Latest Odisha News

BREAKING NEWS

ଜେଏସପିଏଲ ଫାଉଣ୍ଡେସନ-ନିର୍ମିତ ମଡେଲ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

ଟେନସା: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ର ଔଦ୍ୟୋଗିକ ସାମାଜିକ ଉତ୍ତରଦାୟିତ୍ୱ ଶାଖା, ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ନିର୍ମିତ ମଡେଲ ଅଙ୍ଗନବାଡି କେନ୍ଦ୍ର ସୁନ୍ଦରଗଡ ଜିଲ୍ଲା ର ଟେନସା ଠାରେ ଉଦଘାଟିତ ହୋଇ ଯାଇଛି I ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରକଳ୍ପ ନିର୍ଦେଶକ…

କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା: ଓଡ଼ିଶୀ ଓ କୁଚିପୁଡ଼ିରେ ନାଚରେ ଦୁଲୁକିଲା ମଞ୍ଚ 

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ମୁକ୍ତାକାଶ ମଞ୍ଚରୁ ଶିବଲୀଳାର ପ୍ରସଙ୍ଗ ସହ ବର୍ଷା ଅଭିସାରର ଅଭିନୟ ବର୍ଷୀ ଯାଇଥିବା ବେଳେ ଚନ୍ଦ୍ରଭାଗା ବେଳାଭୂମିରେ ପର୍ଯ୍ୟାବରଣ, ବନ୍ୟଜନ୍ତୁ ସଂରକ୍ଷଣ ଓ କୋରନା ସଚେତନତାର ବର୍ତ୍ତା ଦେଉଥିଲା ବାଲୁକାକଳା ପରିପାଟୀ ।କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା…

ଆଦାନୀ ଫାଉଣ୍ଡେସନ ପକ୍ଷରୁ ଭିନ୍ନକ୍ଷମଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ

ଧାମରା: ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଓ ସେମାନଙ୍କ ଅଧିକାର ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୩ ତାରିଖକୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଆଦାନୀ ଧାମରା ପୋର୍ଟ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ…

ଓଡ଼ିଶାର ତାଳପତ୍ର ପୋଥି ପାଣ୍ଡୁଲିପି ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଭାରତ ସର୍ବାଧିକ ପୋଥି ପାଣ୍ଡୁଲିପିର ଗନ୍ତାଘର । ଏହି ପାଣ୍ଡୁଲିପିଗୁଡିକ ଭାରତର ବିଭିନ୍ନ ଭାଷାରେ ଧର୍ମ, ଦର୍ଶନ, ବିଜ୍ଞାନ, କଳା ଓ ସାହିତ୍ୟ ଇତ୍ୟାଦି ବିଷୟରେ ଲିଖିତ ହୋଇଅଛି । ଏଗୁଡିକ ତାଳପତ୍ର, କାଠ, କାଗଜ, ପଥର, ବାଉଁଶପତ୍ର, ରୂପା, ପିତ୍ତଳ, ବକ୍କଳ ଓ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ  ତା୪-୧୨-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୪ ରିଖ ଶୁକ୍ରବାର ବିଛା ୧୯ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ସକାଳ ୭ଟା୨୫ମିନିଟ୍ ପର୍ଯ୍ୟନ୍ତ ତାପରେ କର୍କଟ ଚନ୍ଦ୍ର ଭୋଗ ହେବ  ଘାତ…

ମିଳିଲାନି ବେଲ୍‌, ଜେଲ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଝାରପଡା ଜେଲ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜାମିନ ଖାରଜ ହେବା ପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଇଛି । ଆଜି ସନ୍ଧ୍ୟାରେ ଗିରଫ ପରେ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ଓକିଲ ଜାମିନ ପାଇଁ…

ମେଜର ଧ୍ୟାନ ଚାନ୍ଦଙ୍କୁ ମରଣୋତ୍ତର ‘ଭାରତ ରତ୍ନ’ ପ୍ରଦାନ ଲାଗି ଦାବି

ଭୁବନେଶ୍ୱର: ଭୁବନେଶ୍ୱର କ୍ଲବ୍ ପରିସରରେ ପଦ୍ମ ଭୁଷଣ ମେଜର୍ ଧ୍ୟାନ ଚାନ୍ଦଙ୍କ ୪୧ ତମ ଶ୍ରାଦ୍ଧ ବାଷିର୍କୀ ପାଳନ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରୁ ପ୍ରତିନିଧିମାନେ ସାମିଲ ହୋଇଥିଲା ବେଳେ ଧ୍ୟାନ୍ ଚାନ୍ଦଙ୍କୁ ମରୋଣୋତ୍ତର ଭାରତ ରତ୍ନ ସମ୍ମାନ ଦିଆଯାଉ ବୋଲି ନିଜର ମତ ରଖି…

୨୦୧୯-୨୦ ବର୍ଷରେ ମତ୍ସ୍ୟ ଓ ପଶୁସଂପଦ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୯ ପ୍ରତିଶତ ରହିଥିଲା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗର ୧୫ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ପଞ୍ଜୁରୀ ମାଛ ଚାଷ ପାଇଁ ବିଭିନ୍ନ ଉଦ୍ୟୋଗୀ…

ଶେଷ ମିନିଟରେ ଓଡିଶା ହାତରୁ ମ୍ୟାଚ ଛଡାଇନେଲା ମୋହନବାଗାନ

ଭୁବନେଶ୍ୱର: ଗୋଆର ଫାଟୋର୍ଦ୍ଦା ଷ୍ଟାଡିୟମରେ ଗୁରୁବାର ଏଟିକେ ମୋହନବାଗାନ ଓ ଓଡିଶା ଏଫସି ମଧ୍ୟରେ ଅନୁଷ୍ଠିତ ଆଇଏସଏଲର ସଂଘର୍ଷପୂର୍ଣ୍ଣ ମ୍ୟାଚ ୧-୦ ଗୋଲରେ ଶେଷ ହୋଇଛି । ମ୍ୟାଚର ଶେଷ ମିନିଟରେ ମୋହନବାଗାନ ରୟ କ୍ରିଷ୍ଣାଙ୍କ ଗୋଲ ବଳରେ ଓଡିଶା ହାତରୁ ମ୍ୟାଚ ଛଡାଇ ନେଇଥିଲା । ଯାହା କି ଓଡିଶା…

ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ । କ୍ରାଇମବ୍ରାଞ୍ଚ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି । ସାଇବର ଥାନାରେ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧ ଓ ୧୨୦ (ବି) ଭଳି ସଙ୍ଗୀନ ଦଫା ଲାଗିଛି ।…