ୍ଟ, ଜାନୁଆରୀ ୧ରୁ ନୂଆ ନିୟମ

ନୂଆଦିଲ୍ଲୀ: କଣ୍ଟାକ୍ଟଲେସ୍ ପେମେଣ୍ଟର ପ୍ରସାର ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । କଣ୍ଟାକ୍ଟଲେସ୍ ପେମେଣ୍ଟ ଲିମିଟ୍ ୨୦୦୦ରୁ ବୃଦ୍ଧି କରି ୫୦୦୦ କରିବାକୁ ପ୍ରସ୍ତାବ ରଖିଛି ଆରବିଆଇ । ଡିଜିଟାଲ ପେମେଣ୍ଟର ପ୍ରସାର ପାଇଁ ଲଗାତର ପ୍ରୟାସ କରୁଛି ରିଜର୍ଭ…

ନଟରାଜନ, ଚହଲଙ୍କ ଚମତ୍କାର ବୋଲିଂ, ପ୍ରଥମ ଟି୨୦ରେ ଅଷ୍ଟ୍ରେଲିଆକୁ ହରାଇଲା ଟିମଇଣ୍ଡିଆ

କାନବେରା: ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଟିମ୍ ଇଣ୍ଡିଆ ୧୧ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଭାରତ ପ୍ରଦତ ୧୬୨ ରନର ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୭ ଉଇକେଟ ବିନିମୟରେ ୧୫୦ ରନ କରିବାକୁ ସକ୍ଷମ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ଉଇକେଟ…

ସାମ୍‌ନାକୁ ଆସିଲା ଅକ୍ଷୟ-ସାରାଙ୍କ ଅଭିନୀତ ‘ଅତରଙ୍ଗୀ ରେ’ ଫିଲ୍ମର ଫାଷ୍ଟ୍‌ ଲୁକ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଅତରଙ୍ଗୀ ରେ'ର ସୁଟିଂ ଆରମ୍ଭ କରିଛନ୍ତି। ସାରା ଅଲି ଖାନ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଅକ୍ଷୟ କୁମାରଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ସାରା ଅଲି ଖାନ୍ ବହୁତ ଉତ୍ସାହିତ ଥିବା ଜଣାପଡ଼ିଛି।…

ଜାନୁଆରୀ ୧୫ ସୁଦ୍ଧା ନୂଆ ଭୋଟର ତାଲିକା

ଭୁବନେଶ୍ୱର: ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଜାନୁଆରୀ ୧୫ ସୁଦ୍ଧା ଏହି ତାଲିକା ପ୍ରକାଶ ପାଇବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଭୋଟର ତାଲିକାରେ ନୂଆ ଭୋଟର ଭାବେ ନାଁ ଯୋଡିବା, ଭୋଟର…