Latest Odisha News

BREAKING NEWS

ରାଜ୍ୟରେ କମୁଛି: ୬୦୦ ତଳକୁ ଖସିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପଜିଟିଭ୍ କେସ୍ ଛଅ ଶହ ତଳେ ରହିଛି । ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୯୪ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩୪୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୫୧ଟି । କୋରାପୁଟ…

ଆସନ୍ତା ବର୍ଷଠାରୁ ମାତୃଭାଷାରେ ହେବ ଇଞ୍ଜିନିୟରିଂ ପାଠପଢା

ନୂଆଦିଲ୍ଲୀ: ପରବର୍ତ୍ତୀ ଏକାଡେମିକ୍ ଅଧିବେଶନରୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି) ରେ ମାତୃଭାଷାରେ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କରାଯିବ। ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ…

‘ପରୀ’ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ: ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଜିଦରେ ଅଟଳ ବିରୋଧୀ

ଭୁବନେଶ୍ୱର: ବିଧାନସଭାରେ ଥମୁନି ‘ପରୀ’ ହତ୍ୟା । ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହରେ ଆଜି ପୁଣି ହୋହଲ୍ଲା କରିଛନ୍ତି ବିରୋଧୀ । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଜିଦରେ ଅଡ଼ି ବସିଛନ୍ତି । ଗୃହ କାର୍ୟ୍ୟ ଆରମ୍ଭ ହେବା କ୍ଷଣି ନାରାବାଜି ଆରମ୍ଭ କରିଦେଇଥିଲେ ବିରୋଧୀ ବିଜେପି ଓ…

କାହିଁକି ମଧୁର ଭଣ୍ଡାରକରଙ୍କୁ କ୍ଷମା ମାଗିଲେ କରଣ?

ନୂଆଦିଲ୍ଲି: ଗତ କିଛି ଦିନ ହେଲା ଦୁଇ ବଡ ବଲିଉଡ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରେ ଟାଇଟଲ୍‌ ରଖିବା ଗଟଣାକୁ ନେଇ ବିବାଦ ହୋଇଥିଲା। ମଧୁର ଭଣ୍ଡାରକର କରଣ ଜୋହରଙ୍କୁ ତାଙ୍କର ଗୋଟିଏ ଚଳଚ୍ଚିତ୍ରର ଟାଇଟଲ୍ ଚୋରି କରିଥିବା ଅଭିଯୋଗ କରିଛନ୍ତି। କରଣ ଜୋହରଙ୍କ ନୂଆ ସୋ ' ଦ ଫାବୁଲସ୍‌ ଲାଇଫ୍‌…

ନୟାଗଡ଼ ଯିବେ ଆଇନ ଶୃଙ୍ଖଳା ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା, ପରୀ ହତ୍ୟାର କରିବେ ଅନୁଧ୍ୟାନ

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାକୁ ନେଇ ଏବେ ରାଜ୍ୟରେ ହଇଚଇ । କ୍ରାଇମବ୍ରାଞ୍ଚକୁ ତଦନ୍ତ ରକିବାକୁ କହିଛନ୍ତି ରାଜ୍ୟ ସରକାର । ଆଜି ହତ୍ୟାକାଣ୍ଡ ମାମଲାର ଅଗ୍ରଗତିର ଅନୁଧ୍ୟାନ ପାଇଁ ନୟାଗଡ଼ ଯାଉଛନ୍ତି ରାଜ୍ୟ ଆଇନ ଶୃଙ୍ଖଳା ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା । ଯଶଓ୍ୱନ୍ତ ଜେଠଓ୍ୱା…

ପାକିସ୍ତାନ; ବେନଜିର ଭୁଟ୍ଟୋଙ୍କ ପୁଅ ବିଲାୱାଲ ଭୁଟ୍ଟୋ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ପାକିସ୍ତାନରେ ବିରୋଧୀ ଦଳ ପିପିପିର ମୁଖ୍ୟ ବିଲାୱାଲ ଭୁଟ୍ଟୋ ଜରଦାରୀ କରୋନା ସଂକ୍ରମିତ ହୋଇଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ୩୨ ବର୍ଷୀୟ ସଭାପତି ତଥା ଦେଶର ଦୁଇଥର ପ୍ରଧାନମନ୍ତ୍ରୀ ହୋଇଥିବା ବେନଜିର ଭୁଟ୍ଟୋଙ୍କ ପୁଅ ବିଲାୱାଲ ଭୁଟ୍ଟୋ ଗୁରୁବାର ନିଜ ଟ୍ୱିଟର…

ରତ୍ନସିଂହାସନରେ ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସଂପନ୍ନ

ପୁରୀ: ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ଶ୍ରୀଜିଉମଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ନାଗାର୍ଜୁନ ବେଶ ନେଇ ବିଳମ୍ୱ ହୋଇଥିଲା । ପ୍ରାୟ ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ବେଶ କାର୍ୟ୍ୟ । ଭୋର ୪ଟା ପରିବର୍ତ୍ତେ ସକାଳ ୭ଟାରେ ଆରମ୍ଭ ହୋଇଥିଲା ବେଶ…

ବିଶ୍ୱ କରୋନା; ୨୪ ଘଣ୍ଟାରେ ୫.୪୦ ଲକ୍ଷରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା କରାଳ ରୂପ ଧାରଣ କରିବାରେ ଲାଗିଛି। ବିଶ୍ୱର ୨୧୮ଟି ଦେଶରେ କରୋନା ପ୍ରକୋପ ଥମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ୫.୪୦ଲକ୍ଷରୁ ଅଧିକ ନୂତନ କରୋନା ମାମଲା ରିପୋର୍ଟ ହୋଇଥିବା ଜଣାଯାଇଛି। ଏଥିସହ ୧୦,୯୫୩ରୁ ଅଧିକ କରୋନା ସଂକ୍ରମିତଙ୍କର ମୃତ୍ୟୁ…

ପପ୍‌ ମ୍ୟୁଜିକ୍‌ର ମହାରଥୀ ବାପି ଲାହିରୀ କାହିଁକି ପିନ୍ଧନ୍ତି ଏତେ ସୁନା?

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟକ ବାପି ଲାହିରୀ ବହୁତ ଲମ୍ବା ଇନିଂସ ଖେଳିଛନ୍ତି। ୫୦୦ରୁ ଅଧିକ ଗୀତ ରଚନା କରିଛନ୍ତି ବାପି ଲାହିରୀ। ପପ୍ ମ୍ୟୁଜିକ୍‌କୁ ବଲିଉଡର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରିବାର ଶ୍ରେୟ ମଧ୍ୟ ବାପି ଲାହିରୀକୁ ଯାଉଛି। ତାଙ୍କର ଅନନ୍ୟ ଶୈଳୀର ଗୀତକୁ ସର୍ବଦା ପସନ୍ଦ…

ଦେଶରେ ୯୩ ଲକ୍ଷ ପାର କଲା କରୋନା ପଜିଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ ୯୩ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦୈନିକ ସଂକ୍ରମିତ ବଢଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୩ ହଜାର ୮୨ ନୂଆ କରୋନା ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୯୩ ଲକ୍ଷ ୯ ହଜାର ୭୮୮କୁ ବୃଦ୍ଧି ପାଇଛି । ଗତକାଲି ଅପେକ୍ଷା ଆଜି କମିଛି…